Back
पारादीप में सांताली मीलन समारोह का भव्य उद्घाटन
NBNARAYAN BEHERA
Mar 25, 2026 10:01:31
Paradeep, Odisha
ସାନ୍ତାଳୀ ଫେଡେରେସନ୍ ତରଫରୁ ପାରାଦୀପ ଜୟଦେବ ସଦନ ପରିସରରେ ଆୟୋଜିତ 'ସାନ୍ତାଳୀ ମିଟ୍' କାର୍ୟକ୍ରମ ର ଉଦଯାପନୀ ଦିବସ ମହା ସମାରୋହରେ ଶେଷ ହୋଇଛି। ଏହି ଉଦଯାପନୀ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ପାରାଦୀପ ବିଧାୟକ ତଥା ଶୀଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗଦେଇ ପାରାଦୀପ ର ସମସ୍ତ ସାନ୍ତାଳୀ ମାନଙ୍କୁ ଏକତ୍ରିତ କରିଥିବା ସାନ୍ତାଳୀ ଫେଡେରେସନ୍ ର କର୍ମକର୍ତ୍ତା ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦୁଇଦିନ ଧରି ଚାଲିଥିବା ସାନ୍ତାଳୀ ଫେଡେରେସନ୍ କାର୍ଯ୍ୟକ୍ରମ ରେ ପାରାଦୀପ ସମେତ ପାରାଦୀପ ର ବିଭିନ୍ନ ଶୀଳ୍ପାନୁଷ୍ଠାନ ଓ ବସ୍ତି ଅଞ୍ଚଳରେ ରହୁଥିବା ସାନ୍ତାଳୀ ମାନେ ଏକତ୍ରିତ ହୋଇ ସାନ୍ତାଳୀ ଭାଷା, ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ନେଇ ସମସ୍ତେ ଏକତ୍ରିତ ହୋଇଥିଲେ। ଯାହା କି ସାନ୍ତାଳୀ ଫେଡେରେସନ୍ ର ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଛନ୍ତି ମୂଖ୍ୟ ଅତିଥି ତଥା ସ୍ଥାନୀୟ ବିଧାୟକ ତଥା ଶୀଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ। ଏହି ଅବସରରେ ଦୁଇଦିନ ଧରି ଚାଲିଥିବା ସାନ୍ତାଳୀ ପାରମ୍ପରିକ ନୃତ୍ୟ, ଗୀତ , ଢୋଲ ଭଳି ବିଭିନ୍ନ ପ୍ରତିଯୋଗିତା ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା। ଶେଷରେ ସମସ୍ତ ସାନ୍ତାଳୀ ପରିବାର ଏକତ୍ରିତ ଭାବେ ସାନ୍ତାଳୀ ନୃତ୍ୟ କୁ ଜନ ସାଧାରଣ ଭରପୁର ଉପଭୋଗ କରିଥିଲେ。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AMAbhishek Mathur
FollowMar 25, 2026 11:07:530
Report
DIDamodar Inaniya
FollowMar 25, 2026 11:07:400
Report
HUHITESH UPADHYAY
FollowMar 25, 2026 11:04:460
Report
RNRajesh Nilshad
FollowMar 25, 2026 11:04:090
Report
PKPradeep Kumar
FollowMar 25, 2026 11:03:500
Report
RKRANJEET Kumar OJHA
FollowMar 25, 2026 11:03:340
Report
MSManish Sharma
FollowMar 25, 2026 11:03:230
Report
MSManish Sharma
FollowMar 25, 2026 11:02:100
Report
NSNiroj Satapathy
FollowMar 25, 2026 11:01:550
Report
DKDeepesh Kumar
FollowMar 25, 2026 11:01:460
Report
RDRaktima das
FollowMar 25, 2026 11:01:340
Report
SRShivam RAj
FollowMar 25, 2026 11:01:100
Report
JPJitendra Panwar
FollowMar 25, 2026 11:00:590
Report
ADASHISH DWIVEDI
FollowMar 25, 2026 11:00:440
Report
0
Report