Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Hyderabad500004
Zee Media DNA Show पर भगत सिंह के सम्मान के साथ इजराइल-फلسطीन मुद्दे पर बहस
DSDM Seshagiri
Oct 24, 2025 14:47:59
Hyderabad, Telangana
Prince reaspoden for Zee Media DNA Show...he said, there are many like him I do know who he is, like jokers are in Hyderabad too.. entire world is with palestinians.. Israel is fighting against the innocent... Comparing fredom fighters is not correct... I don't agree with this it creates controversy when we are living in our country we should respect our freedom fighters like Bhagath Singh and others.. When it comes to international issues you should not compare.. It's cheap publicity and division.
0
comment0
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|

Advertisement
ATAlok Tripathi
Oct 24, 2025 17:34:53
0
comment0
Report
HGHarish Gupta
Oct 24, 2025 17:33:33
Chhatarpur, Madhya Pradesh:एकंर -छतरपुर के हरपालपुर थाना के इमलिया गांव की एक मस्जिद मे कुछ शरारती तत्वो ने मस्जिद के अंदर आग लगा दी ,आज सुबह जब मस्जिद के इमाम पहुंचे तो मस्जिद मे धामिर्क ग्रंथ सहित अन्य चीजे जली हुई पाई गई ,आग लगने की घटना के बारे मे गांव लोगो को जैसे ही जानकारी लगी तो मस्जिद से जुडे लोग इकट्ठे हो गये और हरपालपुर थाना पुलिस को जानकारी दी गई ,भारी पुलिस बल गांव पहुंचा और आगजनी की वारदात की तफ्तीश शुरु कर दी ,पुलिस ने इस घटना मे लिप्त छह शरारती तत्वो पर मामला दर्ज किया है और इस मामले मे मस्टर माईंड हर्ष पटैरिया और मनोज पटैरिया को उत्तरप्रदेश के महोबा से गिरफ्तार किया है और इस घटना मे लिप्त कुछ लोगो को हिरासत मे लेकर पूंछ तांछ कर रही है एसपी का कहना है कि कानून के साथ खिलवाड़ करने वालो पर सख्त कारवाई की जायेगी。
0
comment0
Report
