Back
भद्रक में नकली पुलिस ने ठगी, असल पुलिस ने जांच शुरू की
AMABHAYA MOHANTY
Oct 10, 2025 08:20:23
Keonjhar, Odisha
ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ବଳଭଦ୍ରପୂର୍ , ରସିକାବାଦ ଅଞ୍ଚଳ ରେ ଘରୋଇ ବିବାଦ କୁ ନେଇ ଗ୍ରାମାଞ୍ଚଳ ଥାନା ରେ ଦୁଇ ଜଣ ମହିଳା ଅଭିଯୋଗ ଆଣିଥିଲେ । ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ କାର୍ତ୍ତିକ ଜେନା ଙ୍କୁ ଦାୟିତ୍ଵ ଦିଆଯାଇଥିଲା । କିନ୍ତୁ ତଦନ୍ତକାରୀ ଅଧିକାରୀ ଅଭିଯୋଗକାରିଣୀ ଙ୍କୁ ଏକ ମୋବାଇଲ୍ ନମ୍ବର୍ whatsapp ରେ ପଠାଇଥିଲେ । ତେବେ ମୋବାଇଲ୍ ନମ୍ୱର୍ ରେ ଯୋଗାଯୋଗ ପରେ ଜନୈକ ଯୁବକ ନିଜକୁ ପଣ୍ଡା ବାବୁ ବୋଲି ପରିଚୟ ଦେବା ସହ ତଦନ୍ତ ପାଇଁ ଗାଁ କୁ ଯାଇଥିଲେ । ପୋଲିସ ଠାନି ରେ ସ୍ଥାନୀୟ ଲୋକ ଙ୍କୁ ପଚରାଉଚୁରା ପରେ କିଛି ଟଙ୍କା ମାଗିଥିଲେ , କିନ୍ତୁ ସ୍ଥାନୀୟ ଲୋକ ଙ୍କୁ ସନ୍ଦେହ ହେବାରୁ ନକଲି ପୋଲିସ ପରିଚୟ ଦେଇଥିବା ଯୁବକ ଓ ବାଇକ ଅଟକ ରଖିପୋଲିସ କୁ ଜଣାଇଥିଲେ । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଯୁବକ ଜଣକ ପୋଲିସ ନୁହନ୍ତି ବୋଲି ଚିହ୍ନଟ କରିବା ସହ ଥାନା କୁ ଆଣି ଅଟକ ରଖିଚି । ଏହି ଘଟଣା କୁ ନେଇ ଅଭିଯୋଗକାରିଣୀ ଭଦ୍ରକ ଗ୍ରାମାଂଚଳ ରେ ଲିଖିତ ଏତଲା ଦେଇଥିଲେ । ଭଦ୍ରକ ଏସପି ମନୋଜ ରାଉତ ଅଭିଯୋଗ ଆଧାର ରେ ଗ୍ରାମାଞ୍ଚଳ ଥାନା ର ଏସ ଆଇ କାର୍ତ୍ତିକ ଜେନା ଙ୍କୁ ନିଲମ୍ବିତ କରିଥିବା ନେଇ ବାଇଟ ଏସପି ମୋବାଇଲ୍ ତଥା ସୂଚନା ଦେଇଛନ୍ତି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SBSharad Bhardwaj
FollowOct 10, 2025 13:26:15Noida, Uttar Pradesh:करवा चौथ के मौके पर सुहागिन महिलाएं जमकर झूम रही है
0
Report
RSRavi sharma
FollowOct 10, 2025 13:25:130
Report
RRRakesh Ranjan
FollowOct 10, 2025 13:24:46Noida, Uttar Pradesh:बिहार चुनाव में मुख्यमंत्री के डिमांड पर कांग्रेस प्रवक्ता सचिन रावत की बाइट।
0
Report
RKRaj Kumar Bhati
FollowOct 10, 2025 13:24:340
Report
0
Report
RKRohit Kumar
FollowOct 10, 2025 13:23:590
Report
KJKamran Jalili
FollowOct 10, 2025 13:23:310
Report
SGSatpal Garg
FollowOct 10, 2025 13:23:200
Report
WMWaqar Manzoor
FollowOct 10, 2025 13:21:060
Report
ATAnuj Tomar
FollowOct 10, 2025 13:20:38Noida, Uttar Pradesh:Chandigarh : Y Puran Kumar Sucide case/ SIT Team arrives at his Sector 24 residence/
0
Report
AMAsheesh Maheshwari
FollowOct 10, 2025 13:20:130
Report
RKRajesh Kumar Sharma
FollowOct 10, 2025 13:19:502
Report
ATAnuj Tomar
FollowOct 10, 2025 13:19:090
Report
RRRakesh Ranjan
FollowOct 10, 2025 13:18:570
Report