Back
कंधमाल: खनन से पुराने शहरवासियों को गंभीर नुकसान, सुविधाएं खत्म
AMABHAYA MOHANTY
Nov 11, 2025 08:49:26
Keonjhar, Odisha
ଖଣି ପ୍ରଭାବିତ ଅଞ୍ଚଳ କୁ ମିଳୁଥିବା ସୁବିଧାରୁ ବଞ୍ଚିତ ପୁରୁଣା ସହରବାସୀଙ୍କୁ
ଆଙ୍କର:- କେନ୍ଦୁଝର ଜିଲା ଶୁଆକାଟି ସ୍ଥିତ ଗାନ୍ଧାମାର୍ଦନ ଓଏମସି ଖଣି ଖନନ ଓ ଟ୍ରାନ୍ସପୋର୍ଟ ଦ୍ବାରା ପୁରୁଣା ସହରବାସୀ ପ୍ରଭାବିତ ହେଉଛନ୍ତି।ମାତ୍ର କମ୍ପାନୀ ଦ୍ବାରାଥିବା ସୁବିଧା ଓ ସୁଯୋଗରୁ ପୁରୁଣା ସହରବାସୀ ବଞ୍ଚିତ ହୋଇଥିବା ଅଭିଯାେଗ ହୋଇଛି। ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳ ମଧ୍ୟରେ কେନ୍ଦୁଝରର 파ରୁଣା ସହରର ବିଶେଷ କରି ୧,୨ ଏବଂ ୩ ନମ୍ବର ୱାର୍ଡ ଅତିମାତ୍ରାରେ ପ୍ରଭାବିତ ହେଉଥିଲେ ହେଁ ଏହିଅଞ୍ଚଳ ବାସୀଙ୍କୁ ଦୀର୍ଘ ଦିନ ଧରି ସମସ୍ତ ସୁବିଧା ସୁଯୋଗ ରୁ ବଞ୍ଚିତ ହେଉଛନ୍ତି।ଏହିସବୁ ୱାର୍ଡକୁ ଶୁଆକାଟି ଓଏମସି ଖଣି ଦ्वାରା ବଫର ଜୋନ ଭାବେ ବିଜ୍ଞପ୍ତି ଜାରି ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଓ ଏମ ସି ଦ୍ୱାରା କୌଣସି ସୁବିଧା ଯୋଗାଈ ଦିଆଯାଇନାହିଁ।ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବାରୁ ବାଧ୍ୟହୋଇ ଜିଲ୍ଲାପାଳ ଙ୍କୁ ସ୍ମରକ ପତ୍ର ପ୍ରଦାନ କରିବା ସହ ତୁରନ୍ତ ଏହାର ସମାଧାନ ନହେଲେ ସେମାନେ ରାଜାରାସ୍ତା କୁ ଓଲ୍ହାଇବା ପାଇଁ ବାଧ୍ୟ ହେବେବୋଲି ଚେତାବନି ଦେଇଛନ୍ତି।
ବାଇଟ (୧) ନବକିଶୋର ସାହୁ (ବରିଷ୍ଠ ନାଗରିକ ମଞ୍ଚ ର ସଦଶ୍ୟ ତଥା ବଫର ଜୋନ ବାସିନ୍ଦା)
ବାଇଟ (୨) ଅନ୍ତର୍ଯ୍ୟାମୀ ପତି (ପୁରୁଣା ସହର ତଥା ବଫର ଜୋନ ବାସିନ୍ଦା)
ବାଇଟ (୩) ରଞ୍ଜୀତା ଜେନା (ପୁରୁଣା ସହର ତଥା ବଫର ଜୋନ ବାସିନ୍ଦା)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SPSanjay Prakash
FollowNov 11, 2025 10:35:490
Report
SPSatya Prakash
FollowNov 11, 2025 10:35:360
Report
NJNarendra Jaiswal
FollowNov 11, 2025 10:35:220
Report
SPSohan Pramanik
FollowNov 11, 2025 10:34:550
Report
MSMrinal Sinha
FollowNov 11, 2025 10:34:340
Report
0
Report
SKSundram Kumar
FollowNov 11, 2025 10:34:180
Report
BKBRAJESH KUMAR
FollowNov 11, 2025 10:33:490
Report
RRRakesh Ranjan
FollowNov 11, 2025 10:33:270
Report
AAAteek Ahmed
FollowNov 11, 2025 10:33:130
Report
MPManish Purohit
FollowNov 11, 2025 10:32:570
Report
VMVimlesh Mishra
FollowNov 11, 2025 10:32:400
Report
RKRupesh Kumar
FollowNov 11, 2025 10:32:260
Report
PSParmeshwar Singh
FollowNov 11, 2025 10:32:010
Report
KYKaniram yadav
FollowNov 11, 2025 10:31:440
Report