Back
ओडिशा के कई शहरों में हवा की गुणवत्ता बदत्तर, सांस लेना मुश्किल—क्यों?
SMSanjay Mohapatra
Oct 23, 2025 08:00:54
Puri, Odisha
Air quality position ଦୀପାବଳି ପରେ ବିଗିଡିଛି ,ରାଜ୍ୟର ବିଭିନ୍ନ ସହରର ବାୟୁ ଗୁଣବତ୍ତା ସ୍ଥିତି ବା ଏୟାର କ୍ୱାଲିଟି।କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର 22 ତାରିଖ ଅପରାହ୍ନ ବୁଲେଟିନ ଅନୁଯାୟୀ ରାଜ୍ୟରେ ଯାଜପୁର ର ବାୟୁ ଗୁଣବତ୍ତା ସବୁଠାରୁ ఖରାପ ରହିଛି ।ପ୍ରତି 24 ଘଣ୍ଟାରେ ବାୟୁ ସୂଚକାଙ୍କ ମୂଲ୍ୟର ହାରାହାରି କୁ ନେଇ ପ୍ରସ୍ତୁତ ହୋଇଥାଏ ବୁଲେଟିନ ।ଯାଜପୁର ରେ ସୁଚକାଙ୍କ ମୂଲ୍ୟ 247 ରହିଥିବା ବେଳେ ଗୁଣବତ୍ତା poor ଶ୍ରେଣୀ ଭୁକ୍ତ ରହିଛି ।ସେହିପରି ବାଲେଶ୍ବର ର ସୁଚକାଙ୍କ ମୂଲ୍ୟ 150 ରହିଥିବା ବେଳେ ବାୟୁ ଗୁଣବତ୍ତା moderate ବା ମଧ୍ୟମ ଶ୍ରେଣୀ ଭୂକ୍ତ ରହିଛି ।କଟକ ରେ ମଧ୍ୟ ଏୟାର କ୍ୱାଲିଟି ମଧ୍ୟମ ଶ୍ରେଣୀ ଭୁକ୍ତ ହୋଇଥିବା ବେଳେ ସୁଚକାଙ୍କ ମୂଲ୍ୟ 186 ରହିଛି ।ରାଜ୍ୟ ରାଜଧାନୀ ଭୁବନେଶ୍ୱର ରେ ମଧ୍ୟ ମଧ୍ୟମ ଶ୍ରେଣୀ ର ବାୟୁ ଗୁଣବତ୍ତା ରହିଥିବା ବେଳେ ସୁଚକାଙ୍କ 176 ରହିଛି ।ତାଳଚେର ରେ ସୁଚକାଙ୍କ ମୂଲ୍ୟ ରହିଛି 115।କେନ୍ଦ୍ର ପ୍ରଦୂଷଣ ବୋର୍ଡ ବୁଲେଟିନ ମୁତାବକ ନୟାଗଡ଼ ଓ କେନ୍ଦୁଝର ଓ ନୟାଗଡ ର ବାୟୁ ଗୁଣବତ୍ତା satisfactory ବା ସନ୍ତୋଷ ଜନକ ରହିଥିବା ବେଳେ ନୟାଗଡ଼ ରେ ସୁଚକାଙ୍କ ମୂଲ୍ୟ 65 ଓ କେନ୍ଦୁଝରରେ 51 ରହିଛି। তେବେ ରାউରକେଲା ରେ ଗତକାଳି ଅପେକ୍ଷା ବାୟୁ ଗୁଣବତ୍ତା ମାନ ଉନ୍ନତ ହୋଇ 90 ରେ ପହଞ୍ଚିଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
BSBhanu Sharma
FollowOct 23, 2025 15:49:210
Report
CSChandrashekhar Solanki
FollowOct 23, 2025 15:49:020
Report
ACAshish Chaturvedi
FollowOct 23, 2025 15:48:250
Report
BBBhupendra Bishnoi
FollowOct 23, 2025 15:48:080
Report
ASArvind Singh
FollowOct 23, 2025 15:47:520
Report
SYSHRIPAL YADAV
FollowOct 23, 2025 15:47:340
Report
ANAJAY NATH
FollowOct 23, 2025 15:46:140
Report
JJJAYESH JAGAD
FollowOct 23, 2025 15:45:590
Report
HSHEMANT SANCHETI
FollowOct 23, 2025 15:45:370
Report
AMAbhishek Mathur
FollowOct 23, 2025 15:45:190
Report

3
Report
5
Report
PCPranay Chakraborty
FollowOct 23, 2025 15:18:461
Report
DKDeepesh Kumar
FollowOct 23, 2025 15:18:361
Report
RSRahul shukla
FollowOct 23, 2025 15:18:193
Report