Back
Odisha में जंगल-जल-ज़मीन सुरक्षा और आदिवासी-दलित अधिकारों के लिए 25 तारीख से यात्रा शुरू
AMABHAYA MOHANTY
Mar 01, 2026 13:02:28
Keonjhar, Odisha
ଆଙ୍କର: ବିକାଶ କରିବା ନାںରେ ଜଳ, ଜମି, ଜଙ୍ଗଲ, ଖଣିକୁ ଶେଷ କରି ଦିଆନଯାଉ । ସମସ୍ତଙ୍କ ପାଇଁ ସମାନ ତଥା ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ନିଶ୍ଚିତ କରାଯାउ । ରାଜ୍ୟରେ ମଧ୍ୟମ ଓ କୁଟୀର ଶିଳ୍ପ ଜରିଆରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରାଯାଉ । ଗନ୍ଧମାର୍ଦ୍ଦନ ଠାରୁ ଦେଓମାଳି ପର୍ବତ ପର୍ଯ୍ୟନ୍ତ ଓଡ଼ିଶାର ଆରାବଳୀ ପର୍ବତମାଳାରେ ନୂତନ ବକ୍ସାଇଟ୍ ଖନନ ବନ୍ଦ କରାଯାଉ । ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରାଯାଉ । ଏଥିସହ, ଆଦିବାସୀ ତଥା ଦଳିତଙ୍କ ପାଇଁ ଥିବା ସମ୍ବିଧାନ ଅଧିକାରକୁ କାର୍ଯ୍ୟକାରୀ କରାଯାଉ । ଏହି ଲକ୍ଷ୍ୟରେ ଲୋକଶକ୍ତି ଅଭିଯାନ ଦ୍ୱାରା ୨୫ ତାରିଖରୁ ଆରମ୍ଭ ହୋଇଥିବା ଲୋକ ଅଧିକାର ଯାତ୍ରା ଆଜି କେନ୍ଦୁଝରରେ ପହଞ୍ଚିଥିଲା । ଏନେଇ ବ୍ୟାପକ ଜନଚେତନା ଜାଗ୍ରତ କରିବା ସହ, ଏସବୁର କାର୍ଯ୍ୟକାରିତା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଏହି ଯାତ୍ରାର ଉଦ୍ଦେଶ୍ୟ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି । ୨୫ ତାରିଖରୁ ମଧୁବାବୁଙ୍କ ଜନ୍ମପୀଠରୁ ଆରମ୍ଭ ହୋଇଥିବା ଏହି ଯାତ୍ରା, ମାର୍ଚ୍ଚ ୨୯ ତାରିଖ ଉଦଯାପିତ ହେବ । ସେହିଦିନ, ସହିଦ ଲକ୍ଷ୍ମଣ ନାଏକଙ୍କର ବଳିଦାନ ଦିବସରେ ଭୁବନେଶ୍ୱର ଠାରେ ଏକ ବିଶାଳ ଜନ ସମାବେଶ ଆୟୋଜିତ ହେବ । ଏହି ଉପଲକ୍ଷେ ଆଜି କେନ୍ଦୁଝର ନଗର ଭବନ ଠାରେ ଆୟୋଜିତ ଏକ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ଏହି ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
KLKANHAIYA LAL SHARMA
FollowMar 01, 2026 14:46:030
Report
RRRakesh Ranjan
FollowMar 01, 2026 14:45:430
Report
IAImran Ajij
FollowMar 01, 2026 14:45:320
Report
BBBindu Bhushan
FollowMar 01, 2026 14:45:140
Report
0
Report
NMNitesh Mishra
FollowMar 01, 2026 14:33:440
Report
JSJitendra Soni
FollowMar 01, 2026 14:33:200
Report
MGMOHIT Gomat
FollowMar 01, 2026 14:33:090
Report
RKRaj Kishore
FollowMar 01, 2026 14:32:580
Report
ASABHISHEK SHARMA1
FollowMar 01, 2026 14:32:320
Report
SSSHARVAN SHARMA
FollowMar 01, 2026 14:32:230
Report
ASABDUL SATTAR
FollowMar 01, 2026 14:32:070
Report
MKMukesh Kumar
FollowMar 01, 2026 14:31:570
Report
APANOOP PRATAP SINGH
FollowMar 01, 2026 14:31:360
Report
DDDHANANJAY DWIVEDI
FollowMar 01, 2026 14:31:080
Report
