Back
गरीबों के लिए नि:शुल्क अस्पताल और राहत सामग्री वितरण के साथ 35वां वर्षगांठ उत्सव
SMSURYA MOHANTY
Nov 03, 2025 09:36:46
Khordha, Odisha
ଆଙ୍କର-ମାନବ ସେବା ହିଁ ମାଧବ ସେବା । ଏହି ati abhimukhyya ନେଇ ଖୋର୍ଦ୍ଧାଜିଲ୍ଲା ଭାତକୁଡି ଠାରେ ରାଧାକୃଷ୍ଣ ଦରିଦ୍ର ନାରାୟଣ ସେବା ସଂଘ ପକ୍ଷରୁ ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଭିଭକ୍ତ ପୁରୀ ଜିଲ୍ଲାର ବିଭିନ୍ନ କୁଷ୍ଠାଶ୍ରମରୁ ଆସିଥିଥାଇଥିବା ୧୫ଶହରୁ ଉର୍ଦ୍ଧ ଅନ୍ତୋବାସୀ, ଭିନ୍ନକ୍ଷମ ଓ ଭିକ୍ଷାବୃତି କରୁଥିବା ଲୋକମାନଙ୍କୁ ବସ୍ତ୍ର, କମ୍ବଳ, ମଶାରୀ, ପାଲ, ଔଷଧ ବଂଟନ କରାଯାଇଛି । ଯାହାକୁ ନେଇ ହିତାଧିକାରୀମାନେ ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ଅନୁଷ୍ଠାନର ସଂପାଦକ ଲଲାଟ କିଶୋର ପୃଷ୍ଟିଙ୍କ ପୁଅ ଗ୍ୟାଷ୍ଟୋଲୋଜି ବିଭାଗର ଡ଼ାକ୍ତର ହୋଇଥିବା ବେଳେ, ଏହି ଅସହାୟ ଲୋକଙ୍କ ପାଇଁ ଏକ ମାଗଣା ଚିକିତ୍ସାଳୟ ଖୋଲିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।
ଭିଓ-୧-ଗୋଟିଏ ଟମ୍ବୁ ତଳେ ଏକାଠି ହୋଇଛନ୍ତି शହଶହ ଦିବ୍ୟାଙ୍ଗ, ଭିକ୍ଷାବୃତି ଲୋକ ଓ କୁଷ୍ଠାଶ୍ରମର ଅন্তେବାସୀମାନେ । ଏମାନେ ପ୍ରତିବର୍ଷ ପୁରୀ, ନୟାଗଡ ଓ କୋର୍ଦ୍ଧା ଜିଲ୍ଲାର ବିଭିନ୍ନ କୁଷ୍ଠାଶ୍ରମରୁ ଏଠାକୁ ଆସିଥାନ୍ତି । ଆଉ ଏମାନଙ୍କ ପାଇଁ ସାହାର୍ଯ୍ୟର ହାତ ବଢାଇଛି ରାଧାକୃଷ୍ଣ ସୋସିଓ କଲଚୁରାଲ ଦରିଦ୍ର ନାରାୟଣ ସେବା ସଂଘ । ପ୍ରତିବର୍ଷ ପରି ଚଳିତବର୍ଷ ଅନୁଷ୍ଠାନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକର ଭାତକୁଡି ଠାରେ ଏକ ଉତ୍ସବ ମାଧ୍ୟମରେ କୁଷ୍ଟରୋଗୀ ମାନଙ୍କୁ ଔଷଧ, ଜରିପାଳ, ବସ୍ତ୍ର, ମଶାରୀ ଓ କମ୍ବଳ ବଂଟନ କରାଯିବା ସହ ଆର୍ଥିକ ସାହାର୍ଯ୍ୟ ଦିଆଯାଇଥିଲା । ଏଥିସହ ବର୍ଷ ତମାମ ସେମାନଙ୍କ ଆଶ୍ରମରେ ମଧ୍ୟ ଔଷଧ ଓ ଭତା ବଂଟନ କରାଯାଉଥିବାରୁ ହିତାଧିକାରୀମାନେ ଖୁସିବ୍ୟକ୍ତ କରିଛନ୍ତି ।
ବାଇଟ- ସର୍ବତ୍ରାଣା- (ସଂପାଦକ, ଦରିଦ୍ର ନାରାୟଣ ସେବା ସଂଘ)
