Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Anuppur484224
कोदो-कुटकी पेज खाने से पति-पत्नी और चार वर्षीय बालक बेहोश; हालत अब खतरे से बाहर
APAbhay Pathak
Oct 16, 2025 08:35:57
Anuppur, Madhya Pradesh
अमरकंटक। ग्राम पंचायत कबीर मय खुरखुरी दादर, निवासी दंपती और एक बालक ने आज सुबह जहरीला पेज खाया। सेवन के लगभग एक घंटे बाद तीनों को उल्टियां, जी मिचलाना और बेहोशी जैसे लक्षण दिखाई देने लगे। स्थिति बिगड़ने पर परिजन them सामुदायिक स्वास्थ्य केंद्र अमरकंटक लेकर पहुंचे, जहाँ उपस्थित चिकित्सक ने प्राथमिक उपचार किया और उनकी हालत अब खतरे से बाहर बताई जा रही है। निरंतर निगरानी में रखा गया है; आगे बेहतर जांच के लिए उन्हें जिला चिकित्सालय अनूपपुर रेफर किया गया है। महिला को उल्टियाँ हो रहीं थीं, पेज शरीर के अंदर तक पहुंच गया था, फिर भी स्थिति सामान्य है। ग्रामीण अंचलों में कोدو-कुटकी प्रमुख आहार है; विषाक्तता के संभावित कारण अनाज के भंडारण या फफूंदजनित संक्रमण हो सकता है।
14
comment0
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|

Advertisement
SMSURYA MOHANTY
Nov 09, 2025 09:37:23
Khordha, Odisha:କଟକ:- କଟକରେ ବଡ଼ ଅଘଟଣ । କଟକ ମଣି ସାହୁଛକ hibdିବନ୍ଧୁ ସ୍କୁଲ ନିକଟରେ ଥିବା ଏକ ପୁରୁଣା ବିଲଡିଂ ଭୁସୁଡି ଯଡ଼ିଥିବା ବେଳେ ବର୍ତମାନ ସୁଦ୍ଧା ତିନିଜଣଙ୍କର ese ସି ବି ମେଡିକାଲ ରେ ମୁର୍ତ୍ୟୁ ହୋଇଥିବା ସୂଚନା ମିଳିଛି.. ଘଟଣା ସ୍ଥଳରେ କ୍ୟାଟିନ ମେଣ୍ଟ ଥାନା ପୋଲିସ ଏବଂ ସ୍ଥାନୀୟ ଏସିପି ଉପସ୍ଥିତ ରହି ଥିବା ବେଳ.. କଟକ ଅଗ୍ନିଶମ ଵାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ. ଦୁର୍ଘଟଣା ପରେ ପଶିଳା ଚେତା।କଟକରେ ଭଙ୍ଗାଯିବ ଅସୁରକ୍ଷିତ କୋଠା। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ହେଲା ସ୍ୱତନ୍ତ્ર କମିଟି। ଏହି କମିଟି କଟକ ସହରର ଅସୁରକ୍ଷିତ କୋଠା ଗୁଡିକୁ ଚିହ୍ନଟ କରିବ। ଅସୁରକ୍ଷିତ କୋଠା ଚିହ୍ନଟ ପରେ ସେଗୁଡିକୁ ପର୍ଯ୍ୟାୟ କ୍ରମେ ଭଙ୍ଗାଯିବ। ସିଏମସିର ଅତିରିକ୍ତ କମିଶନର କଳ୍ପତରୁ ବେହେରାଙ୍କ ସୂଚନା। ପ୍ରତି ମୃତକଙ୍କ ପାଇଁ ପରିବାରକୁ ୧୦ ହଜାର ଲେଖାଏଁ ତ୍ୱରିତ କ୍ଷତିପୂରଣ। କଟକ ମହାନଗର ନିଗମ ପକ୍ଷରୁ ଦିଆଗଲା ଏହି କ୍ଷତିପୂରଣ।