Back
केन्दुझर जिले में विश्वहिंदू परिषद का 12 घंटे का बंद कल
AMABHAYA MOHANTY
Nov 17, 2025 14:48:33
Keonjhar, Odisha
ଆସନ୍ତାକାଲି କେନ୍ଦୁଝର ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ । ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । କେନ୍ଦୁଝର ଜିଲ୍ଲାରେ ଅନୁପ୍ରବେଶକାରୀ ବଙ୍ଗାଳୀ ପଠାଣମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଅସାମାଜିକ କାର୍ୟକଳାପ ବୃଦ୍ଧି ପାଇବା ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି । ସମସ୍ତ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସରକାରୀ, ବେସରକାରାୀ ସ୍କୁଲ୍, କଲେଜ, ଦୋକାନ, ବଜାର ଓ ଯାନବାହାନ ବନ୍ଦ ରହିବ ବୋଲି କହିଛନ୍ତି ବିଶ୍ୱହିନ୍ଦୁ ପରିଷଦର ନେତୃବୃନ୍ଦ । ଏନେଇ ଏକ ସ୍ମାରକପତ୍ର କେନ୍ଦୁଝର ଜିଲ୍ଲାପାଳଙ୍କୁ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଛି । ଗତ ୧୫ ତାରିଖରେ ବାଂଶପାଳ ବ୍ଲକ ସଦର ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମର ଶିକାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ମାମଲାରେ ଜଣେ ବଙ୍ଗାଳୀ ମୁସଲମାନ ଗିରଫ ହୋଇଛନ୍ତି । କେବଳ ଏତିକି ନୁହେଁ, ବଙ୍ଗାଳୀ ପଠାଣମାନେ ଜିଲ୍ଲାରେ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ହେବା ସହ, ଧଳା ଜହର ଆଦି ମାଦକ ଦ୍ରବ୍ୟ ମାଧ୍ୟମରେ ଯୁବପୀଢ଼ୀଙ୍କୁ ବିପଥଗାମୀ କରୁଥିବା ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି । ଏସମ୍ପର୍କରେ ପୂର୍ବରୁ ପୋଲିସ, ପ୍ରଶାସନକୁ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଅବଗତ କରାଯାଇଥିଲे ସୁଦ୍ଧା, ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହାଁ । ଯାହାର ପ୍ରତିବାଦରେ ଆସନ୍ତାକାଲି ଜିଲ୍ଲାରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଥିବା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପ୍ରକାଶ କରାଯାଇଛି ।
104
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PKPradeep Kumar
FollowNov 17, 2025 16:50:340
Report
MKMohammad Khan
FollowNov 17, 2025 16:50:190
Report
PKPradeep Kumar
FollowNov 17, 2025 16:50:080
Report
BSBHUPENDAR SINGH SOLANKI
FollowNov 17, 2025 16:49:510
Report
ALArup Laha
FollowNov 17, 2025 16:47:090
Report
HBHemang Barua
FollowNov 17, 2025 16:45:430
Report
39
Report
ANAbhishek Nirla
FollowNov 17, 2025 16:34:0927
Report
MKMANTUN KUMAR ROY
FollowNov 17, 2025 16:33:5892
Report
CPCHETAN PATEL
FollowNov 17, 2025 16:32:22124
Report
ASAshok Singh Shekhawat
FollowNov 17, 2025 16:32:11105
Report
ADASHISH DWIVEDI
FollowNov 17, 2025 16:31:4480
Report
BSBHUPENDAR SINGH SOLANKI
FollowNov 17, 2025 16:31:2942
Report
BSBHUPENDAR SINGH SOLANKI
FollowNov 17, 2025 16:31:1131
Report
RSRajendra sharma
FollowNov 17, 2025 16:30:57112
Report