Back
यशिपुर में इलेक्ट्रिक शॉक से तीन लोग बांधकर मारपीट वीडियो वायरल
AMABHAYA MOHANTY
Sept 15, 2025 11:06:44
Keonjhar, Odisha
Slug -ପରକ୍ରିୟା ପ୍ରୀତି ସନ୍ଦେହରେ କଙ୍ଗାରୁ କୋର୍ଟ
Anchor- ପରକ୍ରିୟା ପ୍ରୀତି ସନ୍ଦେହରେ କଙ୍ଗାରୁ କୋର୍ଟ, ଭିଡ଼ିଓ ହେଲା ଭାଇରଲ। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ବେଗୁନିଆ ଗାଁରେ, ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଅମାନୁଷିକ ଭାବେ ନିସ୍ତୁକ ପିଟିଲେ ଗାଁ ଲୋକେ, ସୂଚନା ଅନୁସାରେ ଗତକାଲି ମହିଳା ଜଣକ ହାଟ ସଉଦା କରିବାରେ ସାହାଯ୍ୟ କରିବା ପାଇଁ ନିକଟସ୍ଥ କାଶୀପାଳ ଗାଁରୁ ତାଙ୍କ ସମ୍ପର୍କୀୟ ଦୁଇଜଣ ଦିଅରଙ୍କୁ ଡାକି ଯଶିପୁର ଆସିଥିଲେ, ହେଲେ ବଜାରରୁ ଅପରାହ୍ନ ୪ ଟା ସମୟରେ ଏକ ବାଇକ ଯୋଗେ ନିଜ ଗାଁକୁ ଫେରି ଆସିବା ପରେ ଦୁଇ ଯୁବକଙ୍କ ସହ ମହିଳାଙ୍କୁ ଦେଖି ହଠାତ ମହିଳାଙ୍କ ପରିବାର ଲୋକଙ୍କ ସହ ଗାଁ ଲୋକେ ସେମାନଙ୍କୁ ଗାଁ ଛକରୁ ବାଡିଆପିଟା ଆରମ୍ଭ କରିଥିଲେ ଓ ନିକଟସ୍ଥ ଏକ ପଡିଆରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ତିନି ଜଣଙ୍କୁ ବାନ୍ଧି ବିଧା ଗୋଇଠା ସହ ଠେଙ୍ଗା ବାଡ଼ି ଚପଲ ସାହାଯ୍ୟରେ ନିସ୍ତୁକ ପିଟିଥିଲେ ଗାଁଲୋକେ । ସନ୍ଧ୍ୟା ସମୟରେ ଖବର ପାଇ ଯଶିପୁର ପୋଲିସ ଲୋକଙ୍କ ଠାରୁ ସେମାନଙ୍କୁ ଉଦ୍ଧାର କରି ଯଶିପୁର ମେଡିକାଲରେ ଭର୍ତ୍ତି କରି ଥାନାରେ ଏକ ମାମଲା ରୁଜ୍ଜୁ କରିବା ସହ ଦୁଇଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଯଶିପୁର ପୋଲିସ ।
3
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SRSANDEEP RATHORE
FollowSept 15, 2025 12:52:220
Report
RRRakesh Ranjan
FollowSept 15, 2025 12:52:120
Report
RSRajendra sharma
FollowSept 15, 2025 12:51:550
Report
VSVishnu Sharma
FollowSept 15, 2025 12:51:450
Report
RSRajendra sharma
FollowSept 15, 2025 12:51:290
Report
ASABHISHEK SHARMA1
FollowSept 15, 2025 12:51:180
Report
KSKartar Singh Rajput
FollowSept 15, 2025 12:50:550
Report
RDRAJKUMAR DIXIT
FollowSept 15, 2025 12:50:420
Report
CSChandrashekhar Solanki
FollowSept 15, 2025 12:50:330
Report
RRRakesh Ranjan
FollowSept 15, 2025 12:50:210
Report
HGHarish Gupta
FollowSept 15, 2025 12:50:130
Report
NSNiroj Satapathy
FollowSept 15, 2025 12:49:590
Report
MGManoj Goswami
FollowSept 15, 2025 12:49:501
Report
AMAsheesh Maheshwari
FollowSept 15, 2025 12:49:290
Report