NMNitesh Mishra
Oct 24, 2025 17:33:07
Dhanbad, Jharkhand:धनबाद से एक अजीबो-गरीब मामला सामने आया है। यहां दो बच्चों के पिता ने पांच बच्चों की मां से प्रेम विवाह कर सबको चौंका दिया। दोनों के बीच पिछले दो सालों से प्रेम प्रसंग चल रहा था, जो अब शादी तक पहुँच गया है। धनबाद के झरिया इलाके में रहने वाले एक विवाहित युवक और पांच बच्चों की मां की प्रेम कहानी अब पुलिस थाने तक पहुंच गई है। बताया जा रहा है कि दोनों पिछले दो वर्षों से एक-दूसरे के संपर्क में थे और इसी बीच दोनों के बीच गहरा रिश्ता बन गया। आखिरकार दोनों ने अपने-अपने परिवार को छोड़कर मंदिर में शादी रचा ली। शादी के बाद दोनों धनबाद महिला थाना पहुंचे और अपनी सुरक्षा की गुहार लगाई। इधर, युवक की पहली पत्नी जब इस बात की जानकारी मिली तो उसने महिला थाना पहुंचकर जमकर हंगामा किया। महिला का आरोप है कि उसके पति को फंसाकर दूसरी महिला ने शादी की है।
0
comment0
Report
RKRAMAN KHOSLA
Oct 24, 2025 17:31:57
Hoshiarpur, Punjab:होशियारपुर के गढ़दीवाला के पिता पुत्र की जोड़ी ने स्टेट लेवल पिस्टल शूटिंग मुकाबले में गोल्ड मैडल जीतकर पेश की अनोखी मिसाल。 बेटे को ट्रेनिंग पर लेकर जाने कारण खुद भी पिस्टल शूटिंग का जागा शौंक पर पिता भी जीत लाया गोल्ड मैडल。 होशियारपुर के कस्बा गढ़दीवाला के रहने वाले डॉ कुलदीप सिंह मिन्हास और उनके बेटे दिशांत ठाकुर ने चंडीगढ़ के मोहाली में हुई स्टेट लेवल प Pistl शूटिंग मुकाबले में गोल्ड मैडल हासिल कर होशियारपुर का नाम पूरे पंजाब में रोशन किया है। इस खबर से इलाके में खुशी का माहौल है। जानकारी देते हुए दिशांत ठाकुर और उसके पिता डॉ कुलदीप मिन्हास ने बताया कि मेरा बेटा दिशांत सरकारी सीनियर सेकंडरी स्कूल भूंगा में 11 वीं कक्षा में पढ़ता है। दिशांत इससे पहले भी 8 बार स्टेस लेवल प्रतियोगिता में गोल्ड मैडल जीत चुका है। बेटे को रोज ट्रेनिंग पर लेकर जाता था