Back
पारादीप में संताली उत्सव: आदिवासी सांस्कृतिक धूम, प्रमुख अतिथि
NBNARAYAN BEHERA
Mar 22, 2026 08:20:59
Paradeep, Odisha
Slug - Santali Utshav
Dt - 22/03/2026
Place - Paradip
Format - Avb
Anchor - ସାନ୍ତାଳୀ ୟୁଥ୍ ଫେଡେରେସନ୍ ତରଫରୁ ପାରାଦୀପ ଜୟଦେବ ସଦନ ପରିସରରେ ଦିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ। ଆୟୋଜିତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ଯୋଗଦେଇ ସାନ୍ତାଳୀ ଭାଷା, ସାହିତ୍ୟ ଓ ସଂସ୍କୃତି ପରମ୍ପରା କୁ ନେଇ ସମସ୍ତ ସାନ୍ତାଳୀ ମାନଙ୍କୁ ଏକତ୍ରିତ କରିଥିବା รୁ ସାନ୍ତାଳୀ ଫେଡେରେସନ୍ ର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ପାରାଦୀପ ବନ୍ଦର ନିର୍ମାଣ ରେ ଏହି ଆଦିବାସୀ ଓ ସାନ୍ତାଳୀ ମାନଙ୍କ ସହଯୋଗ ର ହାତ ରହିଛି । ପାରାଦୀପ ରେ ରହୁଥିବା ସମସ୍ତ ଆଦିବାସୀ ଓ ସାନ୍ତାଳୀ ମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ସମାଜର ମୂଖ୍ୟ ସ୍ରୋତରେ ସାମିଲ ହୋଇ ପାରାଦୀପ ର ସମସ୍ତ କାର୍ଯ୍ୟ ରେ ଭାଗିଦାରୀ ହେବାକୁ ଅତିଥି ମାନେ ସମସ୍ତ ସାନ୍ତାଳୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଦୁଇଦିନ ଧରି ଚାଲିବାକୁ ଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସେମାନଙ୍କ ସଂସ୍କୃତି ଓ ପରମ୍ପରା କୁ ନେଇ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ପାରାଦୀପ ତଥା ଆଖପାଖ ଶୀଳ୍ପ କାରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ବସ୍ତିବାସିନ୍ଦା ମାନେ ସାମିଲ ହୋଇ ଉତ୍ସବ କୁ ବଡ ଧୁମଧାମରେ ପାଳନ କରାଯାଇଛି ବୋଲି କହିଛନ୍ତି ପାରାଦୀପ ବନ୍ଦର ଉପସଚିବ ପାରାଓ ଟୁଡୁ।
ବାଇଟ -୧- ବସନ୍ତ କୁମାର ବିଶ୍ବାଳ। ( ପୌରାଧ୍ୟକ୍ଷ, ପାରାଦୀପ)
ବାଇଟ -୨- ପାରାଓ ଟୁଡୁ। ( ଉପ ସଚିବ, ପାରାଦୀପ ବନ୍ଦର)
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
RKRishikesh Kumar
FollowMar 22, 2026 09:33:360
Report
MKMukesh Kumar
FollowMar 22, 2026 09:33:130
Report
KSKartar Singh Rajput
FollowMar 22, 2026 09:32:500
Report
GYGAUKARAN YADU
FollowMar 22, 2026 09:32:410
Report
KSKartar Singh Rajput
FollowMar 22, 2026 09:32:310
Report
RKRajesh Kumar Sharma
FollowMar 22, 2026 09:32:200
Report
DKDAVESH KUMAR
FollowMar 22, 2026 09:32:070
Report
ANAbhishek Nirla
FollowMar 22, 2026 09:31:580
Report
VSVaibhav Sharma
FollowMar 22, 2026 09:31:450
Report
AKAshok Kumar1
FollowMar 22, 2026 09:31:34Noida, Uttar Pradesh:Delhi: Former JDU leader KC Tyagi joins Rashtriya Lok Dal (RLD) in the presence of RLD President and Union Minister Jayant Chaudhary.
0
Report
PKPushpender Kumar
FollowMar 22, 2026 09:31:21Noida, Uttar Pradesh:ADHIR RANJAN ON NANDIGRAM RAM CONTROVERSY
HUMAYUN KABIR ON NANDIGRAM RAM CONTROVERSY
0
Report
AKAshok Kumar1
FollowMar 22, 2026 09:31:070
Report
SPSanjay Prakash
FollowMar 22, 2026 09:30:530
Report
PKPradeep Kumar
FollowMar 22, 2026 09:30:430
Report