Back
अरती मञ्जरी दास की कविता संग्रह 'उत्तरण' का लोकार्पण: साहित्य में नया बदलाव
SMSURYA MOHANTY
Oct 09, 2025 08:01:42
Khordha, Odisha
ଆରତୀ ମଞ୍ଜରୀ ଦାସଙ୍କ କବିତା ଗ୍ରନ୍ଥ ଲୋକାର୍ପତ
ଖୋର୍ଦ୍ଧା:- ଶ୍ରୀମତୀ ଆରତୀ ମଞ୍ଜରୀ ଦାସଙ୍କ ଦ୍ୱିତୀୟ କବିତା ସଂକଳନ ‘ଉତ୍ତରଣ’ ର ଲୋକାର୍ପଣ ଉତ୍ସବ ଖୋରଧାର ଶ୍ୟାମମାଧବ ବାସନ୍ତୀ ଦେବୀ ସ୍ମାରକୀ ପାଠାଗାର କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଆଶାଚକ୍ର ପ୍ରକାଶନୀର ତତ୍ତ୍ୱାବଧାରକକବି ଓ ପ୍ରାବନ୍ଧିକ ବୈକୁଣ୍ଠନାଥ ରାଜଗୁରୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି উତ୍ସବରେ ସ୍ୱନାମ ଧନ୍ୟପ୍ରାବନ୍ଧିକ ଓ ସାହିତ୍ୟ ସମାଲୋଚକ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ଶଶାଙ୍କ ଶେଖର ରଥ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୁସ୍ତକଟିର ଲୋକାର୍ପଣ କରିବା ସହିତ ସାହିତ୍ୟ କିପରି ମାନବ ସମାଜରେ ପରିବର୍ତ୍ତନ କରିବାର ଶକ୍ତି ରଖେସେ ବିଷୟରେ ସାରଗର୍ଭକ ଆଲୋଚନା କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ମୁଖ୍ୟ ଆଲୋଚକ ଶ୍ରୀ ଗୋପାଳକୃଷ୍ଣଦାସ ଓ ଶ୍ରୀମତୀ ଶ୍ୱେତ ପଦ୍ମାସିନୀ ମହାନ୍ତି ‘ଉତ୍ତରଣ’ କବିତା ଗ୍ରନ୍ଥର କବିତା ଗୁଡ଼ିକର ଆଙ୍ଗିକ ଓ ଆତ୍ମିକ ବିଭବଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ କବି ଶ୍ରୀମତୀ ଆରତୀ ମଞ୍ଜରୀ ଦାଶଙ୍କ ସାରସ୍ୱତ କୃତିର ବିଭିନ୍ନ ଦିଗ ଉନ୍ମୋଚନ କରିଥିଲେ । ଅନ୍ୟତମ ଅତିଥି ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ମହାରଣା ଏବଂ ବିଶିଷ୍ଟ ଗବେଷକ ସତ୍ୟବାଦୀ ବଳିୟାରସିଂହ ଖୋରଧାର ସାହିତ୍ୟିକ ସମାବେଶ ଗୁଡ଼ିକରେ ଶ୍ରୀମତୀ ଦାଶଙ୍କ ପଠିତ କବିତା ଗୁଡ଼ିକର ବୈଶିଷ୍ଟ୍ୟ ପ୍ରତିପାଦନ କରିଥିଲେ । ଶ୍ରୀମତୀ ଆରତୀ ମଞ୍ଜରୀ ଦାଶ ସ୍ୱକୀୟ ଅଭିମତ ପ୍ରକାଶ କରି ଜଣେ ନାରୀପକ୍ଷରେ ଜୀବନ ସଂଗ୍ରାମ ଭିତରେ ସାହିତ୍ୟ ସାଧନା ଅତ୍ୟନ୍ତ ଆୟାସସାଧ୍ୟ ବୋଲି ମତ ପୋଷଣ କରିଥିଲେ । ଶେଷରେ ସୁସଂଗଠିକା ଇତିଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବିକ୍ରମ କେଶରୀ ଚମ୍ପତ୍ତି, ଡ଼. ନୀଳାଦ୍ରିନାଥ ଜାଗଦ୍ଦେବ ଓ ବଂଶୀଧରଦାସଙ୍କ ସଂଯୋଜନାରେ ଉପସ୍ଥିତ କବିମାନଙ୍କର ସ୍ୱଚରିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
DSDevendra Singh
FollowOct 09, 2025 10:41:170
Report
NPNavratan Prajapat
FollowOct 09, 2025 10:41:080
Report
SLSanjay Lohani
FollowOct 09, 2025 10:40:560
Report
0
Report
NDNEELAM DAS PADWAR
FollowOct 09, 2025 10:40:350
Report
VMVimlesh Mishra
FollowOct 09, 2025 10:40:270
Report
PSPRABHAM SRIVASTAVA
FollowOct 09, 2025 10:40:090
Report
DMDILEEP MISHRA
FollowOct 09, 2025 10:39:554
Report
AAAbhishek Aadha
FollowOct 09, 2025 10:39:410
Report
NPNavratan Prajapat
FollowOct 09, 2025 10:39:260
Report
DSDurag singh Rajpurohit
FollowOct 09, 2025 10:39:030
Report
YNYogesh Nagarkoti
FollowOct 09, 2025 10:38:520
Report
AMALI MUKTA
FollowOct 09, 2025 10:38:330
Report
MKMohammad Khan
FollowOct 09, 2025 10:38:220
Report
ADAbhijeet Dave
FollowOct 09, 2025 10:38:130
Report