Back
Gajapati761017blurImage

Ganjam - ଖେଲୋ ଇଣ୍ଡିଆରେ ଭାଗ ନେଇଥିବା ହର୍ଷବର୍ଦ୍ଧନ ସାହୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ର

PREMANANDA PUJARI
May 26, 2025 14:54:12
Chandiput, Odisha
2605ZO_OLOMPIC_BOY ମନ୍ କି ବାତ୍‌’ର ୧୨୨ତମ ଏପିସୋଡରେ ଓଡିଶା ଖେଳାଳିଙ୍କ କଥା କହିଥିଲେ ପ୍ରଧାନମନ୍ତ୍ରୀ । ଖେଲୋ ଇଣ୍ଡିଆରେ ଭାଗ ନେଇଥିବା ହର୍ଷବର୍ଦ୍ଧନ ସାହୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଭାରୋତ୍ତୋଳନରେ ପଦକ ଜିତି ହୃଦୟ ଜିତିଛନ୍ତି ହର୍ଷବର୍ଦ୍ଧନ । ହିମାଚଳ ପ୍ରଦେଶରେ ଅନୁଷ୍ଠିତ ଆଇଡବ୍ଲୁଏଲ୍ଏଫ୍ ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପରେ ହର୍ଷବର୍ଦ୍ଧନ ସାହୁ ବାଳକମାନଙ୍କ ୪୯ କିଲୋଗ୍ରାମ ଯୁବ ବର୍ଗରେ ୨୦୫ କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ।ଅନ୍ୟପଟେ ହର୍ଷ ବର୍ଦ୍ଧନ ଙ୍କ ପିଲାଟି ଦିନରୁ ଖେଳ ପ୍ରତି ରୁଚି ରହିଥିଲା।ଭିଡିଓ କଲ ରେ ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା କଥା ହୋଇ ହର୍ଷବର୍ଦ୍ଧନଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଦେବା ସହ ଭବିଷ୍ୟତରେ ଆମ ଜିଲ୍ଲା ପାଇଁ ସେ ଆହୁରି ଗର୍ବ ଆଣି ଦିଅନ୍ତୁ ଏହା କହିଛନ୍ତି। ଏହା ସହ ତାଙ୍କ ଖେଳର ଉନ୍
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com