Back
जगतसिंहपुर में गैस संकट, होटल और ढाबे प्रभावित
NBNARAYAN BEHERA
Mar 13, 2026 10:47:00
Paradeep, Odisha
ଏଲପିଜି ଗ୍ୟାସ ସଙ୍କଟ।ଏଲପିଜି ଗ୍ୟାସକୁ ନେଇ ଖାଉଟି ଓ ହୋଟେଲ ବ୍ୟବସାୟୀ ଚିନ୍ତାରେ ।ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଯୋଗୁ ତୈଳ ଆମଦାନୀରେ ବାଧା ଉପୁଜିବାକାରଣରୁ ଏବେ ରାଜ୍ୟ ସମେତ ଜଗତସିଂହପୁର ଜିଲ୍ଲାରେ ଗ୍ୟାସ ଷଙ୍କଟ ଦେଖାଯାଇଛି ।ଖାଉଟି ମାନଙ୍କ ପାଇଁ ବୁକିଂ ର ସମୟ ଅବଧି ୨୫ ଦିନ ବୃଦ୍ଧି କରିଥିଲେ ହେଁ ବୁକିଂ ହୋଇପାରୁନାହିଁ ।ଏହା ସହିତ ଖୁଚୁରା ଗ୍ୟାସ ବ୍ୟବସାୟୀମାନେ ଚଢା ଦରରେ ଲୋକମାନଙ୍କୁ ଗ୍ୟାସ ବିକ୍ରୟ କରୁଥିବା ଅଭିଯୋଗ ହେଉଛି ।ଏହା ସହିତ_bୟବସାୟିକ_ଗ୍ୟାସ ବିତରଣ ଉପରେ ସରକାର ଅଙ୍କୁଶ ଲଗାଇବା ପରେ ହୋଟେଲ ଓ ଜଳଖିଆ ଦୋକାନ ଗୁଡିକରେ ଗ୍ୟାସ ଅଭାବ ଦେଖାଯାଇଛି ।ଅନ୍ୟ ପଟରେ ଜଗତସିଂହପୁର ଜିଲ୍ଲାରେ ଗ୍ୟାସର ସେଭଳି ଅଭାବ ହେବନାହିଁ ।ଯଦି କଳା ବଜାରୀ ହୁଏ ତେବେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ଚଢାଉ କରାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।
ବାଇଟ-୧-ହିତାଧିକାରୀ
ବାଇଟ-୨-ହୋଟେଲ ବ୍ୟବସାୟୀ
ବାଇଟ-୩-ଖୁଚୁରା ଗ୍ୟାସ ବ୍ୟବସାୟୀ
ବାଇଟ-୪-ଜିତ୍ରାୟ ଟୁଡୁ,ଜିଲ୍ଲା ଯୋଗାଣ ଅଧିକାରୀ
ଜଗତସିଂହପୁର ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AMAnkit Mittal
FollowMar 13, 2026 11:45:400
Report
RRRakesh Ranjan
FollowMar 13, 2026 11:45:170
Report
0
Report
102
Report
DGDeepak Goyal
FollowMar 13, 2026 11:35:1824
Report
MSManish Shanker
FollowMar 13, 2026 11:34:3933
Report
ASABHISHEK SHARMA1
FollowMar 13, 2026 11:34:0660
Report
RRRAJA REHBER JAMAL
FollowMar 13, 2026 11:33:5654
Report
PPPraveen Pandey
FollowMar 13, 2026 11:33:4340
Report
SDSuresh Diwakar
FollowMar 13, 2026 11:33:2729
Report
ASAVNISH SINGH
FollowMar 13, 2026 11:33:1785
Report
RRRakesh Ranjan
FollowMar 13, 2026 11:33:0475
Report
HSHITESH SHARMA
FollowMar 13, 2026 11:32:48111
Report
KKKRISNDEV KUMAR
FollowMar 13, 2026 11:32:3450
Report
HBHeeralal Bhati
FollowMar 13, 2026 11:32:1340
Report