Back
ओडिशा: SURABHI 2025 के जिलास्तरीय शिशु महोत्सव से बच्चों में आत्मविश्वास और सपनों की उड़ान
SMSURYA MOHANTY
Nov 08, 2025 08:07:54
Khordha, Odisha
ମୋ ସ୍ୱପ୍ନର ଓଡ଼ିଶା ୨୦୩୬ ପ୍ରସଙ୍ଗକୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ ଖୋର୍ଦ୍ଧା:- ଆଜିର ଶିଶୁ ଆଗାମୀ କାଲିର ରାଷ୍ଟ୍ର ନିର୍ମାତା ର ସୂତ୍ରଧର ସୁରଭି ଛାତ୍ରଛାତ୍ରୀ ପିଳାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତି ଓ ଗୁଣକୁ ପରିଚିତ ଓ ପ୍ରସ୍ଫୁଟିତ କରିବାର ରାଜ୍ୟ ସରକାର, ଶିକ୍ଷ୍ୟା ବିଭାଗର ଏକ ପ୍ରେରଣାଦାୟୀ ଯୋଜନା suରଭି କାର୍ଯ୍ୟକ୍ରମରେ ସମାଜର ସବୁ ବର୍ଗର ପିଲାଙ୍କ ସହିତ ପ୍ରତ୍ୟକ୍ଷ ଅନୁଭୂତି ମିଳିଥାଏ ଯାହା ଛାତ୍ର ଛାତ୍ରୀ ମାନଙ୍କ ଜିଜ୍ଞାସା Sୃଷ୍ଟି କରି ଆଗକୁ ବଢାଇବାର ଜ୍ଞାନ ଆହରଣ ଓ ସ୍ବପ୍ନ ବସ୍ତବତାରେ ପରିଣତ କରିବା ,ଏବଂ ସଚ୍ଚୋଟ ସରଳ ପଣିଆ ଓ ଉତ୍ତୋରତ୍ତର ଅଭିବୃଦ୍ଧି ଘଟାଇ ପଥ ପରିଷ୍କାର କରିଥାଏ ଏଣୁ ଛାତ୍ର ଛାତ୍ରୀ ମାନେ ଦୃଢ଼ ସଂକଳ୍ପ ନେଇ ନିଜର ସରଳ ପଣିଆ ଓ ସମ୍ୱେଦନଶିଳତା କୁ ବଜାୟ ରଖି ମଣିଷ ପଣିଆ ମନୋଭାବ ନେ଼ଇ ନିଜର ଜୀବନର ଲକ୍ଷ୍ୟରେ ପହଚନ୍ତୁ ବୋଲି ଆହ୍ଵାନ ଦେଇଥିଲେ ମୁଖ୍ୟ ବକ୍ତା ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଲେ ଯେ ସୁରଭି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଏହା ଏକ ସୁଯୋଗ ଯାହା ଛାତ୍ରଛାତ୍ରୀ ମାନଙ୍କୁ ସମାଜ ଓ ରାଷ୍ଟ ରେ ପରିଚିତ କରଏ ସ୍ବଚ୍ଛତା କୁ ଛାତ୍ର ଛାତ୍ରୀ ମାନେ ଆପଣେଇବା , ଭଲ ମଣିଷ ହେବା ପାଇଁ ଧର୍ଯ୍ୟ ଶକ୍ତି ରଖିବା, ସହନଶୀଳତା ରଖି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଭକ୍ତି ପ୍ରଦର୍ଶନ କରି ନିଜ ମଧ୍ୟରେ ଥିବା ଦକ୍ଷତା କୁ ପ୍ରତିପାଦିତ କରି ରାଷ୍ଟ୍ରର ଟେକ ରଖିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟ ବକ୍ତା ଶ୍ରୀ ସାହୁ ଜିଲ୍ଲା ପ୍ରଶାସନର ଯେଉଁ ଲକ୍ଷ୍ୟ model ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରିବା, model ପ୍ରାଥମିକ ବିଦ୍ୟାଳୟ ଓ ଏବଂ ଜୀବନ ଜୀବିକା ର ଉତ୍ଥାନ କରି କୋର୍ଧା ଜିଲ୍ଲାକୁ ସମଗ୍ର ରାଷ୍ଟ୍ରରେ ୨୦୩୬ ଭିଜନ ରେ ଏକ ନମ୍ୱର୍ କରିବାକୁ ଛାତ୍ର ଛାତ୍ରୀ ମାନେ ନିଜର ଦକ୍ଷତା କୁ ଗୁରୁତ୍ଵ ଦେଇ ୨୦୩୬ଭିଜନ କୁ ସାକାର କରନ୍ତୁ ବୋଲି ବକ୍ତବ୍ୟ ରଖିଥିଲେ ବିଶିଷ୍ଟ ଅତିଥି ଭାବେ ଖ୍ୟାତ ନାମା କଣ୍ଠ ଶିଳ୍ପୀ ରବିନ୍ଦ୍ର ମହାପାତ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସତ୍ୟ ପଥରେ ଯିବା, ଭଲ ମଣିଷ ହେବା ପାଇଁ ପିତାମାତା, ଗୁରୁଜନ ଙ୍କ ଆଶ୍ରି ବାଦ ନେଇ ନିଜର ମନୋବଳ ଦୃଢ଼ ରଖି ମାନବ ବାଦ ଧର୍ମରେ ଜିଲ୍ଲାର ନାମ ଟେକ ରଖନ୍ତୁ ବୋଲି କହିଥିଲେ ସେହିପରି ସଭାପତି ଭାଷଣରେ ଜିଲ୍ଲା Shikshya Adhikari ଶୋନାମୀକା