तब मुझे भी पिस्टल शूटिंग करने का शौक जाग गया और मैंने भी दिशांत के कोच से ट्रेनिंग लेनी शुरू कर दी। पिछले दिनों जब मोहाली में पंजाब राज्य स्तर की प्रतियोगिता हुई तो दिशांत के साथ मैंने भी इसमें भाग लिया और हम दोनों ने पहला स्थान हासिल कर गोल्ड मैडल जीत लिया। दिशांत ने बताया कि अब मैं नेशनल गेम्स की तैयारी कर रहा हूं और आने वाले समय में मेरे पिता और मैं दोनों नेशनल में गोल्ड मेडल जीत कर पंजाब का नाम देश में रोशन करेंगे।
0
comment0
Report
SMSURYA MOHANTY
Oct 24, 2025 17:25:43
Khordha, Odisha:ଖୋର୍ଦ୍ଧା ପୋଲିସ ଦ୍ୱାରା “ଆଇନଷ୍ଟାଇନ୍ ଏକାଡେମୀ ଅଫ୍ ଟେକ୍ନୋଲୋଜି ଏଣ୍ଡ ମେନେଜମେଣ୍ଟ, ଖୋର୍ଦ୍ଧା” rେ ସାଇବର ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ। ଖୋର୍ଦ୍ଧା ପୋଲିସ ପକ୍ଷରୁ ସାଦର ଥାନା ଅଧୀନସ୍ଥ “ଆଇନଷ୍ଟାଇନ୍ ଏକାଡେମୀ ଅଫ୍ ଟେକ୍ନୋଲୋଜି ଏଣ୍ଡ ମେନେଜମେଣ୍ଟ”ରେ ଆଜି ସାଇବର ସୁଚିତା ଅଭିଯାନ ଆୟୋଜିତ କରାଯାଇଥିଲା। ଏହି କାର୍ୟକ୍ରମର ଉଦ୍ଦେଶ୍ୟ ଥିଲା ଛেାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଅନଲାଇନ୍ ବ୍ୟବହାର, ଦାୟିତ୍ୱପୂର୍ଣ୍ଣ ସୋସିଆଲ୍ ମିଡିଆ ଚାଳନା ଓ ସାଇବର ଅପରାଧ ପ୍ରତିରୋଧ ବିଷୟରେ ସଚେତନ କରାଇବା। ଏହି କାର୍ୟକ୍ରମଟି ଶ୍ରୀ ଅନାଦି সେଠୀ, OPS-I, ଅତିରିକ୍ତ ଏସପି (DIB), ଇନ୍ସପେକ୍ଟର ସୁଚିତ୍ରା ଜେନା, SC&CCU ଓ ଏସଆଇ ଜୟନ୍ତ କୁମାର ଭଟ୍ଟ, ସଦର ଥାନାଙ୍କ ସକ୍ରିୟ ସମନ୍ୱୟରେ ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ସଚେତନତା ସେସନରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ସାଇବର ସଚିତା ଓ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ବ୍ୟବହାର ବିଷୟରେ ମୂଲ୍ୟବାନ ଜ୍ଞାନ arଜନ କରିଥିଲେ。 ଖୋର୍ଦ୍ହା ପୋଲିସ ଯୁବମାନେ ଓ ସାଧାରଣ ଲୋକଙ୍କ ମଧ୍ୟରେ ସାଇବର ସଚେତନତା ପ୍ରସାର ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି, ଯାହା ଦ୍ୱାରା ସୁରକ୍ଷିତ ସାଇବର ଜଗତ ଗଠନ କରାଯାଇପାରିବ。
2
comment0
Report
PPPREMANANDA PUJARI
Oct 24, 2025 17:25:21
