Back
ओड़िशा सब-जूनियर टीम राजस्थान में 30वें नेशनल टेनिस बॉल क्रिकेट चैंपियनशिप के लिए रवाना
SMSURYA MOHANTY
Oct 13, 2025 08:15:42
Khordha, Odisha
30 ତମ ଜାତୀୟ ସବ-ଜୁନିଅର ଟେନିସ ବଲ କ୍ରିକେଟ ଚମ୍ପିୟାନସିପ ପାଇଁ ଓଡିଶା ଦଳର ରାଜସ୍ତାନ ଗସ୍ତ
କଟକ:- 30 ତମ ସବ-ଜୁନିଅର ଜାତୀୟ ଟେନିସ ବଲ କ୍ରିକେଟ ଚମ୍ପିୟାନସିପ ପାଇଁ ଆସନ୍ତା ଅକ୍ଟୋବର 14 ତାରିଖରୁ 17 ତାରିଖ 2025 ପଯ୍ୟନ୍ତ ରାଜସ୍ଥାନ ର ଦୋଉସା ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ 30 ତମ ସବ-ଜୁନିଅର ଜାତୀୟ ଟେନିସ ବଲ କ୍ରିକେଟ ଚମ୍ପିୟାନସିପ ରେ ଓଡିଶା ସବ-ଜୁନିଅର ଟେନିସ ବଲ କ୍ରିକେଟ ଦଳ ରାଜସ୍ଥାନ ଅଭିମୁଖେ ଯାତ୍ରା କରିଛନ୍ତି , ଏହି ଖେଳାଳି ମାନେ ଟି ଅମନ କୁମାର , ରିତେଶ ବାଛା , ଅରୋସିସ ବେହେରା , ରୁଦ୍ର ਚନ୍ଦନ ଦାସ , ଦିବାକର ପାତ୍ର , ଏସ କେ ଇମ୍ରାନ , ୟଥାର୍ଥ ମଲିକ , ପ୍ରତୀକ୍ଷା ପ୍ରଭୁକୃପା ପରିଡା , ଅରମାନ ମହାପାତ୍ର , ସଚ୍ଚିଦାନନ୍ଦ ମାଳି , ରାହୁଲ ସାହାਣୀ , ସୁଜିତ ବେହେରା , ସାଇ ଶ୍ରବଣ କୁମାର ଧଳ , ମହମ୍ମଦ ସାହିଲ ଖାଁ , ସୁନୀଲ କୁମାର ମହାରଣା ( କୋଚ ) ଏବଂ ଟି ଦିଲେଶ୍ଵର ରାଓ ( ମ୍ୟାନେଜର ) ଚଳିତ ଚମ୍ପିୟାନସିପ ରେ ଭାଗ ନେବା ପାଇଁ ଯାତ୍ରା କରିଛନ୍ତି . ସମସ୍ତ ଓଡିଶା ସବ-ଜୁନିଅର ଦଳକୁ ଓଡିଶା ଟେନିସ ବଲ କ୍ରିକେଟ ସଂଘର ଅଧକ୍ଷ୍ୟ ସୁରଜ ମିଶ୍ର, ସମ୍ପାଦକ ଶିଥିଳ ପଣ୍ଡା,ସହ ସମ୍ପାଦକ ସୋମନାଥ ପରିଡା, ମୁଖ୍ୟ କୋଚ ଚକ୍ରଧର ମାଝୀ ଓ ରଞ୍ଜନ କୁମାର ନାୟକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି .
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
PSPrasenjit Sardar
FollowOct 13, 2025 10:48:270
Report
BSBHUPENDAR SINGH SOLANKI
FollowOct 13, 2025 10:46:490
Report
BSBHUPENDAR SINGH SOLANKI
FollowOct 13, 2025 10:46:350
Report
MGMohd Gufran
FollowOct 13, 2025 10:46:220
Report
DBDEVENDRA BISHT
FollowOct 13, 2025 10:46:070
Report
RKRAGHVENDRA KUMAR
FollowOct 13, 2025 10:45:530
Report
KCKumar Chandan
FollowOct 13, 2025 10:45:190
Report
0
Report
AGAdarsh Gautam
FollowOct 13, 2025 10:37:272
Report
RKRakesh Kumar Bhardwaj
FollowOct 13, 2025 10:37:010
Report
DRDamodar Raigar
FollowOct 13, 2025 10:36:520
Report
STSATISH TAMBOLI
FollowOct 13, 2025 10:36:330
Report
DSDeepesh shah
FollowOct 13, 2025 10:36:220
Report
KYKaniram yadav
FollowOct 13, 2025 10:36:050
Report