ଘଟଣାର ତଦନ୍ତ ପାଇଁ ଗଠିତ ହେଲା ଉଚ୍ଚସ୍ତରୀୟ କମିଟି । ବାଇଟ - କଳ୍ପତରୁ ବେହେରା ବାଇଟ - ଶୋଫିଆ ଫିର୍ଦୋଷ
0
comment0
Report
AMABHAYA MOHANTY
Nov 09, 2025 09:37:10
Keonjhar, Odisha:ବାଳେଶ୍ବର ରେମୁଣାରୁ 4 ବନ୍ଧୁକ ସହିତ 3 ଗିରଫ, ବାଲେଶ୍ବର ବଜାରରେ ମିଳୁଛି ବିହାର ଓ ଝାଡଖଣ୍ଡରେ ତିଆରି ବନ୍ଧୁକ ! ପୁଲିସ ନଜରକୁ ଆସିବା ପରେ ଚାଲିଥିଲା ଗୁପ୍ତ ଯୋଜନା, କିଛିଦିନର ପରିଶ୍ରମ ପରେ ଏବେ ବାଲେଶ୍ବର ପୁଲିସକୁ ମିଳିଛି ବଡ଼ ସଫଳତା, 4 ଟି ବନ୍ଧୁକ ସହିତ ପୁଲିସ କବ୍ଜାରେ କୋଏଦ ହୋଇଛନ୍ତି 3 ଜଣ ଚୋରା ବନ୍ଧୁକ ରଖିଥିବା ଯୁବକ ! ସମସ୍ତଙ୍କ ଘର ବାଲେଶ୍ବର ସହର ଅଖପାଖରେ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବା ଚୋରା ବନ୍ଧୁକ ବେପାରର ମାଷ୍ଟର ମାଇଣ୍ଡ ଶାନ୍ତନୁ ଦାସ ଓରଫ ମୁନା ବୋଲି ଜଣା ପଡ଼ିଥିବା ବେଳେ ତା ନିକଟରୁ ଆଉ ଦୁଇ ସହଯୋଗୀଙ୍କ ସୂଚନା ମିଳିଛି, ସେମାନେ ହେଲେ ଅମିତାଭ ଦ୍ବିବେଦୀ ଓରଫ ନୀତିଆ ଏବଂ ମନୋଜ ଭୂୟାଁ ଓରଫ ଗୁଡ଼ୁ, ଶାନ୍ତନୁ ନିକଟରୁ 2ଟି ବନ୍ଧୁକ ସହିତ ମେଗାଜିନ ଓ ଜୀବନ୍ତ ଗୁଳି ଜବତ ହୋଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଠାରୁ ଗୋଟିଏ କରି ବନ୍ଧୁକ, ମେଗାଜିନ ଓ ଜୀବନ୍ତ ଗୁଳି ଜବତ ହୋଇଥିବା ବାଳେଶ୍ବର ପୁଲିସ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି ! ତେବେ ଏହି ବେଆଇନ ବନ୍ଧୁକ କାରବାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଓ କିଏ ରହିଛି ତାର ତଦନ୍ତ ଆରମ୍ଭ ହୋଇଛି ବୋଲି ବାଲେଶ୍ବର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ! ତେବେ ବାଲେଶ୍ବର ସହର ଏବେ ବନ୍ଧୁକ ନିଶାନା ରେ ଥିବା ବେଳେ ଜନସାଧାରଣଙ୍କ ସୁରକ୍ଷା ପୁଲିସ ପାଇଁ ଏକ ଚେଲେଞ୍ଜ ହୋଇଛି! ବାଇଟ -ଅତିରିକ୍ତ ଏସପି
0
comment0
Report
AMABHAYA MOHANTY
Nov 09, 2025 09:36:51
