Back
Gajapati761017blurImage

Ganjam - ସାବିତ୍ରୀ ବ୍ରତ ପାଇଁ କୁଇନ ସପୁରୀ ର ବେସ ଚାହିଦା : ସପୁରୀ ଚାଷ କରି ଅଧିକ ରୋଜଗାର କ୍ଷମ ହେଉଛନ୍ତି ସୁବଲଡା ଅଞ୍ଚଳର ଚାଷ

PREMANANDA PUJARI
May 25, 2025 15:47:39
Chandiput, Odisha
ରାତି ପାଇଲେ ସାବିତ୍ରୀ ଓଷା । ଘରେ ଘରେ ବିଭିନ୍ନ ଫଳମୂଳ ର ଆବଶ୍ୟକତା ରହିଥିବା ବେଳେ ଗଜପତି ଜିଲ୍ଲା ର କୁଇନ ସପୁରୀ ର ବେଶ ଚାହିଦା ରହିଛି। ତେବେ ଅନ୍ୟ ସପୁରୀ ଅପେକ୍ଷା ଏହି ସପୁରୀ ର ଦାମ ଯଥେଷ୍ଟ ଅଧିକା ରହିଛି । ସପୁରୀ ଖାଇବାକୁ ଯେମିତି ଭଲ ତାଠାରୁ ଚାଷ କରି ଚାଷୀ ବେଶ ଦିପଇସା ପାଇ ପାରୁଛନ୍ତି। ଏ ସଂପର୍କରେ ରାମଗିରି ଅଞ୍ଚଳର ସୁବଲଡା ଅଞ୍ଚଳର ମ ସଫଳ ଚାଷୀ ମାନବ ରଇତ ଙ୍କ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ପ୍ରେମାନନ୍ଦ ପୂଜାରୀ। ଡେଫୋର୍ଡ - ପ୍ରେମାନନ୍ଦ ପୁଜାରୀ ଙ୍କ ରିପୋର୍ଟ ଜୀମିଡିଆ।
1
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com