Tehran, Tehran Province:ଗୋପାଳପୁର ଭାରତୀୟ ପ୍ରାଣୀ ସର୍ଭେକ୍ଷଣ ପକ୍ଷରୁ ନୂତନ ପ୍ରଜାତିର ମାଛ କୁ ଚିହ୍ନଟ କରାଯାଇଛି। ୨୦୦ ବର୍ଷ ପୁରୁଣା ପ୍ରଜାତି ସହିତ ତୁଳନା ପରୀକ୍ଷା ପରେ ଏହି ମାଛ କୁ ଚିହ୍ନଟ କରିଛନ୍ତି ବିଶେଷଜ୍ଞ। ଗୋପାଳପୁର:(ପ୍ରେମାନନ୍ଦ ପୁଜାରୀ) ଭାରତୀୟ ପ୍ରଣୀ ସର୍ବେକ୍ଷଣ କେନ୍ଦ୍ର (ZSI), ଗୋପାଳପୁରର ବୈଜ୍ଞାନିକମାନେ ଏକ ନୂତନ ପ୍ରଜାତିର ମାଛ ଚିହ୍ନଟ କୁ କରିଛନ୍ତି, ଯାହାକୁ ସ୍ୟୁଡୋରମ୍ବସ ବାହୁଦାଏନସିସ ନାମ ରାରାଯାଇଛି । ଏହା ଓଡ଼ିଶାର ସୋନପୁର ନିକଟସ୍ଥ ବାହୁଦା ମୁହାଁଣରୁ ଅକ୍ଟୋବର ୨୦୨୨ ମସିହାରେ ସଂଗ୍ରହ କରାଯାଇଥିଲା। ୨୦୦ ବର୍ଷ ପୂର୍ବେ, ୧୮୨୨ ମସିହାରେ ପଶ୍ଚିମବଙ୍ଗ ଉପକୂଳରୁ ଏହା ସହିତ ସଦୃଶ ଏକ ମାଛ ସ୍ୟୁଡୋରମ୍ବସ ଆରସିୟସ ଚିହ୍ନଟ ହୋଇଥିଲା। ଦୁଇଟି ପ୍ରଜାତି ମଧ୍ୟରେ ସମାନତା ଥିବା ସତ୍ତ୍ବେ, ଗୋପାଳପୁର ବିଜ୍ଞାନାଗାର କେନ୍ଦ୍ରରେ ଡ଼ିଏନଏ ପରୀକ୍ଷା ଓ ଆକୃତିଜନିତ ତଥ୍ୟ ଦ୍ୱାରା ଏହା ଏକ ନୂତନ ପ୍ରଜାତି ବୋଲି ନିଶ୍ଚିତ ହୋଇଛି। ଏହି ମାଛ ବିଷୟରେ ଅନୁସନ୍ଧାନ ପାଇଁ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ‌ ଲାଗିଥିଲା । ଏହି ଅଭିଯାନରେ ବୈଜ୍ଞାନିକ ମାନଙ୍କ ମଧ୍ୟରେ ଡ଼. ସରୂପ ରଞ୍ଜନ ମହାନ୍ତି, ଡ଼. ଦୀପାଞ୍ଜନ ରାୟ, ଡ଼. ଶେଷଦେବ ପାତ୍ର, ଶୁଭେନ୍ଦୁ ଶେଖର ମିଶ୍ର ଓ ବୈଜ୍ଞାନିକ ଡ଼. ਅନਿਲ ମହାପାତ୍ର ପ୍ରମୁଖ୍ୟ ଭୂମିକା ନେଇଥିଲେ। ପରୀକ୍ଷାରେ ଜଣାପଡ଼ିଛି ଯେ ନୂତନ ପ୍ରଜାତିର ଡ଼ିଏନଏ ଅନୁକ୍ରମ ପୁରୁଣା ପ୍ରଜାତିଠାରୁ ପ୍ରାୟ ୧୧% ଭିନ୍ନ ଏବଂ ଜିନେଟିକ ବିଭାଜନ ପ୍ରାୟ ୧୭ ମିଲିୟନ bର୍ଷ ପୂର୍ବରୁ ଘଟିଥିଲା। ଏହି ମାଛ ବିଷାକ୍ତ ନୁହେଁ ଏବଂ ମଣିଷ ଏହାକୁ ଖାଦ୍ୟ ଭାବରେ ଗ୍ରହଣ କରନ୍ତି। ଏହା ସମୁଦ୍ର ଓ ମୁହାଁଣ ଅଞ୍ଚଳର ତଳଭାଗରେ ବାସ କରେ ଓ ଛୋଟ ମାଛ, କୀଟପତଙ୍ଗ ଓ ଗୁଲ୍ମ ଭୋଜନ କରେ। ଏହାର ରଙ୍ଗ ଧୂସର ମାଟିଆ, ଦେହରେ ୩୬-୩୭ ମେରୁହାଡ଼ ଓ ତୀକ୍ଷ୍ଣ କାତି ରହିଥାଏ। ଏହାର ଲମ୍ବ ୧୧ ରୁ ୩୧ ସେଣ୍ଟିମିଟର ପର୍ଯ୍ୟନ୍ତ ହୁଏ। ଡ଼. ଅନିଲ ମହାପାତ୍ର କହିଛନ୍ତ୍ତି ଯେ, ଏହି ନୂତନ ପ୍ରଜାତି ସମ୍ପର୍କିତ ଗବେଷଣାର ପ୍ରତିବେଦନ ଅନ୍ତର୍ଜାତୀୟ ବୈଜ୍ଞାନିକ ପତ୍ରିକା Zootaxa ରେ ପ୍ରକାଶିତ ହୋଇଛି। ବିଶେଷତା ବସତଃ ଏହି ମାଛ ଅନ୍ୟ ମାଛ ଅପେକ୍ଷା କୃତ ଆକୃତି ସମାନତା ରହିଥିଲେ ମଧ୍ୟ ଗୋଟିଏ ସିଧା ରେଖା ଲାଞ୍ଜ ରୁ ମୁଣ୍ଡ ପର୍ଯ୍ୟନ୍ତ ଦେଖିଲେ ଆଖିର ଉପର ଭାଗକୁ ଦେଖାଯାଉଥିବା ସ୍ବଷ୍ଟ ଭାବେ ପ୍ରଜାତି କୁ ଚିହ୍ନଟ କରାଯାଉଛି ।
4
