Back
केन्दुझर के मातारीणी मंदिर के उन्नयन का शिलान्यास आज मुख्यमंत्री मोहन चरण माझी करेंगे
AMABHAYA MOHANTY
Dec 06, 2025 09:33:42
Keonjhar, Odisha
ଆଙ୍ତର: ଆସନ୍ତାକାଲି କେନ୍ଦୁଝର ଜିଲ୍ଲାର ଘଟଗାଁ ମାତାରିଣୀଙ୍କ ମନ୍ଦିର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାਝୀ । ଆସନ୍ତା ୭ ତାରିଖ ଦିନ, ଦିନିକିଆ କେନ୍ଦୁଝର ଗସ୍ତାରେ ଆସି ମୁଖ୍ୟମନ୍ତ୍ରୀ, ବହୁ ପ୍ରତିକ୍ଷିତ ଘଟଗାଁ ମାତାରିଣୀଙ୍କ ମନ୍ଦିର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଉଦ୍ଦେଶ୍ୟରେ ଆଜି କେନ୍ଦୁଝର Circuit House ରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଆସନ୍ତା ୭ ତାରିଖ ଦିନ ୧୦ଟାରେ ପହଞ୍ଚି ଦିନ ୨ଟା ଯାଏ ରହିବେ । ସୂଚନା ଅନୁଯାୟୀ, ମାତାରିଣୀଙ୍କ ମନ୍ଦିର ପରିସରରେ ଆୟୋଜିତ ଯଜ୍ଞ ଓ ଶିଳାନ୍ୟାସ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏହାପରେ, ଘଟଗାଁ ମିନି ଷ୍ଟାଡ଼ିୟମରେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସାଢ଼େ ୩ଶହ କୋଟା ଟଙ୍କା ବ୍ୟୟରେ ଏଠାରେ ମାତାରିଣୀଙ୍କ ମନ୍ଦିର ପ୍ରକଳ୍ପର ଉନ୍ନତିକରଣ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି । ଏଥିରେ ଜିଲ୍ଲାବାସୀଙ୍କ ସହିତ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାର ବିଧାୟକ ଏବଂ ସାଂସଦମାନେ ଯୋଗଦେବେ ବୋଲି ସେ କହିଛନ୍ତି । ଏଭଳି ଏକ ଐତିହାସିକ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଆୟୋଜନ କରାଯିବା ସହ, ଏହି କାର୍ଯ୍ୟକ୍ରମ କିଭଳି ସଫଳ ହେବ, ସେନେଇ ମେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।
ବାଇଟ ୧-ଶୁକଦେବ ମହାନ୍ତ, ଜିଲ୍ଲା ବିଜେପି ସଭାପତି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
संभल में नेशनल क्वालिटी सर्टिफिकेशन की प्रक्रिया के तहत किया गया सरकारी सुविधाओं का ऑनलाइन मूल्यांकन
0
Report
MDMahendra Dubey
FollowDec 06, 2025 10:33:320
Report
AKAshok Kumar1
FollowDec 06, 2025 10:33:210
Report
RRRikeshwar Rana
FollowDec 06, 2025 10:33:050
Report
PPPritam Pandey
FollowDec 06, 2025 10:32:520
Report
FWFAROOQ WANI
FollowDec 06, 2025 10:32:480
Report
KJKamran Jalili
FollowDec 06, 2025 10:32:170
Report
STSATISH TAMBOLI
FollowDec 06, 2025 10:32:030
Report
SSSHAILENDAR SINGH THAKUR
FollowDec 06, 2025 10:31:530
Report
SSShailendra SINGH BAGHEL
FollowDec 06, 2025 10:31:290
Report
SSsubhash saheb
FollowDec 06, 2025 10:31:180
Report
AKAshok Kumar1
FollowDec 06, 2025 10:31:030
Report
DVDinesh Vishwakarma
FollowDec 06, 2025 10:30:490
Report
MDMahendra Dubey
FollowDec 06, 2025 10:30:320
Report
SMSURYA MOHANTY
FollowDec 06, 2025 10:30:140
Report