Back
Paradip hosts state-level Srujan Utshav as Odisha Sahitya Academy inaugurates
NBNARAYAN BEHERA
Feb 24, 2026 03:20:36
Paradeep, Odisha
ପାରାଦୀପ ରେ ରାଜ୍ୟସ୍ତରୀୟ ସୃଜନ ଉତ୍ସବ ଅନୁଷ୍ଟିତ। ପାରାଦ୍ବୀପ ଅଫିସର୍ସ କ୍ଲବ ସଭାଗୃହରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ କୁଜଙ୍ଗର ଅଗ୍ରଣୀ ଅନୁଷ୍ଠାନ ମେଘମହଳାର ମିଳିତ ଆନୁକୂଳ୍ୟରେ ରାଜ୍ୟସ୍ତରୀୟ ସୃଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମଗ୍ର ୩୦ଟି ରାଜ୍ୟରୁ ପାଖାପାଖି ୧୨୦ ରୁ ଊର୍ଦ୍ଧ୍ବ କବି, ଲେଖକ ଓ ସୃଜନ ସାଧର ଯୋଗ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡକ୍ଟର ଚନ୍ଦ୍ର ଶେଖର ହୋତା, ବିଶିଷ୍ଟ କବି ଡକ୍ଟର ରଞ୍ଜିତା ନାୟକ, କବି ପୀତାମ୍ବର ତାраଇ, ଶ୍ରୀମନ ନାରାୟଣ ମିଶ୍ର ,ମୋନାଲିସା ସଂପାଦିକା ସଂଘମିତ୍ରା ସୱାଇଁ , କବି ଉମାକାນ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ମେଘମହ୍ଲାର ପ୍ରଦତ୍ତ ସାରଳା ଦାସ ସାହିତ୍ୟ ସମ୍ମାନ, ଶୁଦ୍ରମୁନି କାବ୍ୟ କବିତା ସମ୍ମାନ ଓ ଆଦିକବି ସାରଳାଦାସ ସାଧନା ସମ୍ମାନ ଯଥାକ୍ରମେ ଜିଲ୍ଲାର ୩ ସାରସ୍ବତ ସାଧକ ସ୍ବତ ସାଧକ ଶରତ କୁମାର ମହାପାତ୍ର, ଇଂ. ନିର୍ମଳ ଚନ୍ଦ୍ର ରାୌତ, ଡକ୍ଟର ରଘୁ ସାହୁଙ୍କୁ ପ୍ରଦାନ କରାଯାଇଛି।
ବାଇଟ-୧-ଡକ୍ଟର ଚନ୍ଦ୍ର ଶେଖର ହୋତା,( ସଚିବ,ଓଡିଶା ସାହିତ୍ୟ ଏକାଡେମୀ )
ବାଇଟ-୨-ପିତାମ୍ବର ତରାଇ,( କବି )
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
BSBIRENDRA SINHA
FollowFeb 24, 2026 04:19:050
Report
PSPramod Sharma
FollowFeb 24, 2026 04:18:410
Report
RMRAHUL MISHRA
FollowFeb 24, 2026 04:18:270
Report
HKHARI KISHOR SAH
FollowFeb 24, 2026 04:17:500
Report
RVRaunak Vyas
FollowFeb 24, 2026 04:17:150
Report
AKAshok Kumar1
FollowFeb 24, 2026 04:17:020
Report
JCJitendra Chaudhary
FollowFeb 24, 2026 04:16:380
Report
NJNarendra Jaiswal
FollowFeb 24, 2026 04:16:130
Report
MMMRITYUNJAI MISHRA
FollowFeb 24, 2026 04:15:520
Report
BKBRAJESH KUMAR
FollowFeb 24, 2026 04:15:260
Report
MVManish Vani
FollowFeb 24, 2026 04:06:230
Report
JPJai Prakash
FollowFeb 24, 2026 04:06:100
Report
ADArvind Dubey
FollowFeb 24, 2026 04:05:440
Report
RKRupesh Kumar
FollowFeb 24, 2026 04:05:270
Report
IKIsateyak Khan
FollowFeb 24, 2026 04:05:070
Report