ରାୟ ାତିଥି ପରିଚୟ ପ୍ରଦାନ କରି ସୁରଭି ୨୦୨୫ ର ଉଦେଶ୍ୟ o ଆଭିମୁଖ୍ୟ ସ୍ପଷ୍ଟ କରି କହିଲେ ଛାତ୍ରଛାତ୍ରୀ ମାନଙ୍କ ସହ ପାଠ୍ୟକ୍ରମ କାର୍ଯ୍ୟ କଳାପ ସମ୍ଭାବନା ଓ ଅନ୍ତର୍ନିହିତ ଶକ୍ତିର ବିକାଶ, ବାହାର ଜଗତ ସହ ସେମାନଙ୍କୁ ଯୋଡ଼ି ରାଷ୍ଟ୍ରର କର୍ଣ୍ଣଧାର ହୋଇ ଗଢିତୋଳିବା ସୁରଭି ର ମୁଖ୍ୟ ଲକ୍ଷ୍ୟ ବୋଲି ଅଭିଭାଷଣ ରଖିଥିଲେ ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ପ୍ରାରମ୍ଭରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ରିତୁରାଜ o ଅତିଥିମାନେ ଶ୍ରୀ ଗଣେଶ o ଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି o ସମସ୍ତ ଅତିଥିମାନଙ୍କୁ ଉପଢ଼ୌକନ ଏବଂ ଚାରା କୁଣ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା କଣ୍ଠଶିଳ୍ପୀ ରବୀନ୍ଦ୍ର ମହାପାତ୍ର ତାଙ୍କର ମଧୁର କଣ୍ଠରେ ଜଗନ୍ନାଥ ଭଜନ ଗାୟନ କାୟଥିଲେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡି. ପ୍ରଜ୍ଞା ପାରମିତା ଜେନା, ରଶ୍ମି ବାଳା ପରିଡ଼ା,ବି ଯେ ବି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି ମଞ୍ଚାଶୀନ ଥିଲେ ୨୧ ୩୧ ୯ଞ ତୃତୀୟ ୨୦ ୩୪ ୃ 2 ୦ ୨ ୦ ୪ ୨୦ ୨ ୮ 2 ୨ ୬ ୨ ୯ ୨୦୨ ୨ ୪ ୦ ୯ ୨୦ ୨ ୪ ୦ ୭ ୨୦୨ ୨ ୪ ୦ ୭ ୨୪ ୦ ୪ ୭ ୨୦୨ ୨ ୪ ୦ ୨ ୨୦ ୨ ୪ ୦ ୭ 2 ୦ ୨୬ ୧୪ ୦ ୰ ୫୬ ୨ ୨ ୲ ୧୯ ୦ ୬ ୯ ୫ୟ ୫୫ ୬ ୪ ୩ ୨ ୭ ୲ ୦
5
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RSRajendra sharma
FollowNov 08, 2025 09:45:580
Report
AKAlok Kumar
FollowNov 08, 2025 09:45:440
Report
ASAkhilesh Sharma
FollowNov 08, 2025 09:45:260
Report
MKMukesh Kumar
FollowNov 08, 2025 09:45:070
Report
DCDILIP CHOUDHARY
FollowNov 08, 2025 09:44:380
Report
AMAnkit Mittal
FollowNov 08, 2025 09:44:300
Report
JSJitendra Soni
FollowNov 08, 2025 09:44:200
Report
AMALI MUKTA
FollowNov 08, 2025 09:44:070
Report
HDHarish Deshmukh
FollowNov 08, 2025 09:43:490
Report
SSSandeep Singh
FollowNov 08, 2025 09:43:300
Report
0
Report
SKSantosh Kumar
FollowNov 08, 2025 09:42:42Noida, Uttar Pradesh:बिहार के मोतिहारी विधान सभा क्षेत्र में आयोजित जनसभा को संबोधित किया सीएम योगी आदित्यनाथ ने
0
Report
PKPradeep Kumar
FollowNov 08, 2025 09:42:360
Report
गजरोला में थाने के सामने शव सड़क पर रखकर स्टेट हाईवे पर जाम लगाने में 24 नामजद, 60 अज्ञात पर रिपोर्ट
0
Report
AMABHAYA MOHANTY
FollowNov 08, 2025 09:42:230
Report