comment0
Report
SMSURYA MOHANTY
Oct 24, 2025 17:24:05
Khordha, Odisha:ଗାନ୍ଧୀ ସଦଭାବନା ସମାରୋହ ମହାତ୍ମାଙ୍କ ଫଟୋ ପ୍ରଦର୍ଶନୀ ଓ ଭାଇଚାରା ସଂସ୍କୃତିର ଗୀତ ଝୁଲରେ କଟକ ଝୁଲ ଉନ୍ମୋଚିତ କଟକ:-ହଜାର ବର୍ଷର କଟକ ସହରରେ ଭାଇଚାରା o ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ଶାନ୍ତିର ପ୍ରତୀକ ଭାବେ କଟକ ଶାନ୍ତି ସଦଭାବନା ସମିତି କାର୍ଯ୍ୟ କରୁଅଛି । ଏହି ଅବସରରେ ସମିତି ପକ୍ଷରୁ ଆଜି ମହାନଦୀବିହାରସ୍ଥିତ ରିଦ୍ଧିସିଦ୍ଧି ମଣ୍ଡପ ପରିସରରେ ସମିତିର ସଭାପତି ତଥା ପୂର୍ବତନ ନ୍ୟାୟଧୀଶ ମନୋରଞ୍ଜନ ମହାନ୍ତିଙ୍କ ଆବାହକତ୍ଵରେ କଟକ ଶାନ୍ତି o ସଦଭାବନା ସମାରୋହ ଅନୁଷ୍ଟିତ ହୋଇଯାଇଛି । ପ୍ରାମ୍ଭରରେ ସମିତିର ସଂଯୋଜକ ତଥା ଗାନ୍ଧୀବାଦୀ ଡ଼ଃ ବିଶ୍ୱଜିତ୍ ସହରର ଭାଇଚାରା ଅତୁଟ ରହିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ উଦ୍ଭୋଦନ ଦେଇଥିବା ବେଳେ ଏମଡିଏ ସଭାପତି ତଥା କଟକ ଭାଇଚାରା ସଂସ୍କୃତିକୁ ନେଇ ରଚନା କରାଯାଇଥିବା ଭିନ୍ନ ସ୍ୱାଦର ସଚେତନଧର୍ମୀ ଗୀତର ନିର୍ମାତା ସଞ୍ଜୟ ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସହରର ସମସ୍ତ ସମ୍ପ୍ରଦାୟର କର୍ମକର୍ତ୍ତା ସର୍ବଦା ଶାନ୍ତି ଓ ସୋହାର୍ଦ୍ୟపୂର୍ଣ୍ଣ ବାତାବରଣକୁ ବଜାୟ ରଖିବା ପାଇଁ ସମିତିର ସଦସ୍ୟ ତାପସ ମହାନ୍ତି ଆହ୍ବାନ ଦେଇଥିଲେ । କଟକ ସହର ଭାଇଚାରା ଓ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏମଡିଏ ସଭାପତି ସଞ୍ଜୟ ଜେନାଙ୍କ ଉଦ୍ୟମରେ ନିର୍ମିତ ଭିନ୍ନ ସ୍ୱାଦର ସଚେତନଧର୍ମ୍ମୀ ଗୀତ ଝୁଲରେ କଟକ ଝୁଲ ସମିତିର ସଭାପତି ପୂର୍ବତନ ନ୍ୟାୟଧୀଶ ମନୋରଞ୍ଜନ ମହାନ୍ତିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଗୀତର ସ୍ୱର ସଂଯୋଜନା ଏବଂ କଣ୍ଠଦାନ କୃଷ୍ଣଚନ୍ଦ୍ର କରିଥିବା ବେଳେ ଗୀତ ରଚନା କରିଛନ୍ତି ବିଭୂତି ସ୍ବାଇଁ ଏବଂ ସରୋଜ ଜେନା ନିର୍ଦ୍ଦେଶନା ଦେଇଛନ୍ତି । କଟକ ସହର ବିଭିନ୍ନ ସ୍ଥାନରେ ଏହି ଗୀତର ସୁଟିଂ କରାଯାଇଥିବା ବେଳେ ଏହି ସଚେତନଧର୍ମୀ ଗୀତଟି ସମସ୍ତ ବର୍ଗ ଲୋକଙ୍କ ମନକୁ ବେଶ୍ ଛୁଇଁ ପାରିଛି ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
0
comment0
Report
PPPREMANANDA PUJARI
Oct 24, 2025 17:23:42
