Back
गंजाम ज़िले के गोपालपुर में Boita Bandana उत्सव 5 नवंबर से तीन दिन, प्रशासन जुटा
PPPREMANANDA PUJARI
Oct 31, 2025 08:31:52
Tehran, Tehran Province
ଆସନ୍ତା ୫ ତାରିଖ ରୁ ଗୋପାଳପୁର ରେ ଅନୁଷ୍ଠିତ ହେବ boĩତ ବନ୍ଦାଣ ଉତ୍ସବ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ଆସନ୍ତା ନଭେମ୍ବର ୫ ତାରିଖରୁ ତିନିଦିନ ବ୍ୟାପୀ ଗଞ୍ଜାମ ଜିଲ୍ଲାସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଉତ୍ସବରେ ଖାଦ୍ୟ ମେଳା ଓ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ କୁ ପ୍ରଦର୍ଶନୀ ମେଳା ଆୟୋଜିତ ହେବ । ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ଙ୍କ ଅଧ୍ୟକ୍ଷତାରେ ଭିସି ଯୋଗେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାହାକୁ ନେଇ ବିଭାଗୀୟ ଅଧିକାରୀ ମାନେ ବେଳାଭୂମିକୁ ଯାଇ ପ୍ରସ୍ତୁତି ତଦାରଖ କରିଛନ୍ତି। ପାରମ୍ପରିକ ରୀତିରେ ବୋଇତ ବନ୍ଦାଣ ଉତ୍ସବ, ଆଲୋଚନାଚକ୍ର, ଝୋଟି, ହୁଳହୁଳି, ଓଡ଼ିଆଣୀ ବୋହୂ ବେଶ, ଓଡ଼ିଆ ପିଠା ଓ ଖାଦ୍ୟ ପ୍ରତିଯୋଗୁତିା ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ କରାଯିବ ବୋଲି ସୂଚନା ମିଳିଛି। ଟ୍ରାଭିଡ ନିୟନ୍ତ୍ରଣ,ଟ୍ରାଫିକ୍ ବ୍ୟବସ୍ଥା, ପାର୍କିଂ,ସଭା ମଣ୍ଡପ, ଶାନ୍ତିଶୃଙ୍ଖଳା ରକ୍ଷା, ବୋଇତସଜା, ବୋଇତ ବନ୍ଦାଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରାଧାନ୍ୟତା କୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ବୈଠକ ରେ ଆଲୋଚନା କରାଯାଇଛି । ଏହି ଉତ୍ସବରେ ‘ତଅପୋଇ’ ସ୍ମରଣିକା ଉନ୍ମୋଚିତ ହେବା ପାଇଁ ସ୍ଥିର କରାଯାଇଛି। ଏହି ଅବସରରେ ବ୍ରହ୍ମପୁର ମହାନଗର କମିସନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ୟ, ପୁର୍ବତନ ଜିଲ୍ଲାସୂଚନାଓ ଲୋକସଂପର୍କ ଅଧିକାରୀ ରବିନାରାୟଣ ବେହେରା, ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରଶ୍ମୀରାଣୀ ନିମାକା, କନିଷି ତହସିଲଦାର କବିରାଜ ପ୍ରଧାନ, ବିଡିଓ ବିଶ୍ବଜିତ ରାୟ ଓ ଗୋପାଳପୁର ଥାନାଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PSPRABHAM SRIVASTAVA
FollowOct 31, 2025 14:43:090
Report
KAKapil Agarwal
FollowOct 31, 2025 14:42:590
Report
VSVishnu Sharma1
FollowOct 31, 2025 14:42:470
Report
NSNeeraj Sharma
FollowOct 31, 2025 14:42:350
Report
IKIsateyak Khan
FollowOct 31, 2025 14:42:230
Report
MKMUKESH KUMAR
FollowOct 31, 2025 14:42:060
Report
PSPramod Sharma
FollowOct 31, 2025 14:41:490
Report
MKMukesh Kumar
FollowOct 31, 2025 14:41:350
Report
BSBHUPENDAR SINGH SOLANKI
FollowOct 31, 2025 14:41:090
Report
BSBHUPENDAR SINGH SOLANKI
FollowOct 31, 2025 14:40:590
Report
ANAnil Nagar1
FollowOct 31, 2025 14:40:490
Report
CSChandrashekhar Solanki
FollowOct 31, 2025 14:40:060
Report
ASArvind Singh
FollowOct 31, 2025 14:39:430
Report
0
Report
SSSHAILENDAR SINGH THAKUR
FollowOct 31, 2025 14:39:100
Report
 Lalit Kumar
Lalit Kumar