Back
Ganjam760001blurImage

Ganjam - ହେମଗିରିରେ ବେଆଇନ ଭାବେ ୯,୮୪୩ ଟନ୍ କୋଇଲା ଉତ୍ତୋଳନ, ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ

PREMANANDA PUJARI
May 24, 2025 15:54:31
Brahmapur, Odisha

ବ୍ରହ୍ମପୁର ସ୍ୱତନ୍ତ୍ର ସର୍କିଟ ହାଉସରେ ଖଣି ମନ୍ତ୍ରୀଙ୍କ ପକ୍ଷରୁ ହୋଇଥିବା ପ୍ରେସମିଟ୍‌ରେ ସୂଚିତ କରାଯାଇଛି ଯେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତହସିଲର ୨୨ଟି ଖଣିରୁ ବେଆଇନ ଭାବେ ୯,୮୪୩ ମେଟ୍ରିକ୍ ଟନ୍‌ରୁ ଅଧିକ କୋଇଲା ଉତ୍ତୋଳନ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାକୁ ଅଟିଛି। ଉଲ୍ଲେଖିତ ଖଣିଗୁଡ଼ିକ ମଧ୍ୟରୁ ୧୪ଟି ଗୋପାଳପୁର, ୩ଟି ରନ୍‌ସୋରା ଓ ୫ଟି ଭୋଗରାକଚର ଗାଁରେ ଅବସ୍ଥିତ ଥିବା ସହ ମୁଖ୍ୟତଃ ଜଙ୍ଗଲ ଜମି ଉପରେ ଅବସ୍ଥିତ। ଜାମଖାନି ସଂରକ୍ଷିତ ଜଙ୍ଗଲ ଓ ଭୋଗରାକଚର ଅଞ୍ଚଳରେ ବେଆଇନ ଭାବେ କୋଇଲା ଗଚ୍ଛିତ କରାଯାଇଥିବା ସୂଚନା ମଧ୍ୟ ମିଳିଛି।

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com