Back
ओड़िशा से आंध्र में वनजात पदार्थों के अवैध कारोबार पर कड़ा कदम
NSNiroj Satapathy
Feb 04, 2026 13:37:33
Koraput, Odisha
କୋରାପୁଟ - (ନିରଜ୍ ଶତପଥୀ)
କୋଟିଆ ରେ ବିଭିନ୍ନ ସମୟରେ ଆନ୍ଧ୍ర ପ୍ରବେଶ କରୁଥିବା କାରଣରୁ ଓଡ଼ିଶା ତରଫରୁ ଚେତାବନୀ ଦିଆଯାଇଥିଲେ ସୁଦ୍ଧା ଆନ୍ଧ୍ର ଉପରେ ଏହାର ତିଲେ ମାତ୍ର ପ୍ରଭାବ ପଡ଼ି ନାହିଁ। ଚେତାବନୀ ର ଦିନକ ପରେ ଆନ୍ଧ୍ର କୋଟିଆ ରେ ପ୍ରବେଶ କରି ତାର କାର୍ଯ୍ୟକ୍ରମ ଜାରି ରଖିଛି।
ଆନ୍ଧ୍ର ର ନଜର ଏବେ ବନ ଜାତ ଦ୍ରବ୍ୟ ଉପରେ। ତେନ୍ତୁଳି ସଂଗ୍ରହ ପୂର୍ବରୁ ଆନ୍ଧ୍ର ନେଲା ପଦକ୍ଷେପ। ଲୋକଙ୍କୁ କଲା ସଚେତନ। କୋଟିଆ ର ନେରେଡିବାଳସା ରେ GCC ଅଧୀନରେ ବନଜାତ ଦ୍ରବ୍ୟ ସହାୟକ ମୂଲ୍ୟ ଘୋଷଣା କରାଯାଇଛି。
ମଙ୍ଗଳବାର ଦିନ, କୋଟିଆ ର ନେରେଡିବାଲାସା ସାପ୍ତାହିକ ବଜାରରେ ସାଲୁରୁ ର GCC ପରିଚାଳକ ଧୂଲିଭଦ୍ରା, ଉପର ସେମ୍ବି, ତଳ ସେମ୍ବି ଏବଂ କୁମ୍ଭିମାଡା ଗ୍ରାମର ଲୋକମାନଙ୍କୁ ବନଜାତ ଦ୍ରବ୍ୟର ମୂଲ୍ୟ ବୁଝାଇଥିଲେ। ପରିଚାଳକ ଚୌଧୁରୀ ରାମୁଲୁ କହିଛନ୍ତି ଯେ ସେମାନେ GCC ର ତତ୍ତ୍ୱାବଧାନରେ କ୍ରୟ କରୁଛନ୍ତି ଏବଂ ସେମାନେ ଆଦିବାସୀ ଗ୍ରାମକୁ ଆସି କିଲୋ ପ୍ରତି 36 ଟଙ୍କାରେ ତେନ୍ତୁଳି କିଣିବେ। ସେ ଚେତାବନୀ ଦେଇଛନ୍ତି ଯେ ଯଦି ଆଦିବାସୀ ଅଞ୍ଚଳର ବ୍ୟବସାୟୀମାନେ ଲୋକମାନଙ୍କୁ ତରାଜୁରେ ଠକିବାକୁ ଚେଷ୍ଟା କରନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବନଜାତ ଦ୍ରବ୍ୟ ସଂଗ୍ରହ ଏବଂ GCC କ୍ରୟ ମୂଲ୍ୟ ବୁଝାଇ ଦିଆଯାଇଥିଲା। ସାଲୁରୁ ଶାଖା ପରିଚାଳକ ଚୌଧୁରୀ ରାମୁଲୁ, ପ୍ରାଥମିକ କ୍ରୟ କେନ୍ଦ୍ର ପ୍ରଭାରୀ ରମେଶ କୁମାର ଏବଂ GCC କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ。
ସୂଚନା ଯୋଗ୍ୟ ଦୀର୍ଘ ବର୍ଷ ଧରି କଟିଆ ଅଞ୍ଚଳରେ ସଂଗୃହିତ ବନ ଜାତ ଦ୍ରବ୍ୟ ଗୁଡ଼ିକୁ ଆନ୍ଧ୍ର ରେ ବିକ୍ରୀ କରି ଆସୁଛନ୍ତି କୋଟିଆ ଅଞ୍ଚଳର ଲୋକେ। ଓଡ଼ିଶା ସରକାର କିମ୍ବା ଜିଲ୍ଲା ପଶାସନ ପକ୍ଷରୁ ବନ ଜାତ ଦ୍ରବ୍ୟ କ୍ରୟ ଉପରେ ସେମିତି କିଛି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଲୋକେ ଆନ୍ଧ୍ରକୁ ବିକ୍ରୀ କରି ଆସୁଛନ୍ତି।
ଏଥି ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛିୈ
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
MKManitosh Kumar
FollowFeb 04, 2026 15:02:230
Report
RKRANJEET Kumar OJHA
FollowFeb 04, 2026 15:01:520
Report
NSNeha Sharma
FollowFeb 04, 2026 15:01:320
Report
AAABHISHEK ADEPPA
FollowFeb 04, 2026 15:01:080
Report
DGDeepak Goyal
FollowFeb 04, 2026 15:00:490
Report
PKPrashant Kumar
FollowFeb 04, 2026 14:49:130
Report
RRRakesh Ranjan
FollowFeb 04, 2026 14:48:270
Report
NMNitesh Mishra
FollowFeb 04, 2026 14:48:060
Report
MKMUKESH KUMAR
FollowFeb 04, 2026 14:47:510
Report
RRRakesh Ranjan
FollowFeb 04, 2026 14:47:250
Report
BDBabulal Dhayal
FollowFeb 04, 2026 14:46:420
Report
ACAshish Chauhan
FollowFeb 04, 2026 14:46:210
Report
NJNEENA JAIN
FollowFeb 04, 2026 14:46:140
Report
RIRamawatar Isran
FollowFeb 04, 2026 14:45:560
Report
NTNagendra Tripathi
FollowFeb 04, 2026 14:45:270
Report