ଭିଓ-୨-କୈାଣସି ସରକାରୀ ସାହାର୍ଯ୍ୟ ବିନା କେବଳ ବ୍ୟକ୍ତଗତ ଖର୍ଚ୍ଚ ଓ ବଦାନ୍ୟ ବ୍ୟକ୍ତିମାନଙ୍କ ସାହାର୍ଯ୍ୟରେ ରାଧାକୃଷ୍ଣ ସୋସିଓ କଲଚୁରାଲ ଗତ ୩୫ବର୍ଷ ଧରି ଏହି ସେବା ଯୋଗାଇ ଆସୁଛି । ଆଉ ଜୀବନର ଅନ୍ତିମ ଦିବସ ପର୍ଯ୍ୟନ୍ତ ଅସହାୟ, ନିରାଶ୍ରୟ ଓ କୁଷ୍ଠରୋଗୀମାନଙ୍କ ସେବା କରୁଥିବି ବୋଲି ଅନୁଷ୍ଠାନର ସଂପାଦକ ଲଲାଟ କିଶୋର ପୃଷ୍ଟି କହିଛନ୍ତି । ଏଥିସହ ନିଜସ୍ୱ ଓ ସହୃଦୟ ବ୍ୟକ୍ତିଙ୍କ ଦାନଅର୍ଥକୁ ଭୁବନେଶ୍ଵରରେ ୬୦ବର୍ଷରୁ ଉର୍ଦ୍ଦ ଦୃଷ୍ଟିହୀନଙ୍କ ମାସିକ ୨ଶହ ଟଙ୍କା ଲେଖାଁଏ ପ୍ରଦାନ କରାଯାଉଥିବା କହିଛନ୍ତିଶ୍ରୀ ପୃଷ୍ଟି । ତେବେ ଏହି ବଂଟନ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ ରାୱତରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଅନୁଷ୍ଠାନର ଏଭଳି ପ୍ରୟାସକୁ ପ୍ରସଂଶା କରିଥିଲେ ।
ବାଇଟ- ସୁରେଶ କୁମାର ରାୱତରାୟ (ପୂର୍ବତନ ମନ୍ତ୍ରୀ)
ଫାଭିଓ-ସamାଜରେ ଅବହେଳିତ, ଅସହାୟଙ୍କୁ ସର୍ବଦା ସାହାର୍ଯ୍ୟ ସହଯୋଗ କରି ଆସୁଥିବା ଦରିଦ୍ର ନାରାୟଣ ସେବା ସଂଘରେ ଏଭଳି ପ୍ରୟାସକୁ ବିଭିନ୍ନ mହଲରେ ପ୍ରଶଂସା କରାଯାଇଛି । ଖୋର୍ଦ୍ଧାରୁ ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ରିପୋର୍ଟ ଜି ମିଡିଆ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ANAnil Nagar1
FollowNov 03, 2025 16:36:310
Report
JRJAIDEEP RATHEE
FollowNov 03, 2025 16:36:120
Report
SMSURYA MOHANTY
FollowNov 03, 2025 16:35:450
Report
PKPravesh Kumar
FollowNov 03, 2025 16:35:130
Report
PKPravesh Kumar
FollowNov 03, 2025 16:34:500
Report
RSRahul shukla
FollowNov 03, 2025 16:34:240
Report
RCRAJVEER CHAUDHARY
FollowNov 03, 2025 16:34:110
Report
JRJAIDEEP RATHEE
FollowNov 03, 2025 16:34:010
Report
0
Report
ACAmit Chaudhary
FollowNov 03, 2025 16:33:400
Report
SBSharad Bhardwaj
FollowNov 03, 2025 16:33:290
Report
HBHemang Barua
FollowNov 03, 2025 16:33:080
Report
VAVINEET AGARWAL
FollowNov 03, 2025 16:32:570
Report
PSPramod Sharma
FollowNov 03, 2025 16:32:310
Report
AGAbhishek Gour
FollowNov 03, 2025 16:32:150
Report