Keonjhar, Odisha:ଚୋରୀ ଉଦ୍ୟମ ବିଫଳ। ଗାଁ ମଧ୍ୟରେ ଲୋକଙ୍କ ଦ୍ଵାରା କାବୁ ହେଲା ଚୋର। ଗୋଡ଼ ହାତ ବାନ୍ଧି ପାଇଲେ ଉତ୍ତମ ମଧ୍ୟମ। ବିଳମ୍ଡ଼ିତ ରାତିରେ ବାଙ୍ଗିରିପୋଷି ଗାଁ ଚନ୍ଦନପୁଷି ଗାଁ ଚୋରୀ ଡାକାୟତି କରିବାକୁ ଚେଷ୍ଟା କରୁଥିବା ସମୟରେ ଜାଣିବାକୁ ପାଇଁ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ। ସେଠାରେ ଗାଁ ଲୋକଙ୍କ ଦ୍ଵାରା ଉତ୍ତମ ମଧ୍ୟମର ଶିକାର। ପରେ ବାଙ୍ଗିରିପୋଷି ଥାନା ପୋଲିସକୁ ଖବର ଦେଇଥିଲେ, ଘଟଣା ସ୍ଥଳରେ ପୋଲିସ ପହଞ୍ଚିବାରୁ ଗାଁ ଲୋକମାନେ ଚୋରଙ୍କୁ ଜିମା ଦେଲେ। ଚାରି ଚୋର ଗିରଫ, ବନ୍ଧୁକ, ଦୁଇ ଅଫୁଟା ଗୁଳି, ଗ୍ୟାସ ଟାଙ୍କି, ସୁନା ଅଳଙ୍କାର ଜବତ। ତେବେ ଦୀର୍ଘଦିନ ହେଲା ବାଙ୍ଗିରିପୋଷି ଥାନା ଅଧୀନରେ ଚୋରି ଡାକାୟତି ମାମଲା ବଢ଼ିଥିବାର ନଜିର ରହିଛି। ପୋଲିସ ପେଟ୍ରୋଲିଂ କମି ଥିବାର ଅଭିଯୋଗ କରିଥିଲେ ଗ୍ରାମବାସୀ। ତେବେ ଆଜି ଚୋରୀ କରୁଥିବା ସମୟରେ ରଙ୍ଗେ ହାତ ଚୋର କୁ କାବୁ କରିଛନ୍ତି ଗ୍ରାମବାସୀ।
0
comment0
Report
NBNARAYAN BEHERA
Nov 09, 2025 09:36:06
Paradeep, Odisha:ଭାତର ପାରାଡୀପ ଜିଲ୍ଲା ଢିଙ୍କିଆ ଗ୍ରାମରେ ଜେଏସଡବ୍ଲୁ କମ୍ପାନୀ ପାଇଁ ପ୍ରତିବାଦ ଓ ଶୋଭାଯାତ୍ରା ଚାଲିଛି। ଜେଏସଡବ୍ଲୁ କମ୍ପାନୀ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନୀୟ ଲୋକେ ଗୃହ ନିର୍ମାଣ କରି ହୋମ ନିର୍ମାଣ କରିବା ପାଇଁ ଶ୍ରମିକ ସଂଗଠନ ଗଢିଥିଲେ, ଯାହା ପରେ ନିଯୁକ୍ତି ଓ ଅବୈଧ ଚାନ୍ଦା ଆଦାୟର ଆରୋପ ହୋଇଛି। ଶ୍ରମିକ ସଂଘ ପକ୍ଷରୁ କମ୍ପାନୀ ପାଇଁ ନିଯୁକ୍ତି, ଚୁତିପାତ ଶ୍ରମ, ଭିତର ଦୋଷାରସାର ନିୟମ ହାରାଇବାର ଆରୋପ ହୋଇଛି। ଧିଙ୍କିଆ ପଞ୍ଚାୟତର ହରାଇଥିବା ହର ଉପରେ ମହିଳା-ପୁରୁଷ ଯୋଗୀସାହିର ଏକ ଶୋଭାଯାତ୍ରା ହୋଇ ରହିଛି, ଯାହାଦ୍ୱାରା ସଂଘ ପାଇଁ ଭଡା ସୂତ୍ରରେ ଘର ମାଲିକଙ୍କୁ ଟାଗିଦ କରିବା ସହ ଘର ଭିତରେ ଥିବା ଆସବାବପତ୍ର କୁ ଯାଞ୍ଚ କରାଯାଇଥିଲା। ସ୍ଥାନୀୟ ଲୋକେ କମ୍ପାନୀ ପାଇଁ ନିଜର ଭିଟାମାଟି ହରାଇଥିବା ବେଳେ ନିୟୁକ୍ତି ଓ ଠିକା କାମ ପାଇଁ ଶ୍ରମୀ ନେତାଙ୍କୁ ଭେଟିବା ପାଇଁ କହିଥିଲେ। ଏହି ପ୍ରତିବାଦ କାରଣରୁ ପାରାଡୀପ ଜିଲ୍ଲା ପ୍ରଶାସନକୁ ଅଭିଯୋଗ ହେବାସହ ୟ ଶ୍ରମିକ ସଂଘକୁ ହଟାଇବା ପ୍ରସଙ୍ଗ ନିଷ୍ପତ୍ତି ନିଆଯାଇଛି। ထାଙ୍ୀତି ଵାଇଟ-୧ ଓ ଵାଇଟ-୨ ପାଇଁ ଅଶୋକ ସେନାପତି, ଟିକାଣା ଓ ମାହାଳ ଯୋଗାଇ ଉଲ୍ଲେଖ ସହିତ ପାରାଦୀପରେ ନାରାୟଣ ବେହେରା (ଜୀ ମିଡିଆ)ରେ ରାପିଭା ଚାଲିଥାଇଛି.