Tehran, Tehran Province:ବ୍ରହ୍ମପୁର : ଓଡ଼ିଶାର ପ୍ରସିଦ୍ଧ ସମୁଦ୍ରତଟ ଗୋପାଳପୁରର ଲାଇଟ୍‌ହାଉସ୍‌ ଏବେ ପର୍ଯ୍ୟଟନ ପ୍ରେମୀମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରଭାବେରେ ପରିଣତ ହୋଇଛି। ଅନ୍ୟ ଦିନ ଅପେକ୍ଷାକୃତ ସପ୍ତାହ ଶେଷ ଓ ଛୁଟି ଦିନରେ ଏଠାରେ ପର୍ୟ୍ୟଟକଙ୍କ ଭିଡ଼ ଜମୁଛି । ପ୍ରାୟ 45 ମିଟର ଉଚ୍ଚତମ ବିଶିଷ୍ଟ ଏହି ଲାଇଟ୍‌ହାଉସ୍‌ (ବତୀଘର) 1960 ଦଶକରେ ନିର୍ମିତ ହୋଇଥିଲା । ଏହା Directorate General of Lighthouses and Lightships (DGLL) କୋଲକାତା ଦ୍ୱାରା ପରିଚାଳିତ ହେଉଅଛି ।‌ ଆଲୋକ ବିକିରଣ ପାଇଁ ୪୦୦ ୱାଟର ବଲବ ଲଗାଯାଇଛି । ଉନ୍ନତମାନର କାଚ କୁ ଖଞ୍ଜାଯାଇଥିବା ହେତୁ ରାତି ସମୟରେ ଏହାର ଆଲୋକ ୨୬ ନଟିକାଲ ମାଇଲ୍‌ (୧ ଏନ୍ ଏମ୍ = ୧.୮ କିଲୋମିଟର) ପର୍ୟ୍ୟନ୍ତ ଦୃଶ୍ୟମାନ ହେଉଥିବା କାର୍ଯ୍ୟରତ କର୍ମଚାରୀ କହିଛନ୍ତି। ରାତି ସମୟରେ ପ୍ରତି ପାଞ୍ଚ ସେକେଣ୍ଡ ରେ ଏହାର ରଶ୍ମି ବିକିରଣ କରିବାର ପ୍ରାବିଧାନ ରହିଛି। ଏହାର ସ୍ତମ୍ଭ ଟି ଲାଲ ଓ ଧଳା ରଙ୍ଗର ପରସ୍ଥ ପଟି ପ୍ରଲେପ ଥିବା ହେତୁ ଜାହାଜମାନଙ୍କୁ ନିରାପଦ ପଥ ଦେଖାଇବାରେ ଏହାର ପ୍ରମୁଖ ଦାୟିତ୍ଵ ବହନ କରିଥାଏ । ପର୍ଯ୍ୟଟକଙ୍କ ପାଇଁ ଟିକେଟ ମୂଲ୍ୟ ଦଶ ଟଙ୍କା ରହିଛି। ସନ୍ଧ୍ୟା ସମୟରେ ଲାଇଟ୍‌ହାଉସ୍‌ର ଶୀର୍ଷ କୁ ଯାଇ ଦେଖିଲେ ଗୋପାଳପୁର ସମୁଦ୍ର, ନାରିକେଲ ଗଛ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ମୋନୋରୋମ ଦୃଶ୍ୟ ଦେଖିବାକୁ ମିଳେ। ପର୍ର୍ୟଟକମାନେ କହୁଛନ୍ତି ଯେ, ଏଠାରୁ ଦେଖିଥିବା ଦୃଶ୍ୟ ଜୀବନରେ ଅଭିନବ ଅନୁଭବ। ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ଗୋପାଳପୁର ସାମୂଦ୍ରିକ ବେଳାଭୂମି କୁ ବର୍ଷ ତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଙ୍କ ଆଗମନ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ନୂଆ ପ୍ରକଳ୍ପ ନେଇଚି, ଯେଉଁଥିରେ ଲାଇଟ୍‌ହାଉସ୍‌ ଆସପାସରେ ବିଶ୍ରାମଗୃହ, ଭ୍ୟୁପଏଣ୍ଟ ଓ ଫୋଟୋ ଗ୍ୟାଲରି ତିଆରି ହୋଇଛି । ପର୍ଯ୍ୟଟକଙ୍କ ପରିଦର୍ଶନ ପାଇଁ এହି ଲାଇଟ ହାଉସ ଟି ଖୋଲିବା ଓ ବନ୍ଧ ହେବା ସମୟ ପରିବର୍ତ୍ତନ ହେଉଥିବା ବେଳେ ବର୍ତ୍ତମାନ ଶୀତରୁତୁ ରେ ସକାଳ ୩.୩୦ରେ ଖୋଲାଯାଇଛି ଏବଂ ସଂନ୍ଧ୍ୟା ୫.୩୦ ରେ ବନ୍ଦ ରହୁଥିବା ଜଣାପଡିଛି। ବହୁ ବର୍ଷରୁ ପର୍ଯ୍ୟଟକ ମାନେ ଗୋପାଳପୁର ବେଳାଭୂମି ଆସି ଏହି ଲାଇଟ ହାউସ୍ (ବତୀଘର) ବୁଲି ମଜା ନେଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଲାଇଟ ହାଉସ ଉପରେ ରାଡାର ଲଗାଯିବାରୁ ୨୦୧୩ ମସିହା ଠାରୁ ୨୦୨୪ ଏପ୍ରିଲ ମାସ ପର୍ଯ୍ୟନ୍ତ ପର୍ୟଟକ ଙ୍କ ପାଇଁ ଏହା ବନ୍ଦ ଥିଲା । ପର୍ଯ୍ୟାୟକ୍ରମେ ଉକ୍ତ ରାଡାର କୁ ଲାଇଟ୍ ହାଉସ୍ ହଟାଇ ଅନ୍ୟତ୍ର ସ୍ଥାନିରେ ଲଗାଯିବା ପରେ ୨୦୨୪ ସେ ମାସଠାରୁ ପର୍ୟ୍ୟଟକ ଙ୍କ ଖୋଲାଯାଇଛି ।
