Back
अमित शाह के जन्मदिन पर मनस साहू का विशिष्ट सैंड एनिमेशन वायरल
SMSanjay Mohapatra
Oct 23, 2025 08:02:15
Puri, Odisha
Amit ji Birthday celebration in Sandanimation
ମାନସ ସାହଙ୍କ ଶୁଭେଚ୍ଛା ବାର୍ତ୍ତା ଉପରେ ନିଜ ଟୁଇଟର ହ୍ଯାଣ୍ଡଲରେ ଅମିତ୍ ଶାହା ଧନ୍ୟବାଦ ଜଣାଇଛନ୍ତି,,,,
() ଗୃହମନ୍ତ୍ରୀ ଅମିତ ସାହାଙ୍କୁ ବାଲୁକା ଆନିମେସନ ମାଧ୍ୟମରେ ଜନ୍ମଦିନର ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ। ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ ଅମିତ୍ ଶାହଙ୍କ ୬୧ ତମ ଜନ୍ମଦିନରେ ପ୍ରସିଦ୍ଧ ସ୍ୟାଣ୍ଡ ଆର୍ଟିଷ୍ଟ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଏଥିରେ ସେ ଅମିତ ସାହାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏହି ଦୁଇ ମିନିଟର ସ୍ୟାଣ୍ଡ ଆନିମେସନକୁ ପ୍ରସ୍ତୁତ କରିବା ପାଇଁ ମାନସ ସାହୁଙ୍କୁ ପ୍ରାୟ ଦୁଇଘଣ୍ଟା ସମୟ לাগିଥିଲା । ସେ ଏହି ସ୍ୟାଣ୍ଡ ଆନିମେସନ ଭିଡ଼ିଓଟିକୁ ପୁରୀରେ ଥିବା ତାଙ୍କ ସ୍ୟାଣ୍ଡ ଆନିମେସନ स्ଟୁଡ଼ିଓ ରେ ପ୍ରସ୍ତୁତ କରିଛନ୍ତି। ଏଥିରେ ସେ wishing happy birthday to visionary leader Amit Shahji ର ବାର୍ତ୍ତା ଦେଇଛନ୍ତି । ସେପଟେ ଆନ୍ତର୍ଜାତିକ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ ସାହୁ ଅମିତ ସାହା ଙ୍କୁ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଜନ୍ମଦିନ ର ଶୁଭେଚ୍ଛା ର ବାର୍ତ୍ତା ଜଣାଇଥିଲେ ଏହି ବାର୍ତ୍ତା କୁ ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ସାହା ନିଜ Twitter handle ରେ ପ୍ରଶଂସା କରି ମାਨସ ସାହୁ ଙ୍କୁ ଧନ୍ୟବାଦ ଜଣାଇଛନ୍ତି |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement

0
Report
SKSundram Kumar
FollowOct 23, 2025 11:47:300
Report
JPJitendra Panwar
FollowOct 23, 2025 11:47:040
Report
ADAbhijeet Dave
FollowOct 23, 2025 11:46:350
Report
BDBabulal Dhayal
FollowOct 23, 2025 11:46:190
Report
TSTripurari Sharan
FollowOct 23, 2025 11:45:540
Report
SKSundram Kumar
FollowOct 23, 2025 11:45:370
Report
NKNished Kumar
FollowOct 23, 2025 11:45:140
Report
TSTripurari Sharan
FollowOct 23, 2025 11:45:050
Report
KCKumar Chandan
FollowOct 23, 2025 11:44:430
Report
IKIsateyak Khan
FollowOct 23, 2025 11:44:150
Report
AKAshwani Kumar
FollowOct 23, 2025 11:43:470
Report
DSdevendra sharma2
FollowOct 23, 2025 11:43:120
Report
RKRakesh Kumar Bhardwaj
FollowOct 23, 2025 11:42:590
Report
PCPranay Chakraborty
FollowOct 23, 2025 11:42:440
Report