Back
बालासोर के श्यामनगर में गर्भवती हाथी की मौत, वन विभाग जांच जारी
AMABHAYA MOHANTY
Nov 03, 2025 15:01:43
Keonjhar, Odisha
Slog - ହାତୀ ମୃତ
ଆଙ୍କର - ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ଶ୍ୟାମନଗର ଅଞ୍ଚଳରେ ଏକ ମାଇ ହାତୀ ମୃତ୍ୟୁ ବରଣ କରିଛି ! ଗତ ରାତିରେ ହାତୀ ପଲ ରାଇବଣିଆ theaters ଥାନା ଅଞ୍ଚଳର ଶ୍ୟାମନଗର ଗାଁରେ ପ୍ରବେଶ କରି ଥିଲା ! ରାତି ସାରା ବିଲରେ ଫସଲ ଖାଇ ସକାଳେ ଜଙ୍ଗଲକୁ ଫେରିବା ବେଳେ ଏକ ମାଈ ହାତୀ ଗୋଠରୁ ଅଲଗା ହୋଇ ଶ୍ୟାମନଗର ପଂଚାୟତ କାର୍ଯ୍ୟାଳୟ ନିକଟରେ ରହି ଯାଇଥିଲା ! ଗ୍ରାମବାସୀ ହାତୀଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ ! ବନ ବିଭାଗ ପହଞ୍ଚି ହାତୀଟି ଅସୁସ୍ଥ ଥିବା ଜାଣିବା ପରେ ଚିକିତ୍ସାର ବ୍ୟବସ୍ଥା କରିଥିଲେ !ମାତ୍ର ଆଜି ସନ୍ଧ୍ୟାରେ ଅସୁସ୍ଥ ହାତୀଟି ମୃତ୍ୟୁ ବରଣ କରିଥିଲା ! ତେବେ ମୃତ୍ୟୁର କାରଣ ବନ ବିଭାଗ ସ୍ପଷ୍ଟ କରି _nଥିବା ବେଳେ ହାତୀଟି ଗର୍ଭବତୀ ଥିଲା ଓ ପ୍ରସବ ଯନ୍ତ୍ରଣାରେ ମରି ଥାଇ _Pାରେ ବୋଲି ଚର୍ଚ୍ଚା ହେଉଛି !ତେବେ ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳି ପାରି ନାହିଁ !
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
NJNarendra Jaiswal
FollowNov 03, 2025 19:31:100
Report
RSRajkumar Singh
FollowNov 03, 2025 19:30:520
Report
IKIsateyak Khan
FollowNov 03, 2025 19:30:280
Report
MSManish Singh
FollowNov 03, 2025 19:30:170
Report
ASAshutosh Sharma1
FollowNov 03, 2025 19:02:060
Report
ASAshutosh Sharma1
FollowNov 03, 2025 19:01:530
Report
JSJitendra Soni
FollowNov 03, 2025 19:01:130
Report
NJNEENA JAIN
FollowNov 03, 2025 19:00:590
Report
ABAnnu Babu Chaurasia
FollowNov 03, 2025 19:00:350
Report
NTNagendra Tripathi
FollowNov 03, 2025 19:00:180
Report
NTNagendra Tripathi
FollowNov 03, 2025 18:48:540
Report
MKMANTUN KUMAR ROY
FollowNov 03, 2025 18:48:380
Report
RKRaj Kumar Bhati
FollowNov 03, 2025 18:48:180
Report
KNKumar Nitesh
FollowNov 03, 2025 18:48:040
Report
NKNeeraj Kumar Gaur
FollowNov 03, 2025 18:47:480
Report