Back
पुरी में हत्या: कॉलेज के पास होटल में घटी वारदात, पुलिस जांच जारी
SMSanjay Mohapatra
Jan 24, 2026 10:00:32
Puri, Odisha
ପୁରୀରେ ହତ୍ୟାକାଣ୍ଡ। ଟାଉନ ଥାନା ଅନ୍ତର୍ଗତ ଏସସିଏସ କଲେଜ ଛକ ନିକଟରେ ଘଟିଛି ଘଟଣା।ମୃତ ବ୍ୟକ୍ତି ଜଣଂକର ନାମ ସ୍ମାରକ ଶ୍ରୀ ଓରଫ ଗୁନା । ସେ ବାଲେଷ୍ବର ଜଳେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ପୁରୀ ଏସପି ଓ ଟାଉନ ଥାନା ପୋଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ସିସିଟିଭି ଯାଞ୍ଚ କରାଯାଉଛି।ମୃତ ବ୍ୟକ୍ତିର ପେଟ ଓ ଅନ୍ୟାନ୍ୟ ଜାଗାରେ ଗଭୀର ଆଘାତ ରହିଥିବା ଦେଖାଯାଇଅଛି।ତେବେ ହତ୍ୟାକାଣ୍ଡ କିଏ ଏବଂ କେଉଁ କାରଣ ଯୋଗୁଁ କଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ତେବେ ପ୍ରତ୍ଯକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପୂର୍ବରୁ ଦୁଇଜଣ ଯାକ କଲେଜ ଛକ ନିକଟରେ ଗାୟତ୍ରୀ ହୋଟେଲରେ କାମ କରୁଥିଲେ। ହେଲେ କେଉଁ କାରଣ ଯୋଗुଁ ଦୁଇଜଣଙ୍କ ମଧ୍ୟରେ ବିବାଦ ହେଲା ଓ ଘଟଣା ହତ୍ୟାକାଣ୍ଡର ରୂପ ନେଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଆଉ ସେହିଁ ହୋଟେଲରେ ଟୁକୁ ବୋଲି ଆଉ ଜଣେ କର୍ମଚାରୀ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ଶତ୍ରୁତାକୁ ନେଇ ଟୁକୁ ଗୁନାକୁ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ହୋଟେଲ ମାଲିକ କହିଛନ୍ତି। ତେବେ ଗତ ୯ତାରିଖ ଦିନ ସ୍ୱର୍ଗଦ୍ୱାରରେ ଶବଦାହ କରିବାକୁ ଆସିଥିଥାଂଦ ଜଣେ ଯୁବକଙ୍କୁ ଛୁରୀରେ ହତ୍ୟା କରାଯାଇଥିଲା। ଏହି ଘଟଣା ମନରୁ ନଲିଭୁଣୁ ପୁନର୍ବାର ଆଜି ଏଭଳି ଆୌ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଛୁରୀ ଭୁଷି ନିଜ ସାଙ୍ଗକୁ ହତ୍ୟା କରାଯାଇଛି।
ବାଇଟ୍- ରଶ୍ମି ରଞ୍ଜନ ମହାପାତ୍ର, ସିଟି ଡିଏସପି
ବାଇଟ୍- ପତୀକ ସିଂ,ଏସପି
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
44
Report
MMMohammad Muzammil
FollowJan 24, 2026 11:39:270
Report
MSMAYUR SHUKLA
FollowJan 24, 2026 11:39:050
Report
MSMAYUR SHUKLA
FollowJan 24, 2026 11:38:57Lucknow, Uttar Pradesh:लखनऊ से शाह का चुनावी शंखनाद !
0
Report
DIDamodar Inaniya
FollowJan 24, 2026 11:38:470
Report
ASABHISHEK SHARMA1
FollowJan 24, 2026 11:38:090
Report
LSLaxmi Sharma
FollowJan 24, 2026 11:37:480
Report
KKKRISNDEV KUMAR
FollowJan 24, 2026 11:37:150
Report
YSYatnesh Sen
FollowJan 24, 2026 11:37:050
Report
DKDARSHAN KAIT
FollowJan 24, 2026 11:36:250
Report
VSVaibhav Sharma
FollowJan 24, 2026 11:35:54Ghaziabad, Uttar Pradesh:गाजियाबाद के क्रॉसिंग रिपब्लिक में पुताई के दौरान संतोष की मौत
0
Report
ADArjun Devda
FollowJan 24, 2026 11:33:560
Report
SPSatya Prakash
FollowJan 24, 2026 11:33:400
Report
VMVimlesh Mishra
FollowJan 24, 2026 11:33:310
Report
WMWaqar Manzoor
FollowJan 24, 2026 11:33:180
Report