0
comment0
Report
ANAJAY NATH
Nov 09, 2025 09:35:42
Sambalpur, Odisha:ରାସ୍ତା ଖରାପ ଥିବା କାରଣ ରୁ ଯାଇପାରେ ନାହିଁ ଆମ୍ବୁଲାନ୍ସ|ଆମ୍ବୁଲାନ୍ସ ପହଂଚି ପାରୁ ନ ଥିବା କାରଣରୁ କିଛି ଦିନ ପୂର୍ବରୁ ଜଣେ ପିଲା ସର୍ପ ଆଘାତ ରେ ମୃତ୍ୟୁ ବରଣ କରିଥିବା ବେଳେ ପୂର୍ବରୁ ମଧ୍ୟ ବହୁ ପ୍ରସୂତି ଓ ବୃଦ୍ଧ ବୃଦ୍ଧା ଙ୍କର ଜୀବନ ସଂକଟାପନ୍ନ ହୋଇଛି|ରାଜାରାଜୁଡା ଅମଳ ର ଏହିଭଳିମୌଳିକ ସୁବିଧା ରୁ ଅପହଞ୍ଚ ଗାଁ ଟିଏ କୁତବ |ମୁଖ୍ୟ ରାସ୍ତା ରାଶ୍ତା ବଡରମା ଠାରୁ ୧୨ କିଲୋମିଟର ଦୂର ଭିତରକୁ ଉଷା କୋଠି ଅଭୟାରଣ୍ୟ ଭିତରେ ଯିବାକୁ ପଡିଥାଏ ଏହି ଗାଁ କୁ|ଆଖପାଖ ରେ ଅନେକ ଗାଁ ରହିଛି କିନ୍ତୁ ଭଲ ରାସ୍ତା ଟିଏ ନାହିଁ| ବର୍ଷା ମାସ ହେଲେ ତ ପୁରା ରାସ୍ତା ବନ୍ଦ ହୋଇଯାଏ|ପିଲା ମାନେ ସ୍କୁଲ ଯିବାକୁ ଭୟ କରନ୍ତି, ଯେଉଁଠି ରହିଛି ଜଙ୍ଗଲୀ ଜୀବଜନ୍ତୁ ଭୟ| ମୋବାଇଲ ନେଟ ୱାର୍କ ନାହିଁ|BSNL ଟାୱାର ଲାଗିଛି କିନ୍ତୁ ନେଟ ୱାର୍କ ନାହିଁ|ଏହିଭଳି ବହୁବିଧ ସମସ୍ୟା ରେ ଭରପୁର ହୋଇ ରହିଛି ସମ୍ବଲପୁର ଜିଲ୍ଲା ବଡରମା ଉଷାକୋଠି ଅଭୟାରଣ୍ୟ ରେ ଅବସ୍ଥିତ କିଛି ଗାଁ କୁତବ,ସାନବାଦୀ ବାହାଲ, ରେଙ୍ଗୋ ମୁଣ୍ଡା ଓ ଆହୁରି କିଛି ଗାଁ | ଅନେକ ଥର ଜିଲ୍ଲା ପ୍ରଶାସନ ସହ ନେତା ମନ୍ତ୍ରୀ ଙ୍କୁ ତାଙ୍କର ସମସ୍ୟା ବାବଦରେ ଅବଗତ କରାଯାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ର ଅଭିଯୋଗ କରିଛନ୍ତି ଗ୍ରାମବାସୀ|ଏଭଳିକି ତାଙ୍କୁ ଖରା ମାସ ରେ ପାନୀୟ ଜଳ ପାଇଁ ମଧ୍ୟ ୁହୁ ଅସୁବିଧା ସମ୍ମୁଖୀନ ହେବାକୁ ପଡିଥାଏ|
0
comment0
Report
KNKumar Nitesh
Nov 09, 2025 09:35:00
Forbesganj, Bihar:एंकर-उत्तर प्रदेश के मुख्यमंत्री योगी आदित्यनाथ ने आज नरपतगंज पहुँचे जहाँ उन्होंने एनडीए की महिला प्रत्याशी देवयंति देवी के पक्ष में चुनावी जनसभा को संबोधित किया, योगी आदित्यनाथ ने कांग्रेस और राजद पर हमला बोलते हुए कहा कि प्रभु श्री राम का मंदिर बनवाने से रोकने के लिए कांग्रेस समेत अन्य विपक्षी दलों ने पुरजोर कोशिश की और राजद ने तो रथयात्रा तक रोक दी थी लेकिन आज अयोध्या में प्रभु श्री राम का भव्य मंदिर बन गया है और माता सीता का भव्य मंदिर भी बिहार के सीतामढ़ी में एनडीए सरकार द्वारा बनाया जा रहा है, उन्होंने बिहार और देश को घुसपैठियों से बचाने के लिए बिहार में फिर से एनडीए सरकार बनवाने का आह्वान लोगो से किया, योगी ने काँग्रेस पर हमला बोलते हुए कहा कि ये खानदानी लूटेरे बिहार में राजद के समर्थन कर फिर से जंगलराज लाना चाहते हैं
