Back
पारादीप के गोचर भूमि घोटाले में भारी आरोप, जांच तेज
NBNARAYAN BEHERA
Dec 17, 2025 09:35:59
Paradeep, Odisha
Anchor - ଅନାବାଦୀ ଯାଗା କହି ଏକର ଏକର ଗୋଚର ଜମିକୁ ବିକ୍ରି କରିଛି ଗାଁ କମିଟି। କୋଟିକୋଟି ଟଙ୍କା ଠକି ନେଇଛନ୍ତି ଗାଁ କମିଟି ର ସଦସ୍ୟ ମାନେ। ପାରାଦୀପ ଗଡ ପଞ୍ଚାୟତ ନିମିଢୀ ଗ୍ରାମରେ ରହିଛି ଏକର ଏକର ଗୋଚର ଜମି। ଏହି ଜମିକୁ ଅନାବାଦୀ ଓ ଠାକୁରାଣୀଙ୍କ ଯାଗା ଦର୍ଶାଇ ପ୍ଲଟିଂ କରି ବିକ୍ରି କରାଯାଉଛି। ଲୋକେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କୋଠାଘର ନିର୍ମାଣ କରିଥିବା ବେଳେ ଏବେ ଗୋଚର ବୋଲି ଯାଣିବାକୁ ପାଇବା ପରେ ନିମିଢୀ ଗାଁ କମିଟି ସଦସ୍ୟଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ଗୋଚରକୁ ଲାଗି ରହିଥିବା ଜମାବନ୍ଦି ଯାଗା ର ଲୋକେ ଏନେଇ କୁଜଙ୍ଗ ତହସିଲଦାର ଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏବେ ଗୋଚର କୁ ନେଇ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିବା ବେଳେ ଜମାବନ୍ଦି ଯାଗା ର ଲୋକେ ଥାନାରେ ଏକ ଏତଲା ଦେବା ସହିତ ଗୋଚର ଉପରେ ଘର ନିର୍ମାଣ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ନ୍ୟାୟ ପାଇବା ପାଇଁ ପ୍ରଶାସନ କୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ଲୋକେ ଗୋଚରକୁ କିଣି ଫସି ଯାଇଥିବା ବେଳେ ଯାଗାର କୌଣସି କାଗଜପତ୍ର କରା ଯାଇନାହିଁ ବୋଲି କହିଛନ୍ତି। ଗୋଚର ବିକ୍ରି ଖର୍ଦି ହେଉଥିବା ଖବରପାଇ କୁଜଙ୍ଗ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନର ଅନୁଧ୍ୟାନ କରିଥିବା ବେଳେ ଡିସିମିଲ୍ ୧ଲକ୍ଷ ୩୦ରୁ ୧ଲକ୍ଷ୪୦ ହଜାର ଟଙ୍କା ଦେଇ କିଣିଥିବା କହିଛନ୍ତି ଲୋକେ।ଏନେଇ ସେମାନେ ତାଙ୍କ ପଇସା କିପରି ଫେରି ପାଇବେ ସେନେଇ ଏବେ ଚିନ୍ତାରେ ଗୋଚର ଖର୍ଦି କରିଥିଥା ଲୋକେ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RMRAHUL MISHRA
FollowDec 17, 2025 11:06:220
Report
NJNEENA JAIN
FollowDec 17, 2025 11:05:160
Report
ATANKUR TYAGI
FollowDec 17, 2025 11:04:560
Report
RMRAHUL MISHRA
FollowDec 17, 2025 11:04:440
Report
TCTanya chugh
FollowDec 17, 2025 11:04:160
Report
0
Report
RVRaunak Vyas
FollowDec 17, 2025 11:03:550
Report
TSTHANESHWAR SAHU
FollowDec 17, 2025 11:02:530
Report
JKJitendra Kanwar
FollowDec 17, 2025 11:02:380
Report
KJKamran Jalili
FollowDec 17, 2025 11:02:260
Report
SSsubhash saheb
FollowDec 17, 2025 11:02:080
Report
0
Report
ASAshutosh Sharma1
FollowDec 17, 2025 10:53:580
Report
MKMUKESH KUMAR
FollowDec 17, 2025 10:53:360
Report
ASABHISHEK SHARMA1
FollowDec 17, 2025 10:53:170
Report