Back
खोरध्दा में 20वें जाम्बोरेट और ट्राइबल जाम्बोरेट, तीसरे दिन 270 खाद्य प्रदर्शन
SMSURYA MOHANTY
Dec 25, 2025 06:15:19
Khordha, Odisha
୨୦ତମ ଜାମ୍ବୋରେଟ୍ ଏବଂ ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍ର ତୃତୀୟ ଦିନରେ
୨୭୦ ପ୍ରକାର ଖାଦ୍ୟ ପ୍ରଦର୍ଶନ କଲେ ସ୍କାଉଟ୍ gାଇଡ୍
ଖୋର୍ଦ୍ଧା:-ଖୋର୍ଦ୍ଧା ବରୁଣେଇ ପାଶ୍ୱର୍ବର୍ତ୍ତୀ ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନର ତାଲିମ କେନ୍ଦ୍ର ପରିସରରେ ରାଜ୍ୟ ଶାଖା ଆନୁକୂଳ୍ୟରେ ଆୟୋଜିତ ୨୦ତମ ଜାମ୍ବୋରେଟ୍ ଏବଂ ସ୍ୱତନ୍ତ କ୍ରାଇଡ୍ର ଆଜି ଦିନଟି ଥିଲା ଦୁଃସାହସିକତା ଦିବସ । ପ୍ରାତଃ ୭.୩୦ଘଟିକା ସମୟରେ ଆରମ୍ଭ ହୋଇଯାଇଥିଲା ଶାରୀରିକ କୌଶଳ ପ୍ରଦର୍ଶଣ ଯେଉଁଥିରେ କି ସ୍କାଉଟ ଓ ଗାଇଡ୍ମାନେ ସେମାନଙ୍କର ଶାରୀରିକ କଳା କୌଶଳର ପାରଦର୍ଶିତା ଦେଖାଇଥିଲେ । ପରେ ପରେ ଶିବିରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଦୁଃସାହସିକ ବେସ୍ ଗୁଡିକରେ ସ୍କାଉଟ ଗାଇଡ୍ମାନେ ବିଭିନ୍ନ ବେସ୍ ଗୁଡିକରେ ମଜା ନେଇଥିଲେ ଏବଂ ଯେଉଁମାନେ ସମସ୍ତ ବେସ୍ ସଂପୂର୍ଣ୍ଣ କରିସାରିବା ପରେ ଗୋଟିଏ ଗୋଟିଏ ଦୁଃସାହସିକତା ପ୍ରଦର୍ଶନ ବ୍ୟାଜ୍ ପାଉଥିଲେ ।
ଅପରାହ୍ନ ୩.୩୦ମିନିଟ୍ ସମୟରେ ପ୍ରତ୍ୟେକ ଜିଲ୍ଲାର ସ୍କାଉଟ ଓ ଗାଇଡ୍ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ପ୍ରଦର୍ଶନୀ ଏବଂ ସ୍ୱକୀୟ କଳାକୃତିର ପ୍ରତିଯୋଗିତା । ପରେ ପରେ ସ୍କାଉଟ ଗାଇଡ୍ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା । ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥା କାବାକୁ ସ୍ରୀଯୁକ୍ତ ବିରେନ୍ଦ୍ର କୋରକରା, ଆଇଏସ୍, ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷା, ଓଡିଶା ଏବଂ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ଚିତାରେ, ସହକାରୀ ଶାରୀରିକ ନିର୍ଦ୍ଦେଶକ, ଓଡିଶା ଏବଂ ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି, ଉପସଭାପତି ଓଡିଶା ରାଜ୍ୟ ସ୍କାଉଟସ୍ ଏବଂ ଗାଇଡସ୍ ଯୋଗଦେଇ ବିଭିନ୍ନ ଜିଲ୍ଲାର ସ୍କାଉଟ ଗାଇଡ୍ ପିଲାମାନେ ତିଆରି କରିଥିବା ଖାଦ୍ୟକୁ ବୁଲି ଦେଖିବା ସହିତ ପିଲାମାନେ ବହୁତ ପରିଶ୍ରମ କରି ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରିଥିବାରୁ ସମସ୍ତଙ୍କୁ ପ୍ରଶସାଂ କରୁଥିଲେ ।
ସନ୍ଧ୍ୟାରେ ଅତିଥିମାନେ ସ୍କାଉଟ ଗାଇଡ୍ମାନଙ୍କ ଦ୍ୱାରା ପରିବେଷିତ ଲୋକନୃତ୍ୟ ପ୍ରତିଯୋଗିତାକୁ ଆନନ୍ଦର ସହିତ ଦେଖିଥିଲେ ଏବଂ ଛୋଟ ଛୋଟ ପିଲାମାନେ ଏତେ ସଂଖ୍ୟକ ଭାଗ ନେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ରାଜ୍ୟ ସଂଗଠନ କମିଶନର ତଥା ଆଡମିଣିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ କୁ ଧନ୍ୟବାଦ ଅର୍ପଣ କରିଥିଲେ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
VKVijay1 Kumar
FollowDec 25, 2025 07:32:020
Report
MDMahendra Dubey
FollowDec 25, 2025 07:31:500
Report
KRKishore Roy
FollowDec 25, 2025 07:31:140
Report
ASAkhilesh Sharma
FollowDec 25, 2025 07:30:590
Report
0
Report
PSPrabhanjan Singh
FollowDec 25, 2025 07:30:340
Report
SKSunny Kumar
FollowDec 25, 2025 07:30:110
Report
SKSantosh Kumar
FollowDec 25, 2025 07:26:43Noida, Uttar Pradesh:देहरादून में सांसद खेल महोत्सव-2025 का समापन समारोह कार्यक्रम में सीएम पुष्कर सिंह धामी
0
Report
PCPUSHPENDRA CHATURVEDI
FollowDec 25, 2025 07:26:350
Report
SSSHAILENDAR SINGH THAKUR
FollowDec 25, 2025 07:26:260
Report
RSRajkumar Singh
FollowDec 25, 2025 07:26:140
Report
SGSANJEEV GIRI
FollowDec 25, 2025 07:25:500
Report
VSVishnu Sharma1
FollowDec 25, 2025 07:25:330
Report
1
Report
ASAshok Singh Shekhawat
FollowDec 25, 2025 07:25:180
Report