0
comment0
Report
NTNagendra Tripathi
Oct 24, 2025 17:22:36
Gorakhpur, Uttar Pradesh:गोरखपुर के कैम्पियरगंज थाना क्षेत्र में शुक्रवार को अचानक करमैनी पुल से एक युवती ने राप्ती नदी में छलांग लगा दी। मौके पर मौजूद लोगों के शोर मचाने पर पुलिस पहुंची लेकिन तब तक युवती लहरों में समा चुकी थी। उसकी पहचान खुशबू त्रिपाठी,निवासी बनकटा,थाना मेहदावल जनपद सन्तकबीरनगर के रूप में हुई है। खुशबू की तलाश के लिए पुलिस ने एनडीआरएफ टीम को सूचना दी और तलाशी अभियान शुरू कर दिया। लेकिन इससे पहले कि लोग अभी संभल पाते करीब दो घंटे बाद उसी पुल पर एक और युवती रीना 20 वर्ष निवासी कैम्पियरगंज गुमसुम खड़ी दिखाई दी। तो पुलिस के होश उड़ गए पुलिस टीम ने जब उससे बात करने की कोशिश की तो उसने अचानक रेलिंग से नीचे नदी में जोरदार तरीके से छलांग लगा दी। मौके पर मौजूद पुलिसकर्मियों ने तुरंत पास में मछली पकड़ रहे मछुआरों को आवाज दी। मछुआरों ने बिना समय गंवाए नदी में कूदकर रीना को सुरक्षित बाहर निकाल लिया। उसे तत्काल अस्पताल भेजा गया है। थानाध्यक्ष राकेश रोशन सिंह के मुताबिक एक युवती को सुरक्षित बचा लिया गया है जबकि दूसरी की तलाश के लिए युद्धस्तर पर अभियान चलाया जा रहा है। फिलहाल पुलिस दोनों घटनाओं के कारणों की जांच में जुटी है और इलाके में लोगों में दहशत और चर्चा का माहौल है। तो राप्ती नदी के करमैनी पुल से दो घंटे के भीतर दो युवतियों का नदी में कूदना कई सवाल खड़े करता है… क्या ये दोनों घटनाएं आपस में जुड़ी हैं या ये महज़ एक संयोग है। इसकी गुत्थी अब पुलिस की जांच पर टिकी है।
0
comment0
Report
Diwali 2025
Advertisement
Back to top