Back
हाथी-मानव सह-अस्तित्व पर चर्चा: Kendujhar में वन्यजीव सप्ताह के मौके पर जोरदार पहल
AMABHAYA MOHANTY
Oct 11, 2025 12:12:11
Keonjhar, Odisha
ବନ୍ୟପ୍ରାଣୀଙ୍ଙ୍ ସୁରକ୍ଷା ଏବେ ଏକ ବିରାଟ ଆହ୍ୱାନ ସୁଷ୍ଟି କରିଛି ହାତୀ-ମଣିଷ ସହାବସ୍ଥାନକୁ ନେଇ ଆଲୋଚନା
ଆଙ୍କର -ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବେ ସାରା ରାଜ୍ୟ ରେ ଏକ ବିରାଟ ଆହ୍ୱାନ ସୁଷ୍ଟି କରିଛି । କେନ୍ଦୁଝର ପାର୍କ ଲାଇନ ସ୍ଥିତ ଅଡିଟରିଅମ ଠାରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ହାତୀ ଓ ମଣିଷ ସହାବସ୍ଥାନ ସମ୍ପର୍କରେ ଏକ ଆଲୋଚନାଚକ୍ର ସହ ସଚେତନତା ମୂଳକ ଡ୍ରାମା "ଐରାବତ" ପ୍ରଦର୍ଶିତ ହୋଇଛି । ଅତିଥି ଭାବେ ତେଲକୋଇ ବିଧାୟକ ଡକ୍ଟର ଫକୀର ଚରଣ ନାୟକ, କେନ୍ଦୁଝରଗଡ଼ ପୋରାଧ୍ୟକ୍ଷା ନିକୁ ସାହୁ, ଏସ୍ପି ନୀତିନ କୁଶଲକର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ଶତପଥୀ ଯୋଗଦେଇଥିଲେ । କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍. ଡି କାର୍ଯ୍යକ୍ରମ ପରିଚାଳନା କରିଥିଲେ। ସଂପ୍ରତି ବିଶ୍ୱ ପ୍ରାଣୀ ସପ୍ତାହ ପାଳନ ହେଉଥିବା ବେଳେ ବନ୍ୟପ୍ରାଣୀଙ୍କ ସୁରକ୍ଷା ବର୍ତ୍ତମାନ ସମୟରେ ଏକ ଏକା ଆହ୍ବାନ ସୃଷ୍ଟି କରିଛି । ବିଶେଷକରି କେନ୍ଦୁଝର ଭଳି ଖଣି ଖଦାନ ବହୁଳ ଜିଲ୍ଲାରେ ହାତୀ ଉପଦ୍ରବ ବୃଦ୍ଧି ଫଳରେ ମଣିଷ ଓ ମଣିଷ ମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ତିକ୍ତତା ପ୍ରମୁଖ ପ୍ରସଙ୍ଗ ହୋଇଛି । ଏଣୁ ଏଭଳି ସମୟରେ ହାତୀ ଓ ମଣିଷ ମଧ୍ୟରେ କିପରି ସମନୟ ରକ୍ଷା କରାଯାଇ ଉଭୟଙ୍କ ସୁରକ୍ଷା ହୋଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ମୁଖ୍ୟବକ୍ତା ଭାବେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ଶତପଥୀ ଯୋଗ ଦେଇ ସାଙ୍ପ୍ରତିକ ପରିସ୍ଥିତିରେ ହାତୀ ଓ ମଣିଷ କିପଳି ସୁରକ୍ଷିତ ରହି ପାରିବେ ଏଥିପାଇଁ ସରକାରୀ ସ୍ତରରେ କଣ ପଦକ୍ଷେପ ନିଆ ଯାଇପାରିବ ସେ ନେଇ ନେଯର ଅଭିବ୍ୟକ୍ତ ପ୍ରକାଶ କରିଥିଲେ । ଏହି ଅବସରରେ ଐରାବତ ଶୀର୍ଷକ ଏକ ଥିଏଟର ଶୋ’ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ଲୋକପ୍ରତିନିଧି, ବନସୁରକ୍ଷା ସମିତି ସଭାପତି, ଗଜସାଥୀ, ବନ ବିଭାଗ କର୍ମଚାରୀ ସମେତ ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ ଉପଖଣ୍ଡ ସ୍ତରରର ପରିବେଶବିତ୍ମାନଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ହାତୀ ଦ୍ୱାରା କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ଅନୁଦାନ ମଧ୍ୟ ପ୍ରଦାନ କରାଯାଇଥିଲା ।
ବାଇଟ-(୧)- ତଥାଗତ ଶତପଥୀ -( ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥା ପୂର୍ବତନ ସାଂସଦ )
ବାଇଟ-(୨)- ଏଚ ଡି ଧନରାଜ -( ଡିଏଫଓ , କେନ୍ଦୁଝର )
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
NPNishit Pancholi
FollowOct 12, 2025 08:36:07Noida, Uttar Pradesh:NORTH GOA (GOA): RAHUL GUPTA (SP, NORTHGOA) ON ACTIVIST RAMA KANKONKAR ASSAULT CASE
0
Report
GMGANESH MOHALE
FollowOct 12, 2025 08:36:000
Report
NPNishit Pancholi
FollowOct 12, 2025 08:35:36Noida, Uttar Pradesh:DELHI: JITENDRA SINGH (UNION MINISTER) ON E-WASTE DISPOSAL CONDUCTED AT IMD (INDIA METEOROLOGICAL DEPARTMENT) UNDER CLEANLINESS DRIVE
0
Report
NPNishit Pancholi
FollowOct 12, 2025 08:35:280
Report
SKSantosh Kumar
FollowOct 12, 2025 08:35:200
Report
HUHITESH UPADHYAY
FollowOct 12, 2025 08:34:350
Report
AVArun Vaishnav
FollowOct 12, 2025 08:34:250
Report
KRKishore Roy
FollowOct 12, 2025 08:33:510
Report
KCKULDEEP CHAUHAN
FollowOct 12, 2025 08:33:420
Report
0
Report
DMDILEEP MISHRA
FollowOct 12, 2025 08:33:270
Report
RTRAJENDRA TIWARI
FollowOct 12, 2025 08:33:150
Report
PPPraveen Pandey
FollowOct 12, 2025 08:32:460
Report
RSRahul shukla
FollowOct 12, 2025 08:32:290
Report
HDHARSH DWIVEDI
FollowOct 12, 2025 08:32:210
Report