Back
Ganjam760001blurImage

Ganjam - ବ୍ରହ୍ମପୁର ନିଗମରେ ବିଲ୍ ଅଦାୟ ନ ହେବାକୁ ନେଇ ଠିକାଦାରମାନେ ବିଫରିଲେ, ଅଧିକାରୀଙ୍କ ସହ ସ୍ପଷ୍ଟ ଗର୍ଜନ

PREMANANDA PUJARI
May 24, 2025 15:41:50
Brahmapur, Odisha

ବ୍ରହ୍ମପୁର ମହାନଗର ନିଗମରେ ପରିସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । ନା' କୌଣସି ଉନ୍ନତିମୂଳକ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି ନା' ପୁରୁଣା କାର୍ଯ୍ୟ ଗୁଡ଼ିକର ବିଲ୍ ଠିକାଦାରଙ୍କୁ ପୈଠ କରାଯାଉଛି । ଏହାକୁ ନେଇ ପୂର୍ବରୁ କର୍ପୋରେଟର ମାନେ ଅସନ୍ତୋଷ ପ୍ରକାଶ କରୁଥିଲେ। କିନ୍ତୁ ବର୍ତ୍ତମାନ ଠିକାଦାରମାନେ ମଧ୍ୟ ସ୍ବର ଉଠାଇଲେଣି। ପୋଖରୀ ପୁନରୁଦ୍ଧାର କାର୍ଯ୍ୟର ର ବିଲ୍ ପ୍ରାୟ ବର୍ଷେ ପରେ ମଧ୍ୟ ପ୍ରଦାନ କରାଯାଇନଥିବା ଯୋଗୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମଙ୍ଗଳବାର ସନ୍ଧ୍ୟାରେ ପ୍ରାୟ ୨୦ଜଣ ଠିକାଦାର ସଂପୃକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com