Back
Ganjam760001blurImage

Ganjam - 700 ଜଣ ମହିଳାଙ୍କୁ ସାବିତ୍ରୀ ଭାର ବଣ୍ଟନ କଲେ ଖଣି ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ: ବିଭୁତି ଜେନ

PREMANANDA PUJARI
May 26, 2025 14:48:39
Brahmapur, Odisha
700 ଜଣ ମହିଳାଙ୍କୁ ସାବିତ୍ରୀ ଭାର ବଣ୍ଟନ କଲେ ଖଣି ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ: ବିଭୁତି ଜେନା 2605ZO_SAVITRI_KIT_R ଗୋପାଳପୁର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଇଷାଣେଶ୍ବର ମହେଦେବ ଙ୍କ ପୀଠରେ 700 ଜଣ ମହିଳାଙ୍କୁ ସାବିତ୍ରୀ ଭାର ବଣ୍ଟନ କଲେ ଖଣି ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ: ବିଭୁତି ଜେନା । ସାବିତ୍ରୀ ବ୍ରତ ପୈରାଣିକ ପରମ୍ପରାକୁ ଉଦ୍ଜିବିଜିତ କରୁଛି ବୋଲି କହିଛନ୍ତି ମନ୍ତ୍ରୀ। ବାଇଟ_୧ ବାଇଟ_୨ ବାଇଟ_୩
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com