Back
Gajapati761017blurImage

Gajapati - ସରକାର ବଦଳିଲା, କିନ୍ତୁ ଖାରିଗୁଡ଼ାର ଦୁର୍ଗମ ପାଣୀ ସମସ୍ୟା ଅବିରତ

PREMANANDA PUJARI
May 24, 2025 16:04:56
Chandiput, Odisha
ସରକାର୍ ବଦଳିଲା କୀନ୍ତୁ ବଦଳିନି ମୋହନା ବ୍ଲକ ଦୁର୍ଗମ ଅଞ୍ଚଳରେ ଥିବା ଖାରିଗୁଡ଼ା ଗ୍ରାମ ପଞ୍ଚାୟତ ର ଡେଙ୍ଗାପୁଚି ଗ୍ରାମବାସୀଙ୍କ ଭାଗ୍ୟ। ଗାଁ ରେ ଦୁଇଟି ନଳକୂପ ଅଛି ଗୋଟିଏ ରୁ ଦୁଇ ମାଠିଆ ପାଣି ବାହାରିବା ପରେ ଅଚଳ ଅବସ୍ଥାରେ ପଡ଼ି ରହୁଛି ଅନ୍ୟଟି ରଙ୍ଗ ପାଣି ବାହାରୁଥିବା ହେତୁ ବ୍ୟବହାର ଯୋଗ୍ୟ ନୁହେଁ। ଯାହା ଫଳରେ ଗାଁ ର ୩୨ ପରିବାର ୨୦୦ ରୁ ଉର୍ଦ୍ଧ୍ବ ଜନସଂଖ୍ୟା ନାଳ ପାଣି ଭରଷା ରେ ରହି ଆସୁଛନ୍ତି। ଗାଁ ଠାରୁ ଦୁଇ କିଲୋ ମିଟର ବିଲ ରାସ୍ତା ଦେଇ ନାଳ ରୁ ଗୋଳି ପାଣି ଆଣି ଶୋଷ ମେଣ୍ଟାଉଛନ୍ତି ଗ୍ରାମବାସୀ।ବାରମ୍ବାର ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ବିଡ଼ିଓ ଙ୍କୁ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଯାହା ଫଳରେ ବାଧ୍ୟ ହୋଇ ଗାଁ ଠାରୁ ଦୁଇ କିଲୋ ମିଟର ଦୂରରେ ଥିବା ନାଳ
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com