Back
Ganjam760002blurImage

Ganjam - ମହେନ୍ଦ୍ରଗଡରେ ରାସ୍ତା ଉପରେ ଗଛ ପଡ଼ି ପାରଳାଖେମୁଣ୍ଡି ବ୍ରହ୍ମପୁର ରାସ୍ତା ଅବରୋଧ

PREMANANDA PUJARI
May 12, 2025 14:33:42
Brahmapur, Odisha

 କାଳବୈଶାଖୀ ର ପ୍ରଭାବ ରେ ଗଜପତି ଜିଲ୍ଲା ମହେନ୍ଦ୍ରଗଡ ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନ ହେବା ଦ୍ବାରା ମହେନ୍ଦ୍ରଗଡ ସ୍ଥିତ ବୁଡୁ ହଟେଲ ନିକଟରେ ଏକ ବିରାଟ କାୟ‌ ଗଛ ରାସ୍ତା ଉପରେ ପଡିଯିବାରୁ ପାରଳାଖେମୁଣ୍ଡି ବ୍ରହ୍ମପୁର ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ଏ ଅବରୋଧ ହୋଇପଡିଛି। ଫଳରେ ରାସ୍ତା ଦୁଇ ପାର୍ଶ୍ଵରେ ବହୁ ସଂଖ୍ୟକ ଯାନବାହାନ ଅଟକି ରହିଥିବା ବେଳେ ଘଟଣା ସ୍ଥଳରେ ଆର ଉଦୟଗିରି ଅଗ୍ନିଶମ ବାହିନୀ ପହଞ୍ଚି ଗଛକୁ କାଟି ସଫା କରୁଥିବା ଦେଖିବାକୁ ମିଳିଛି।

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com