Back
हिंदी में आकर्षक शीर्षक: जगतसिंहपुर पुलिस ने मंदिर मूर्ति चोर गिरोह का पर्दाफाश कर 4 को गिरफ्तार किया
NBNARAYAN BEHERA
Oct 17, 2025 11:30:16
Paradeep, Odisha
ଜାଗତସିଂହପୁର ପୋଲିସକୁ ବଡ ସଫଳତା। ମୂର୍ତ୍ତି ଚୋରି ଗ୍ୟାଙ୍ଗର ଗୋଟିଏ ପରିବାରର ମାଆ ସମେତ ୩ ପୁଅ ଗିରଫ। ଜଗତସିଂହପୁର ସଦର ଥାନା ଚଢେଇ ଗାଁରେ ଚଢ଼ାଉ କରି ମନ୍ଦିର ମୂର୍ତ୍ତି ଚୋରୀ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ । ଗୋଟିଏ ପରିବାରର ୩ ପୁଅ ସମେତ ମାଆ ଗିରଫ। ଗିରଫ ଅଭିଯୁକ୍ତ ମାନେ ହେଲେ ଆଶ୍ରମପାଟଣା ମାଳିତୋଟା ଗ୍ରାମର ସ୍ବର୍ଗତ ବ୍ରହ୍ମାନନ୍ଦ ଆଚାର୍ଯ୍ୟଙ୍କ ୩ ପୁଅ ସାରଦା ଆଚାର୍ଯ୍ୟ, ବରଦା ଆଚାର୍ଯ୍ୟ,ଅନ୍ନଦା ଆଚାର୍ଯ୍ୟ ଓ ସେମାନଙ୍କ ମାଆ ନିର୍ମଳା ଆଚାର୍ଯ୍ୟ । ସେମାନଙ୍କ ଠାରୁ ମନ୍ଦିର ହୁଣ୍ଡିରୁ ଚୋରି କରିଥିବା ୬୪ ହଜାର ଟଙ୍କା ସହିତ ପିତ୍ତଳ ବଡ଼ ନାଗ ମୂର୍ତ୍ତି, ୨ଟି ରୁପା ମୁକୁଟ,ପିତ୍ତଳ ଥାଳି, ଦୁଇଟି ସୁନା କାନ ଫୁଲ ଆଦି ବହୁ ସାମଗ୍ରୀ ଜବତ କଲା ପୋଲିସ । ଜବତ ସାମଗ୍ରୀର ଆନୁମାନିକ ମୁଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଏସ୍ପି ସୂଚନା ଦେଇଛନ୍ତି । ପୂର୍ବରୁ ଏହି ପରିବାର ବହୁ ମୂର୍ତ୍ତି ଚୋରି କେଶରେ ଜଡିତ ଥିବା ବେଳେ ଅଭିଯୁକ୍ତମାନଙ୍କ ନାମରେ ଜଗତସିଂହପୁର,କଟକ,ନାଉଗାଁ,ଭୁବନେଶ୍ୱର,ନିଆଳି ଆଦି ଥାନାରେ ବଡ଼ ଭାଇ ସାରଦାଙ୍କ ନାମରେ ୧୨ ଟି କେଶ ରହିଥିବା ବେଳେ ବରଦାଙ୍କ ନାମରେ ୧୪ଟି,ଅନ୍ନଦାଙ୍କ ନାମରେ ୧୨ଟି ଓ ତାଙ୍କ ମାଆ ନିର୍ମଳାଙ୍କ ନାମରେ ୧୦ଟି କେଶ ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଏସ୍ପି ପ୍ରକାଶ କରିଛନ୍ତି।
ବାଇଟ- ୧ - ଅଙ୍କିତ କୁମାର ବର୍ମା, एସ୍ପି ଜଗତସିଂହପୁର।
13
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
1
Report
RKRakesh Kumar Bhardwaj
FollowOct 19, 2025 15:03:040
Report
VSVishnu Sharma
FollowOct 19, 2025 15:02:430
Report
SLSanjay Lohani
FollowOct 19, 2025 15:02:330
Report
AGAbhishek Gour
FollowOct 19, 2025 15:02:240
Report
CJCHAMPESH JOSHI
FollowOct 19, 2025 15:02:070
Report
HSHITESH SHARMA
FollowOct 19, 2025 15:01:230
Report
KSKartar Singh Rajput
FollowOct 19, 2025 15:01:060
Report
ADASHISH DWIVEDI
FollowOct 19, 2025 15:00:310
Report
OSONKAR SINGH
FollowOct 19, 2025 15:00:180
Report
Orai, Uttar Pradesh:
उरई नगर पालिका अध्यक्ष श्रीमती गिरजा चौधरी और पुत्र विजय चौधरी की ओर से उरई नगर पालिका के सभी गणमान्य नागरिको को दीपावली व भाई दूज की हार्दिक शुभकामनाएं ।
0
Report
BSBHUPENDAR SINGH SOLANKI
FollowOct 19, 2025 14:48:173
Report
VSVishnu Sharma
FollowOct 19, 2025 14:48:032
Report
VSVishnu Sharma
FollowOct 19, 2025 14:47:303
Report