Back
Ganjam760002blurImage

Ganjam - ପତି ସୁନାପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ , ୬ ପୋଲିସ କର୍ମଚାରୀ ଆହତ , ଆକ୍ରମଣ ଘଟଣା ରେ ୨୨ ଜଣ ଗିରଫ ‌ରେ ଏସପିଙ୍କ ପ୍ରତିକ୍ରିୟା

PREMANANDA PUJARI
May 12, 2025 16:00:47
Brahmapur, Odisha

ପତି ସୁନାପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ , ୬ ପୋଲିସ କର୍ମଚାରୀ ଆହତ , ପୋଲିସ ଗାଡ଼ି ନଷ୍ଟ, ଓ ଆକ୍ରମଣ ଘଟଣା ରେ ୨୨ ଜଣ ଗିରଫ ‌। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ ର ପତି ସୁନାପୁର ଗ୍ରାମରେ ୧୧-୦୫-୨୦୨୫ ରୁ ୧୫-୦୫-୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା "ଯୋଗାମ୍ମା" ଯାତ୍ରା ପାଳନ ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ବିବାଦୀୟ ଘନେଇବାରେ ଲାଗିଥିଲା ‌। ଗୋଟିଏ ଗୋଷ୍ଠୀ ଯାତ୍ରା କରିବାକୁ ମନସ଼ତ କରିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଯାତ୍ରା ନକରେଇଦେବାକୁ ଉଦ୍ୟମ କରିଥିଲେ । ତେବେ ଗତକାଲି ଜିଲ୍ଲା ପ୍ରଶାସନ ର ନିର୍ଦେଶ କ୍ରମେ କାର୍ଯ୍ୟକାରୀ ଦଣ୍ଡାଧିକାରୀ ଓ ପୋଲିସ ପ୍ରଶାସନ ଏକ ଟିମ୍ ଙ୍କ ଉପସ୍ଥିତି ରେ ଯାତ୍ରା ଆରମ୍ଭ ହେଉଥିବା ବେଳେ ବିପକ୍ଷ ଗୋଷ୍ଠୀ

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com