Back
Paradip Maa Mangala temple inauguration festival: four days of colorful fair
NBNARAYAN BEHERA
Feb 26, 2026 05:48:43
Paradeep, Odisha
ପାରାଦୀପ ଉପକଣ୍ଠ ରଙ୍ଗିଆଗଡ ଗ୍ରାମରେ ਮା’ਮଙ୍ଗଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ଏହି ଅବସରରେ ଅଙ୍କୁରାରୋପଣ, କ Kalସ ଶୋଭାଯାତ୍ରା, ଅଷ୍ଟପ୍ରহର ଓ ନାମଯଜ୍ଞ ଆଦି କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ କଳସ ଶୋଭାଯାତ୍ରାରେ ୨ଶହରୁ UDାର୍ଭ ମହିଳା ମନ୍ଦିର ପରିସରରୁ ଆସି ପାରାଦୀପ ବାଳୀୟାତ୍ରା ପଡିଆ ନିକଟ ସମୁଦ୍ର ରୁ ପୂର୍ଣ୍ଣ କଳସ ନେଇ ମା’ଙ୍କ ପୀଠରେ ସ୍ଥାପନ କରିବା ପାଇଁ ପହଞ୍ଚି ଥିଲେ। ଉକ୍ତ କାର୍ଯ୍ୟ ରେ ସମସ୍ତ ଗ୍ରାମବାସୀ ମାନଙ୍କ ସହଯୋଗରେ ଦୀର୍ଘଦିନ ର ମାନସିକ ପୂରଣ ହୋଇଛି। ମା’ମଙ୍ଗଳା ପୂଜାର୍ଚ୍ଚନା ପାଇଁ ଆଖପାଖ ଅଞ୍ଚଳର ମାଆ ମାନଙ୍କୁ ଆଉ ବହୁଦୂର ଯିବାକୁ ପଡିବ ନାହିଁ ବୋଲି କହିବା ସହିତ ଗ୍ରାମବାସୀ ମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ବୋଲି ଗ୍ରାମର ମୁରବୀ ନିର୍ମଳ କୁମାର ସ୍ବାଇଁ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରାମର ଆଗକୁ ପଞ୍ଚୁ ଦୋଳ ମେଲଣ ଖୁବ୍ ଧୁମଧାମରେ ହେବା ସହିତ ରଙ୍ଗିଆଗଡ ଗ୍ରାମ ତରଫରୁ ୪ଦିନ ଧରି ମୁକ୍ତମଞ୍ଚ ନାଟକ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ କୁ ଗ୍ରାମର ସମସ୍ତ ମୁରବୀ ଓ ଗ୍ରାମବାସୀ ମାନଙ୍କ ସହଯୋଗ ରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ୩ ଦିନଧରି ଚାଲିବ ବୋଲି କହିଛନ୍ତି ରଙ୍ଗିଆଗଡ ଗ୍ରାମବାସୀ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
KKKRISNDEV KUMAR
FollowFeb 26, 2026 07:00:44Noida, Uttar Pradesh:पौड़ी गढ़वाल: उत्तराखंड के मुख्यमंत्री पुष्कर सिंह धामी पौड़ी जिले के बिलखेत में आयोजित तीन दिवसीय ‘नयार वैली एडवेंचर फेस्टिवल-2026’ में शामिल हुए।
0
Report
ASABHISHEK SHARMA1
FollowFeb 26, 2026 07:00:140
Report
MNMAYUR NIKAM
FollowFeb 26, 2026 06:51:320
Report
KKKRISNDEV KUMAR
FollowFeb 26, 2026 06:51:100
Report
RVRaunak Vyas
FollowFeb 26, 2026 06:50:540
Report
KPKAILAS PURI
FollowFeb 26, 2026 06:50:390
Report
SASARWAR ALI
FollowFeb 26, 2026 06:50:11Muju, Jeonbuk State:बाइट - दयानंद तिग्गा
जिला खनिज अधिकारी एमसीबी
0
Report
AMABHAYA MOHANTY
FollowFeb 26, 2026 06:49:550
Report
KCKumar Chandan
FollowFeb 26, 2026 06:49:360
Report
KCKhem Chand
FollowFeb 26, 2026 06:48:440
Report
SSSHAILENDAR SINGH THAKUR
FollowFeb 26, 2026 06:47:420
Report
SSSUNIL SINGH
FollowFeb 26, 2026 06:47:270
Report
ABAnnu Babu Chaurasia
FollowFeb 26, 2026 06:47:120
Report
ASAmit Singh
FollowFeb 26, 2026 06:45:430
Report
DDDeepak Dwivedi
FollowFeb 26, 2026 06:45:260
Report