Back
पारादीप में जनसेवा ऐप का उद्घाटन, किडनी- कैंसर मरीजों के लिए ambulance सेवा शुरू
NBNARAYAN BEHERA
Oct 22, 2025 08:01:05
Paradeep, Odisha
କୁଜଙ୍ଗ ଅଞ୍ଚଳର ଗାନ୍ଧୀ ଭାବେ ପରିଚିତ ନାରାୟଣ ବୀରବର ସାମନ୍ତଙ୍କ ଆଜି ୧୨୫ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ବୀରବର ସାମନ୍ତଙ୍କ ସେବା ଓ ସମର୍ପଣ ମନଭାବରେ ସମର୍ପିତ ହୋଇ ପାରାଦୀପ ବିଧାୟକ tଥା ଶୀଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କ ଦ୍ବାରା ପାରାଦୀପ ନିର୍ବାଚନ ମଣ୍ଡଳୀ ପାଇଁ ଜନସେବା ଆପ୍ ର ଉଦଘାଟନ କରାଯାଇଛି। ଏହି ଆପ୍ ମାଧ୍ୟମରେ ପାରାଦୀପ ଅଞ୍ଚଳରେ ରହୁଥିବା କିଡନୀ କିମ୍ବା କ୍ୟାନସର ଜନିତ ରୋଗୀ ମାନଙ୍କ ପାଇଁ ଏହି ଜନସେବା ଆପ୍ ମାଧ୍ୟମରେ ଆମ୍ବୁଲାନ୍ସ ର ସେବା ଯୋଗାଇ ଦିଆଯିବା ସହିତ ସାଧାରଣ ଲୋକଙ୍କ ଅଭିଯୋଗ ଓ ଯେ କୌଣସି ସମସ୍ୟା ର ସମାଧାନ ଲାଗି ଏହି ଆପ୍ ମାଧ୍ୟମରେ ଅଭିଯୋଗ କରିହେବ। ଏନେଇ ଟ୍ରଷ୍ଟ ତରଫରୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ଦୁଇଟି ଆମ୍ବୁଲାନ୍ସ ର ଶୁଭଘାଟନ କରାଯାଇଛି। ଏହି ଆମ୍ବୁଲାନ୍ସ ପାରାଦୀପ ନିର୍ବାଚନ ମଣ୍ଡଳୀ ପାଇଁ ମାଗଣାରେ ସେବା ଯୋଗାଇ ଦେବ ବୋଲି ନାରାୟଣ ବୀରବର ସାମନ୍ତ ଟ୍ରଷ୍ଟ ଅଧ୍ୟକ୍ଷ ତଥா ଶୀଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର স୍ବାଇଁ କହିଛନ୍ତି। ପ୍ରଶାସନ ଓ ଲୋକମାନଙ୍କ ମଧ୍ୟରେ ଏହା ଏକ ସେତୁ hୋଇ ଛିଡା ହେବ ବୋଲି ଟ୍ରଷ୍ଟ ତରଫରୁ କୁହାଯାଇଛି।
ବାଇଟ -୧- ସମ୍ପଦ ଚନ୍ଦ୍ର ସ୍ବାଇଁ। ( ସ୍ଥାନୀୟ ବିଧାୟକ, ତଥା ଶୀଳ୍ପ ମନ୍ତ୍ରୀ )
ବାଇଟ -୨- ତପନ ସାମନ୍ତରାୟ। ( କାର୍ଯ୍ୟ କାରୀ ସଭାପତି, ନାରାୟଣ ବୀରବର ସାମନ୍ତ ଟ୍ରଷ୍ଟ, କୁଜଙ୍ଗ )
ପାରାଦୀପ ରୁ ନାରାୟଣ ବେହେରା ( ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PSPradeep Sharma
FollowOct 22, 2025 17:18:350
Report
TBTarsem Bhardwaj
FollowOct 22, 2025 17:17:300
Report
SBSharad Bhardwaj
FollowOct 22, 2025 17:16:490
Report
AOAjay Ojha
FollowOct 22, 2025 17:16:020
Report
PGPiyush Gaur
FollowOct 22, 2025 17:15:200
Report
PGPiyush Gaur
FollowOct 22, 2025 17:05:133
Report
WJWalmik Joshi
FollowOct 22, 2025 17:04:420
Report
DDDHANANJAY DWIVEDI
FollowOct 22, 2025 17:04:230
Report
CSChandrashekhar Solanki
FollowOct 22, 2025 17:04:040
Report
KKKamal Kumar
FollowOct 22, 2025 17:03:360
Report
CSChandrashekhar Solanki
FollowOct 22, 2025 17:03:220
Report
DKDeepesh Kumar
FollowOct 22, 2025 17:02:180
Report
ATAlok Tripathi
FollowOct 22, 2025 17:02:080
Report
AKAjay Kashyap
FollowOct 22, 2025 17:02:060
Report
DDDHANANJAY DWIVEDI
FollowOct 22, 2025 17:01:550
Report