Back
जी सार्थक के मेगा धारावाहिक 'तू खरा मैं छाई' 900वें एपिसोड तक पहुंचा
SMSURYA MOHANTY
Nov 03, 2025 13:47:34
Khordha, Odisha
ଜୀ ସାର୍ଥକର ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ ସଫଳତାର ସହ ପହଞ୍ଚିଲା ୯୦୦ତମ ଏପିସୋଡରେ
ଲୋକପ୍ରିୟ ଓଡିଆ ଚ୍ୟାନେଲ ଜୀ ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଥିବା ଓ ଦର୍ଶକଙ୍କ ଅଜସ୍ର ଭଲ ପାଇବା ସାଉଁଟିଥିବା ଆଉ ଏକ ଧାରାବାହିକ ‘ତୁ ଖରା ମୁଁ ଛାଇ’ ପହଞ୍ଚିଛି ୯୦୦ତମ ଏପିସୋଡରେ । ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ଭିନ୍ନ ଧାରଣର ଏହି ଧାରାବାହିକର କାହାଣୀର ଅଢେଇ ବର୍ଷ ତଳେ ଦୁଇ ମୁଖ୍ୟ ଚରିତ୍ର ଏଜେ ଓ ମାନିନୀଙ୍କୁ ନେଇ ଆରମ୍ଭ ହୋଇଥିଲା ।
ଗତ ଡ଼ିସେମ୍ବର ମାସରୁ କାହାଣୀରେ ଆସିଥିଲା ନୂଁ ମୋଡ଼ ଯେଉଁଥିରେ ଏଜେ ଓ ମାନିନୀ ମୃତ୍ଯୁ ପରେ ଜନ୍ମ ନେଇଛନ୍ତି абି ଓ ମାନି ରୂପରେ। ଆରମ୍ଭରୁ ଦୁଇ ଜଣ ପୂର୍ବ ଜନ୍ମର ଜୀବନ ସାଥି ବୋଲି ଜାଣି ପାରୁନଥିଲେ الهدفେ ସମୟକ୍ରମେ ଦୁଇ ଜଣ ପୁଣି ପରସ୍ପରକୁ ଭଲ ପାଇଛନ୍ତି । କାହାଣୀରେ ଖଳନାୟକ ରୂପରେ ଆସିଛି ରାଘବ ଯିଏ ଅଭିର ବଡ଼ ଭିଣୋଇ କିନ୍ତୁ ତାର ଲକ୍ଷ୍ୟ ହେଉଛି ନିଜ ଶଳାର ସମସ୍ତ ଧନ ସମ୍ପତ୍ତି । ସେଥିପାଇଁ ଅଭି ଓ ମାନିର ବାହାଘର ପାଇଁ ସାଜିଛି କଣ୍ଟା ହେଲେ ସବୁ ଚକ୍ରାନ୍ତ କୁ କାଟି ଦୁଇ ଜଣ ସାଜିଛନ୍ତି ଜୀବନ ସାଥି ଓ ଧରାପଡ଼ି ଯାଇଛି ରାଘବର ର ସମ୍ପତ୍ତି ପାଇଁ ସମସ୍ତ ଖେଳ । ତେବେ ସହଜ ନଥିଲା ଏହି ଯାତ୍ରା ଓ ଆଗକୁ ଆହୁରି କଠିନ ହୋଇଛି ସେମାନଙ୍କ ଜୀବନ ଯାତ୍ରା, କାରଣ ରଞ୍ଜିତ ରୂପରେ ପୁଣି ଫେରିଛି ରାଘବ ଓ ପୁଣି ନିଜ ଚକ୍ରାନ୍ତ ଆରମ୍ଭ କରିଛି । ଏମିତି ସବୁ ପ୍ରଶ୍ନର ଉତ୍ତର ମିଳିବ ‘ତୁ ଖରା ମୁଁ ଛାଇ’ର ଆଗକୁ ଆସୁଥିବା ବିଭିନ୍ନ ଏପିସୋଡରେ ।
ପୂର୍ବରୁ ଜୀ ସାର୍ଥକର ପ୍ରତିଟି ମେଗା ଧାରାବାହିକୁ ମିଳିଛି ଦର୍ଶକଙ୍କ ଆଦୃତି । ଏଥରବି ‘ତୁ ଖରା ମୁଁ ଛାଇ’ରେ ନୂତନ ପିଢିର ଜୀବନ ଭିତରେ ଆସୁଥିବା ରାଗରୁଷା,ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ନେଇ କାହାଣୀ ଆଧାରିତ। ତେଣୁ କାହାଣୀରେ ଆସୁଥିବା ପରିବର୍ତନ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
NJNarendra Jaiswal
FollowNov 03, 2025 19:31:100
Report
RSRajkumar Singh
FollowNov 03, 2025 19:30:520
Report
IKIsateyak Khan
FollowNov 03, 2025 19:30:280
Report
MSManish Singh
FollowNov 03, 2025 19:30:170
Report
ASAshutosh Sharma1
FollowNov 03, 2025 19:02:060
Report
ASAshutosh Sharma1
FollowNov 03, 2025 19:01:530
Report
JSJitendra Soni
FollowNov 03, 2025 19:01:130
Report
NJNEENA JAIN
FollowNov 03, 2025 19:00:590
Report
ABAnnu Babu Chaurasia
FollowNov 03, 2025 19:00:350
Report
NTNagendra Tripathi
FollowNov 03, 2025 19:00:180
Report
NTNagendra Tripathi
FollowNov 03, 2025 18:48:540
Report
MKMANTUN KUMAR ROY
FollowNov 03, 2025 18:48:380
Report
RKRaj Kumar Bhati
FollowNov 03, 2025 18:48:180
Report
KNKumar Nitesh
FollowNov 03, 2025 18:48:040
Report
NKNeeraj Kumar Gaur
FollowNov 03, 2025 18:47:480
Report