Back
11 वर्षीय अर्णव देहुरी को राष्ट्रीय आर्चरी चैंपियनशिप के लिए चुना गया
ANAJAY NATH
Mar 24, 2026 14:46:56
Sambalpur, Odisha
ଲେଖା: ଜାତୀୟ ଆର୍ଚେରୀ ପ୍ରତିଯୋଗିତା ପାଇଁ ଧନୁର୍ଦ୍ଧର ଅର୍ଣ୍ଣବ ଦେହୁରୀଙ୍କୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସହାୟତା |ଆନ୍ଧ୍ରପ୍ରଦେଶର ଗୁଣ୍ଟୁର (Guntur) ଠାରେ ଆସନ୍ତା ୨୭ ଓ ୨୮ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଆର୍ଚେରୀ (ଧନୁ କ୍ଷେପଣ) ଚାମ୍ପିଅନସିପ୍ ପାଇଁ ସମ୍ବଳପୁର ଜିଲ୍ଲାର ଯୁଯୁମୁରା ବ୍ଲକର ବାଳକ ଅର୍ଣ୍ଣବ ଦେହୁରୀ (୧୧ ବର୍ଷ) ମନୋନୀତ ਹੋଇଛନ୍ତି। ସମ୍ବଲପୁର ଜିଲ୍ଲାପାଳଙ୍କ ମାର୍ଗଦର୍ଶନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ଣ୍ଣବଙ୍କୁ ଏହି ପ୍ରତିଯୋଗିତା ପାଇଁ ଏକ ସ୍ୱତନ୍ତ୍ର ଭାବେ ନିର୍ମିତ ଧନୁ ଓ ତୀର (Customized Bow and Arrow) ପ୍ରଦାନ କରାଯାଇଛି। ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଶୋକ କୁମାର ଭୋଇ, ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅତ୍ୟାଧୁନିକ କ୍ରୀଡ଼ା ସରଞ୍ଜାମ ଅର୍ଣ୍ଣବଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନାଯୋଗ୍ୟ ଯେ, ଅର୍ଣ୍ଣବଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଉପକରଣଟି 'ବିରାଜ ଷ୍ଟିଲ୍' (Biraj Steel) ସୌଜନ୍ୟରୁ ତାଙ୍କ ପାଇଁ ଦିଆ ଯାଇଛି।ଅର୍ଣ୍ଣବ ଜଣେ ଉଦୀୟମାନ ଧନୁର୍ଦ୍ଧର ଭାବେ ନିଜର ପ୍ରତିଭା ପ୍ରଦର୍ଶନ କରି ଆସୁଛନ୍ତି। ୨୦୨୨ ରେ ୨୩ ତମ ରାଜ୍ୟ ଆର୍ଚେରୀ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ, ୨୦୨୩ ରେ ରାଜ୍ୟସ୍ତରୀୟ ୯ ବର୍ଷରୁ କମ୍ (U-9) ବିଭାଗରେ ପ୍ରଥମ ସ୍ଥାନ, ୨୦୨୪ ରେ ୧୦ ବର୍ଷରୁ କମ୍ (U-10) ବିଭାଗରେ ପ୍ରଥମ ସ୍ଥାନ, ପାଇଥିଲେ କେବଳ ସେତିକି ନୁହେଁ ପୂର୍ବରୁ ଜାତୀୟ ସ୍ତରରେ ବ୍ରୋଞ্জ ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ଣ୍ଣବଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯିବା ସହ ଗୁଣ୍ଟୁରଠାରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ସେ ସଫଳତା ପାଇବେ ବୋଲି ଆଶା ପ୍ରକଟ କରାଯାଉଛି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
RRRakesh Ranjan
FollowMar 24, 2026 15:52:58Noida, Uttar Pradesh:वाराणसी से सटे गंगा पार चंदौली स्थित पड़ाव के एक शो रूम में लगी आग
पड़ाव स्थित महिंद्रा के शोरूम में लगी भीषण आग.
मौके पर पहुंची फायर ब्रिगेड की टीम आग पर काबू पाने की कोशिश
0
Report
PSPradeep Sharma
FollowMar 24, 2026 15:52:450
Report
HNHEMKANT NAUTIYAL
FollowMar 24, 2026 15:52:150
Report
DSDurag singh Rajpurohit
FollowMar 24, 2026 15:52:010
Report
MKManoj Kumar Chaturvedi
FollowMar 24, 2026 15:51:470
Report
ABAnnu Babu Chaurasia
FollowMar 24, 2026 15:51:370
Report
MTMD. TARIQ
FollowMar 24, 2026 15:51:150
Report
RJRahul Joshi
FollowMar 24, 2026 15:51:030
Report
JGJugal Gandhi
FollowMar 24, 2026 15:50:360
Report
PKPradeep Kumar
FollowMar 24, 2026 15:50:260
Report
JGJugal Gandhi
FollowMar 24, 2026 15:50:100
Report
JGJugal Gandhi
FollowMar 24, 2026 15:49:390
Report
RVRaunak Vyas
FollowMar 24, 2026 15:49:200
Report
JGJugal Gandhi
FollowMar 24, 2026 15:49:040
Report