Back
Paradip Rotary ने World Peace Day पर शांति की मिसाल पेश की
NBNARAYAN BEHERA
Sept 20, 2025 08:30:33
Paradeep, Odisha
Slug - Rotary
Dt - 20/09/2025
Place - Paradip
Format - Avb
Anchor - ବିଶ୍ବ ଶାନ୍ତି ପ୍ରତିଷ୍ଠା ଦିବସ ଅବସରରେ ରୋଟାରୀ କ୍ଲବ ପାରାଦୀପ ଓ ପାରାଦୀପ କଲେଜ ମିଳିତ ଆନୁକୂଲ୍ୟରେ ବିଶ୍ବ ଶାନ୍ତି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ସାରାଦେଶରେ କିପରି ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ଏବଂ ଶିକ୍ଷା ର ପ୍ରଣାଳୀ କୁ କି ପ୍ରକାର ପରିବର୍ତ୍ତନ ହେଲେ ଆମେ ଶାନ୍ତି ପ୍ରତିଷ୍ଠା କରିପାରିବା ଏହି ଦିଗରେ ରୋଟାରୀ ୨୨୦ ଦେଶ ଓ ୧.୦୫ ମିଲିୟନ୍ ରୋଟାରୀ ଙ୍କ ମଧ୍ୟରେ କାର୍ଯ୍ୟଧାରା ଚାଲି ଆସୁଥିବାବେଳେ ଆଜି ପାରାଦୀପ କଲେଜ ର ଅଭ୍ୟର୍ଥନା ଗୃହରେ ବିଶ୍ବ ଶାନ୍ତି ଦିବସ ପାଳନ କରାଯାଇଛି। ବିଶ୍ବରେ ଶାନ୍ତି ପ୍ରତିଷ୍ଠା ହେବାକୁ ହେଲେ ଯୁଦ୍ଧ ନୁହେଁ ଆଲୋଚନା ମାଧ୍ୟମରେ ସବୁକିଛି ପରିବର୍ତ୍ତନ ହେବା ସହ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି ରୋଟାରୀ କ୍ଲବ ପାରାଦୀପ ର ସଭାପତି କହିଥିବା ବେଳେ ଆଜି ବିଶ୍ବ ର ସାରା ଦେଶରେ ରୋଟାରୀ କ୍ଲବ ତରଫରୁ ଏହି ବିଶ୍ବ ଶାନ୍ତି ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହା ପ୍ରତିବର୍ଷ ପାଳନ କରା ଯାଇ ଆସୁଥିବା ବେଳେ ରୋଟାରୀ କ୍ଲବ ଭୁବନେଶ୍ୱର ର ଦୁଇ ଅତିଥି ମାନଙ୍କ ସମେତ ପାରାଦୀପ କଲେଜ ଅଧ୍ୟକ୍ଷା ଓ ରୋଟାରୀ କ୍ଲବ ପାରାଦୀପ ର ସମସ୍ତ ସଦସ୍ୟ ଏବଂ କଲେଜ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।
ବାଇଟ -୧- ମନୋଜ ତ୍ରିପାଠୀ। ( ରୋଟାରୀ ଡିଷ୍ଟ୍ରିକ୍ ଗଭର୍ଣ୍ଣର )
ବାଇଟ - ୨- ସୁଶାନ୍ତ କୁମାର ବାଗ୍। ( ସଭାପତି, ରୋଟାରୀ କ୍ଲବ ପାରାଦୀପ )
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ )
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AYAMARJEET YADAV
FollowSept 20, 2025 10:09:391
Report
NKNaveen Kumar Kashyap
FollowSept 20, 2025 10:09:22Noida, Uttar Pradesh:रुसल्ला, अशोकनगर में आयोजित स्व. श्री रघुवीर सिंह यादव जी के प्रतिमा अनावरण कार्यक्रम में सहभागिता
1
Report
VRVIJAY RANA
FollowSept 20, 2025 10:09:143
Report
VAVINEET AGARWAL
FollowSept 20, 2025 10:09:060
Report
RSRAJEEV SHARMA
FollowSept 20, 2025 10:08:560
Report
NJNeetu Jha
FollowSept 20, 2025 10:08:460
Report
AYAMARJEET YADAV
FollowSept 20, 2025 10:08:390
Report
AAAMIT AGGRWAL
FollowSept 20, 2025 10:08:200
Report
VSVISHAL SINGH
FollowSept 20, 2025 10:08:010
Report
DDDeepak Dwivedi
FollowSept 20, 2025 10:07:550
Report
SMSURYA MOHANTY
FollowSept 20, 2025 10:07:12Khordha, Odisha:ଖୋର୍ଦ୍ଧା:- ୫୭ ନମ୍ବର ଜାତୀୟ ରାଜପଥର ପୁବୁସାହି ନିକଟରେ ଖୋର୍ଦ୍ଧା ଅବକାରୀ ବିଭାଗର ଚଢାଉ, ୪୦କେଜି ଗଞ୍ଜେଇ ଜବତ, ୨ ଗିରଫ ।
0
Report
RKRakesh Kumar
FollowSept 20, 2025 10:07:020
Report
DRDivya Rani
FollowSept 20, 2025 10:06:190
Report
WJWalmik Joshi
FollowSept 20, 2025 10:05:280
Report
VPVEDENDRA PRATAP SHARMA
FollowSept 20, 2025 10:05:200
Report