Back
ओबड़ा परिवार ने अवैध ड्रग्स रोकने के लिए युवाओं को साथ लाने का आह्वान
NBNARAYAN BEHERA
Mar 02, 2026 12:38:05
Paradeep, Odisha
ପାଡ଼ାଦୀପ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ଓ୍ବାଦା' ପରିବାର ତରଫରୁ କୁଜଙ୍ଗ ବିଦ୍ୟୁତ-ଲତା ମଣ୍ଡପ ରେ ଅବୈଧ ଡ୍ରଗସ୍ କାରବାର କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅବୈଧ ଡ୍ରଗସ୍ ଦ୍ବାରା ଆମ ରାଷ୍ଟ୍ର ବିପଦ ଆଡକୁ ଅଗ୍ରସର ହେଉଛି। ତେଣୁ ଏହାକୁ ରୋକିବା ପାଇଁ ସମସ୍ତ ଜନ ସାଧାରଣ ସଚେତନ ହେବାର ଆବଶ୍ୟକତା ରହିଛି। ଏହି ଡ୍ରଗସ୍ ସେବନ କରିବା ଦ୍ୱାରା ଯୁବ ସମାଜ ହେଉ ବା ସେମାନଙ୍କ ପରିବାର ଉପରେ କି ପ୍ରକାର ପ୍ରଭାବ ପଡୁଛି ତାହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଅବୈଧ ଡ୍ରଗସ୍ କୁ କିପରି ରୋକା ଯାଇ ପାରିବ ସେନେଇ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ପଞ୍ଚାୟତ ଓ ସହର ପର୍ଯ୍ୟନ୍ତ ଯୁବପିଢି ମାନଙ୍କୁ ସାମିଲ କରି ଅବୈଧ ଡ୍ରଗସ୍ କାରବାର ବିରୁଦ୍ଧରେ o୍ବାଦା ପରିବାର କାର୍ଯ୍ୟ କରିବ বୋଲି ଲକ୍ଷ ରଖିଛି। ଏହି ଆଲୋଚନା ଚକ୍ର ରେ o୍ବାଦା ପରିବାର ର ସଂଯୋଜକ ଗତିକୃଷ୍ଣ ଶତପଥୀଙ୍କ ତତ୍ବାବଧାନରେ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ସୁଶାନ୍ତ କୁମାର ପଟ୍ଟନାୟକ ଓ ଅବସରପ୍ରାପ୍ତ ମର୍ଚ୍ଚାଣ୍ଟ ନେଭି କ୍ୟାପଟେନ୍ ସଂଜୀବ କୁମାର ମୁଦୁଲି ଯୋଗଦେଇ ନିଶାମୁକ୍ତ ଗଠନ କରିବା ପାଇଁ ଯୁବସମାଜ ଆଗକୁ ଆସିବା ନିତ୍ୟାନ୍ତ ଆବଶ୍ୟକତା ରହିଛି, ତେଣୁ ଅବୈଧ ଡ୍ରଗସ୍ କାରବାର କୁ ନେଇ o୍ବାଦା ପରିବାର ର ଏଭଳି ସଚେତନତା କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହିତ ନିଶାମୁକ୍ତ ରହିବା ପାଇଁ ଯୁବପିଢ଼ି ମାନଙ୍କୁ ପ୍ରେରଣା ଦେଇଥିଲେ। ଓ୍ବାଦା ପରିବାର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମସ୍ତ ସଦସ୍ୟ ମାନେ ଅବୈଧ ଡ୍ରଗସ୍ କାରବାର କୁ ରୋକିବା ଦିଗରେ କାର୍ଯ୍ୟ କରିବ। ଏନେଇ o୍ବାଦା ପରିବାର ର ସମସ୍ତ ସଦସ୍ୟ ମାନେ ଶପଥ କରିବା ସହିତ ଯୁବପିଢି ମାନେ ଏହି ପରିବାର ସହିତ ସାମିଲ ହୋଇ ଅବୈଧ ଡ୍ରଗସ କାରବାର କୁ ରୋକିବା ଦିଗରେ କାର୍ଯ୍ୟ କରିବା ପାଇଁ o୍ବାଦା ପରିବାର ତରଫରୁ ଆହ୍ବାନ ଦିଆଯାଇଛି। ସମୟରେ o୍ବାଦା ପରିବାର ତରଫରୁ ଅଭିର ଉତ୍ସବ ପାଳନ କରାଯିବା ସହିତ ଅବୈଧ ଡ୍ରଗସ୍ କୁ ନେଇ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି। ପାରାଦୀପ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ୍ବାଦା ପରିବାର ଦୀର୍ଘ ୩ବର୍ଷ ଧରି ଅବୈଧ କ୍ରଗସ୍ କାରବାର ବିରୁଦ୍ଧରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରିଆସୁଛି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PPPraveen Pandey
FollowMar 02, 2026 14:03:440
Report
DMDILEEP MISHRA
FollowMar 02, 2026 14:03:290
Report
RTRAJENDRA TIWARI
FollowMar 02, 2026 14:03:160
Report
HGHarish Gupta
FollowMar 02, 2026 14:03:000
Report
DKDeepesh Kumar
FollowMar 02, 2026 14:02:380
Report
PSPramod Sinha
FollowMar 02, 2026 14:02:280
Report
ASAmit Singh
FollowMar 02, 2026 14:02:090
Report
KHKHALID HUSSAIN
FollowMar 02, 2026 14:01:480
Report
KHKHALID HUSSAIN
FollowMar 02, 2026 14:01:320
Report
KHKHALID HUSSAIN
FollowMar 02, 2026 14:01:210
Report
ASANIMESH SINGH
FollowMar 02, 2026 14:00:260
Report
PDPAWAN DURGAM
FollowMar 02, 2026 14:00:110
Report
KBKuldeep Babele
FollowMar 02, 2026 13:50:530
Report
SSSHAILENDAR SINGH THAKUR
FollowMar 02, 2026 13:50:290
Report
ASASHISH SRIVASTAVA SUL
FollowMar 02, 2026 13:50:140
Report
