Back
Paradip Zero Point के पास ट्रक की धक्का से स्कूटी चालक की मौत
NBNARAYAN BEHERA
Dec 14, 2025 08:24:38
Paradeep, Odisha
ଟ୍ରକ ଧକ୍କାରେ ଅଧ୍ୟାପକଙ୍କ ମୃତ୍ୟୁ। ପାରାଦୀପ ଲକଥାନା ଅଧିନ ଜିରୋ ପଏଣ୍ଟ କ୍ଷେତ୍ରରେ ମରମନ୍ତୁଦ ସଡକ ଦୂର୍ଘଟଣା। ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ମୃତ। ମୃତକ ଜଣଙ୍କ କୁଜଙ୍ଗ ଥାନା ଗୋପିଆକୁଦ ଗ୍ରାମର ଅଜୟ କୁମାର ରାଉତଙ୍କ ଥିବା ସୂଚନା ପ୍ରକାଶିତ। ସନ୍ଧ୍ୟା ସମୟରେ ଅଜୟ ନିଜ ସ୍କୁଟିରେ କୌଣସି କାର୍ଯ୍ୟରେ ପାରାଦୀପ କୁ ଆସୁଥିବା ସମୟରେ ଜିରୋ ପଏଣ୍ଟ ନିକଟରେ ଟ୍ରକ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି। ପାରାଦୀପରୁ ପାରାଦୀପ ଗଡ ପର୍ୟ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଠିକା ସଂସ୍ଥା ଗୋଟିଏ ପଟରେ ରାସ୍ତାକୁ ଅବରୋଧ କରି ଅନ୍ୟ ପଟେ ଗାଡି ଗୁଡିକ ଚଳାଚଳ କରୁଛି। ହେଲେ ସଂନ୍ଧ୍ୟା ସମୟରେ ରାସ୍ତା ଜାମ୍ ରହିଥିବା ବେଳେ ପାରାଦୀପ ରୁ ଚଣ୍ଡିଖୋଲ ଅଭିମୁଖେଆସୁଥିବା ଏକ ଖାଲି ଟ୍ରକ୍ ଭାରସାମ୍ୟ ହରାଇ ସ୍କୁଟି ଚାଳକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସ୍କୁଟି ଚାଳକ ଜଣଙ୍କ ମୃତ୍ୟୁ ବରଣ କରିଥିବା ପ୍ରମାଣ ମିଳିଛି। ଘଟଣା ସ୍ଥଳରେ ଲକ୍ଥାନା ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ତେବେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ kuଜଙ୍ଗ ମହା ବିଦ୍ୟାଳୟ ର ଅଧ୍ୟାପକ ବୋଲି ଜଣାପଡିଛି। ତେବେ ଘଟଣା କୁ ନେଇ ସାମାନ୍ୟ ଉତେଜନା ଦେଖାଦେଇଥିବା ବେଳେ ପୋଲିସ ବୁଝାସୁଝା କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଧକ୍କା ଦେଇଥିବା ଟ୍ରକ ଚାଳକ ଜଣଙ୍କ ଫେରାର ସୂଚନା ହୋଇଥିବା ପାଇଁ ହୋଇଛି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
SPSatya Prakash
FollowDec 14, 2025 14:21:470
Report
MGMOHIT Gomat
FollowDec 14, 2025 14:19:120
Report
NTNagendra Tripathi
FollowDec 14, 2025 14:18:580
Report
JSJitendra Soni
FollowDec 14, 2025 14:18:48Jalaun, Uttar Pradesh:अमेठी, जहां सड़क किनारे खून से लथपथ एक अज्ञात युवक का शव मिलने से इलाके में हड़बड़ी मच गई. फिलहाल पुलिस हर एंगल से मामले की जांच कर रही है और जल्द खुलासे का दावा कर रही है.
0
Report
MGMOHIT Gomat
FollowDec 14, 2025 14:18:390
Report
MGMOHIT Gomat
FollowDec 14, 2025 14:18:240
Report
ASABDUL SATTAR
FollowDec 14, 2025 14:18:120
Report
VSVishnu Sharma1
FollowDec 14, 2025 14:17:000
Report
BPBHUPESH PRATAP
FollowDec 14, 2025 14:16:430
Report
ASABHISHEK SHARMA1
FollowDec 14, 2025 14:16:240
Report
TSTHANESHWAR SAHU
FollowDec 14, 2025 14:15:500
Report
RKRaj Kishore Soni
FollowDec 14, 2025 14:15:330
Report
0
Report
0
Report