Back
Ganjam760002blurImage

Gajapati - ଠେଙ୍ଗା ରେ ପିଟି ପିଟି ଯୁବକ କୁ ହତ୍ୟା , ତିନି ଗିରଫ

PREMANANDA PUJARI
May 12, 2025 14:38:54
Brahmapur, Odisha

ଗଜପତି: ଠେଙ୍ଗା ରେ ପିଟି ପିଟି ଯୁବକ କୁ ହତ୍ୟା , ତିନି ଗିରଫ । ଠେଙ୍ଗା ରେ ପିଟି ପିଟି ଜଣେ ଯୁବକକୁ ହତ୍ୟା କରାଯାଇଛି ଏବଂ ହତ୍ୟା ଘଟଣା ରେ ତିନି ଜଣକୁ କୁ ଗିରଫ କରିଛି ପୋଲିସ । ଘଟଣା ଟି ଘଟିଯାଇଛି ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମରେ । ମୃତ ଯୁବକ ଜଣକ ହେଲେ ବେତାର ସିଂ ଗ୍ରାମର ଅଶୋକ ବେହରଦଳାଇ । ପୈତୃକ ସମ୍ପତ୍ତି ଜମିବାଡ଼ି ଭାଗବଣ୍ଟା କୁ କେନ୍ଦ୍ର କରି ଗତ କିଛିଦିନ ଧରି ଅଶୋକ ଓ ତାଙ୍କ ସମ୍ପର୍କିୟ ପରିବାର ମଧ୍ୟରେ କଳହ ଲାଗିରହିଥିଲା । ଶୁକ୍ରବାର ସନ୍ଦ୍ୟାରେ ଅଶୋକଙ୍କ ନିଜ ପୁତୁରା ଓ ଦୁଇ ଜଣ ଯୁବକ ମିଶି ଠେଙ୍ଗାରେ ପିଟି ପିଟି ମାରିଦେଇଥିଲେ । ଖବର ପାଇ ଆର. ଉଦୟଗିରି ଥାନା ଅଧିକାରୀ ଗ୍ରାମ ରେ ପହଞ୍ଚି ମୃତ ଦେହ ଜବତ କରିବା ସହିତ ହତ୍ୟା ରେ ବ୍ୟବହୃତ ଦୁଇ ଟି ଠେଙ୍ଗା ଜବତ କରିଥିବା ବେଳେ ମୃତ ଯୁବକର ବଡଭାଇ ଙ୍କ ଅଭିଯୋଗ

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com