Back
मालकानगिरी में ट्रक ब्रेकडाउन से हादसा; 3 की मौत, परिवार ने सड़क जाम किया
AMABHAYA MOHANTY
Oct 06, 2025 10:31:06
Keonjhar, Odisha
ସ୍ଲଗ - ସିରିଜ ଦୁର୍ଘଟଣା , ୩ ମୃତ , ପରିବାର ଲୋକଙ୍କ ରାସ୍ତା ରୋକ ।
ଆ... ମାଲକାନଗିରି ଜିଲ୍ଲା ତଙ୍ଗଗୁଡା ଠାରେ ସିରିଜ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ବ୍ରେକ ଡାଉନ ହୋଇ ରାସ୍ତା ଉପରେ ଠିଆ ହୋଇଥିଲା ଟ୍ରକ । ପିଟି ହୋଇ ପ୍ରଥମ ଦିନରେ ଜଣେ ଏବଂ ରାତିରେ ବାଇକ ସହ ପିଟି ୨ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ରେ ମୃତକ ଙ୍କ ପରିବାର କୁ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରାଯାଇଛି। ୩୦୬ ନଂ ଜାତୀୟ ରାଜପଥ ରେ ଧାରଣା ଦିଆଯାଇଥିବା ରୁ ଜୟପୁର ମାଲକାନଗିରି ଯାତାୟତ ବାଧାପ୍ରାਪ୍ତ ହୋଇଛି । ବ୍ରେକଡାۇନ ହୋଇ ରାସ୍ତା ଉପରେ ଠିଆ ହୋଇଥିବା ଟ୍ରକ କୁ ଧକ୍କା ଦେଇ ଦୁଇ ଦିନରେ ତିନିଜଣ ମୃତ୍ୟୁବରଣ କରିଛନ୍ତି । କ୍ଷତିପୂରଣ ସହ ରାସ୍ତାରୁ ଖରାପ ହୋଇଥିବା ଟ୍ରକ ହଟାଇବାକୁ ଦାବି କରିଛନ୍ତି ଉତ୍ୟକ୍ତ ଲୋକେ । ଅପରପକ୍ଷରେ ଘଟଣାସ୍ଥଳରେ ମାଲକାନଗିରି ପୋଲିସ ପହଂଚି ବୁଝାସୁଝା କରୁଛି । ଟ୍ରକଟିରେ ଓଜନିଆ ଲୁହାପଥର ବୋଝେଇ ହୋଇଥିବାରୁ ଗାଡିକୁ ହଟାଯାଇ ପାରୁନଥିବା ସୂଚନା ରହିଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
DSDevendra Singh
FollowOct 06, 2025 12:39:160
Report
RKRupesh Kumar
FollowOct 06, 2025 12:39:040
Report
KBKuldeep Babele
FollowOct 06, 2025 12:38:49Jabalpur, Vehicle Fac. Jabalpur, Madhya Pradesh:सुपर स्पेशलिटी हॉस्पिटल में मरीजों को मिल रहा है इलाज
0
Report
SLSanjay Lohani
FollowOct 06, 2025 12:38:280
Report
SLSanjay Lohani
FollowOct 06, 2025 12:38:110
Report
AMAjay Mehta
FollowOct 06, 2025 12:37:590
Report
HNHARENDRA NEGI
FollowOct 06, 2025 12:37:390
Report
JCJitendra Chaudhary
FollowOct 06, 2025 12:36:440
Report
0
Report
AMAsheesh Maheshwari
FollowOct 06, 2025 12:35:380
Report
SSSwapnil Sonal
FollowOct 06, 2025 12:34:020
Report
PCPUSHKAR CHAUDHARY
FollowOct 06, 2025 12:33:48Jokhanalagga Bura, Uttarakhand:बद्री विशाल के दर पर 'थलाइवा' (चमोली)
0
Report
RKRaj Kishore Soni
FollowOct 06, 2025 12:33:420
Report
MKManoj Kumar Chaturvedi
FollowOct 06, 2025 12:33:32Ballia, Uttar Pradesh:बलिया में मासून बेटे को मार डाला !
0
Report
DBDevender Bhardwaj
FollowOct 06, 2025 12:33:250
Report