0
comment0
Report
ACAshish Chauhan
Nov 09, 2025 09:34:31
0
comment0
Report
BSBHUPENDAR SINGH SOLANKI
Nov 09, 2025 09:33:30
Tonk, Rajasthan:टोंक: 10 वर्षीय बालिका से दुष्कर्म मामले में भाजपा नाबालिग पीड़िता के साथ खड़ी, दोषियों पर सख्त कार्रवाई की मांग. 10 वर्षीय बालिका के साथ हॉस्टल संचालक द्वारा दुष्कर्म के मामले ने जिले में सनसनी फैला दी है। इस मामले में अब भारतीय जनता पार्टी नाबालिग पीड़िता के समर्थन में उतर आई है. भाजपा जिलाध्यक्ष चंद्रवीर सिंह चौहान ने इस घटना को निंदनीय बताते हुए कहा कि भाजपा पीड़ित बच्ची को हर संभव मदद प्रदान करेगी. उन्होंने अधिकारियों से जल्द हॉस्टल की जांच करवाने और दोषियों को कड़ी से कड़ी सजा दिलाने की मांग की. भाजपा नेता नीलिमा आमेरा ने कहा कि ऐसे मामलों में राजनीति से ऊपर उठकर समाज को एकजुट होकर बच्ची को न्याय दिलाने की दिशा में प्रयास करना चाहिए. उन्होंने कहा कि भाजपा हमेशा से महिला सुरक्षा के मुद्दों पर अग्रणी रही है और इस मामले में भी न्याय की लड़ाई में पार्टी पूरी मजबूती से पीड़िता के साथ खड़ी है.
0
comment0
Report
DRDamodar Raigar
Nov 09, 2025 09:33:14
Jaipur, Rajasthan:राजधानी जयपुर के झोटवाडा स्थित शंकर नगर में पितृ देव रवि महाराज की सवारी का बोलबाला है। लोग अपनी समस्याएं लेकर पहुँच रहे हैं। देशभर के गुजरात, मध्यप्रदेश, महाराष्ट्र, उत्तर प्रदेश समेत राजस्थान के विभिन्न जिलों से भी लोग पितृदेव रवि महाराज के समक्ष दुख लेकर आ रहे हैं। संजना देवी ने जी मीडिया को बताया कि उनका बेटा रवि, जिसकी मृत्यु 14 साल पहले हो चुकी थी, अब पितृदेव के रूप में उनकी छाया बन गया है। लोगों ने कहा कि जो उनकी मन्नत पूरी हो रही है, उन्हें मानना चाहिए; नहीं तो आने की कोई बंदिश नहीं है। आज लोग शादी-के बाद रिश्ते टूटने, जादू टोना करने जैसी समस्याओं के कारण आ रहे हैं, और भी कई समस्याएं हैं। लोग इसे पाखंड मानें या हकीकत, यह तो वे ही बता सकते हैं जो पितृदेव महाराज के पास पहुँचते हैं। बाइट— संजना देवी, पितृदेव रवि महाराज की छाया; बाइट— श्रद्धालु, गुजरात
0
comment0
Report
Advertisement
Back to top