Back
पारादीप बंदर में बोइत बांदा उत्सव धूमधाम से मनाया गया; CM ने कलश प्रदान किया
NBNARAYAN BEHERA
Nov 05, 2025 12:30:00
Paradeep, Odisha
ପାରାଦୀପ ବନ୍ଦର ପକ୍ଷରୁ ଆଜି ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ସହିତ ବନ୍ଦର ଦିବସ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାତ ସାଧବପୁଅଙ୍କ ହାତରେ ଶୁଭ କଳସ ପ୍ରଦାନ କରିବା ପରେ ସାତ ସାଧବାଣୀ ସେମାନଙ୍କର ଶୁଭ କାମନା କରି ମେଲାଣି ଦେଇଥିଲେ।ପରେ ପାରାଦିପ ବନ୍ଦର ଆଗାମୀ ආର୍ଥିକ ବର୍ଷରେ ପଣ୍ୟ କାରବାର କ୍ଷେତ୍ରରେ ଦେଶର ସର୍ବ ବୃହତ ବନ୍ଦରର ମାନ୍ୟତା ଲାଭ କରିଛି। ପାରାଦୀପ ବନ୍ଦର ପକ୍ଷରୁ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ମହା ଆଡମ୍ବରରେ ପାଳନ ହୋଇଛି ।ଏହି ଅବସରରେ ପାରାଦିପ ବନ୍ଦର ଦିବସ ପାଳନ କରାଯାଇଛି ।ତେବे ପ୍ରତିବର୍ଷ ଏହି କାର୍ତିକ ପୂର୍ଣିମାରେ ପାରାଦୀପ ବନ୍ଦର ପକ୍ଷରୁ ଏକ ସୁସଜ୍ଜିତ ବୋଇତରେ ସାତ ସାଧବ ପୁଅ ପ୍ରତୀକାତ୍ମକ ଭାବେ ବିଦେଶକୁ ନୌବାଣିଜ୍ୟ କରିବାକୁ ଯାଇଥାନ୍ତି । ମୂଖ୍ୟମନ୍ତ୍ରୀ ତାଙ୍କ ହାତରେ ଶୁଭ କଳସ ପ୍ରଦାନ କଲା ପରେ ସାତ ସାଧବାଣୀ ତାଙ୍କର ନୌବାଣିଜ୍ୟର ସଫଳତା ସହିତ ଶୁଭ କାମନା କରି ବନ୍ଦାପନା କରି ମେଲାଣି ଦେଇଥିଲେ।ତେବେ ଆଜିର ଏଭଳି ଏକ ପାରମ୍ପାରିକ ଦିନରେ ବନ୍ଦରର କର୍ମଚାର ଭାବେ ସାଧବପୁଆ ଭାବେ ଏଭଳି ସୁଯୋଗ ପାଇଥିବାରୁ ନିଜକୁ ଗର୍ବ କରୁଥିବା ବେଳେ ସାଧବାଣୀ ବେଶରେ ଥିବା ଝିଅ ମାନେ ମଧ୍ୟ ବହୁତ ଆନନ୍ଦ ଅନୁଭବ କରିଥିବା କହିଛନ୍ତି। ପାରାଦୀପ ବନ୍ଦର ଅଗ୍ରଣୀ ଭୂମିକା କୁ ଲକ୍ଷ ରଖି ଭାରତ ର ସର୍ବଶ୍ରେଷ୍ଠ ବୃହତ ବନ୍ଦର ଭାବେ ପାରାଦୀପ ବନ୍ଦର ପରିଚିତ।ପାରାଦୀପ ବନ୍ଦର ଆଧୁନିକ ଓଡ଼ିଶାର ପ୍ରଗତି ର ଦ୍ବାର ବୋଲି କହିବା ସହିତ ପଣ୍ୟ ପରିବହନ କ୍ଷମତା ସହିତ ପାରାଦୀପ ବନ୍ଦର କୁ ଏକ ମେଗା ପୋର୍ଟ ଭାବେ ଗଢାଯିବ ବୋଲି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ। ଏହି ଅବସରରେ ପାରାଦୀପ ତଥା ଆଖପାଖ ଅଞ୍ଚଳର ହଜାର ହଜାର ଜନସାଧାରଣ ଏହି ପାରମ୍ପାରିକ ନୌବାଣିଜ୍ୟର ପ୍ରତୀକ ତଥା ଓଡିଆ ସଂସ୍କୃତି ସହିତ ଜଡିତ ଏହି ବୋଇତ ବନ୍ଦାଣ ଉତ୍ସବକୁ ଆନନ୍ଦ ସହକାରେ ଉପଭୋଗ କରିଥିଲେ ।ଅପରପକ୍ଷେ ଆଜି ପାରାଦିପ ବନ୍ଦର ନିଜର ଦଳଗତ କାର୍ଯ୍ୟଦକ୍ଷତା ପାଁଇ ପୂର୍ବ ଭାରତର ଏକ ନଂ ବନ୍ଦର ରହିଥିବା ବେଳେ ଆଗାମୀ ଦିନରେ ଦେଶର ଏକ ନମ୍ବର ପୋର୍ଟ ଭାବେ ବଜାୟ ରହିବ । ଏହି ବନ୍ଦର ଦିବସ ଓ ବୋଇତ ବନାଣ୍ଡାଣ ଉତ୍ସବରେ ବହୁ ସ୍ଥାନୀୟ ଜନସାଧାରଣ ଯୋଗdotsାଡି ଐତିହାସିକ ପରମ୍ପରା କୁ ଉପଭୋଗ କରିଥିଲେ。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
KAKapil Agarwal
FollowNov 05, 2025 14:23:100
Report
NTNagendra Tripathi
FollowNov 05, 2025 14:22:360
Report
RRRakesh Ranjan
FollowNov 05, 2025 14:22:20Noida, Uttar Pradesh:उत्तराखंड स्थापना दिवस की रजत जयंती मनाई ja रही है. इस खास मौके पर टिहरी झील में भव्य शो کا आयोजन किया गया. बता दें कि टिहरी झील में ये आयोजन 1 नवंबर से 9 नवंबर तक चलेगा
0
Report
MGMohd Gufran
FollowNov 05, 2025 14:21:350
Report
NTNagendra Tripathi
FollowNov 05, 2025 14:21:210
Report
ADASHISH DWIVEDI
FollowNov 05, 2025 14:20:500
Report
VKVINOD KANDPAL
FollowNov 05, 2025 14:20:31Haldwani, Uttarakhand:बागेश्वर से हैरान करने वाला मामला सामने आया है...यहां एक शख्स पुल पर चढ़ गया और हाईवोल्टेज ड्रामा करने लगा.... वहीं इस ड्रामे के बाद से पुलिस प्रशासन ने इलाके के सभी पुलों की गश्त बढ़ा दी है
0
Report
VKVarun Kaushal
FollowNov 05, 2025 14:20:190
Report
AMAsheesh Maheshwari
FollowNov 05, 2025 14:19:000
Report
PSPrabhanjan Singh
FollowNov 05, 2025 14:18:390
Report
NTNagendra Tripathi
FollowNov 05, 2025 14:18:060
Report
VKVishwas Kumar
FollowNov 05, 2025 14:17:460
Report
ADASHISH DWIVEDI
FollowNov 05, 2025 14:17:270
Report
PKPankaj Kumar
FollowNov 05, 2025 14:17:050
Report