Back
विद्युत आघात से हाथी की मौत: बंझ जंगल में तहलका
AMABHAYA MOHANTY
Sept 23, 2025 09:08:05
Keonjhar, Odisha
Slug- ବିଦୂତ ଆଘାତ ରେ ମାଈ ହାତୀ ମୃତ, ତିନି ଗିରଫ
anchor-କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ କୁଡ଼ବିଲ ଗାଁ ଦୁବନାଳୀ ସାହି ଜଙ୍ଗଲ ର ଏକ ଧାନ ଜମି ପାଖରୁ ଏକ ମାଈ ହାତୀର ଗଳିତ ଶଵ ଉଦ୍ଧାର ହୋଇଛି, ହାତୀର ବୟସ 10ବର୍ଷ ହେବ ଓ ହାତୀ ଟି ର ବିଦୂତ ଆଘାତ ରେ ମୃତ୍ୟୁ ହୋଇଥିବା କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ ସୂଚନା ଦେଇଛନ୍ତି, ହାତୀ ଟି ର ପ୍ରାୟ 15ରୁ 20ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି, ଦୁବନାଳୀ ସାହିର ଗୋକୁଳ ଜୁଆଙ୍ଗ, ଇନ୍ଦ୍ର ଜୁଆଙ୍ଗ ଓ ଗଣେଶ୍ୱର ଜୁଆଙ୍ଗ ନିଜ ଧାନ ଫସଲ କୁ ହାତୀ କବଳ ରୁ ରକ୍ଷା କରିବା ପାଇଁ ବିଦୂତ ବାଡ଼ ଦେଇଥିଲେ, ତାର ଟାଣି ବିଦୂତ ସହିତ ସିଧା ସଳଖ ସଂଯୋଗ କରିଥିଲେ ଓ ସେହି ତାର ର ସଂସ୍ପର୍ଶ ରେ ଆସି ହାତୀ ର ମୃତ୍ୟୁ ହୋଇଥିଲା, ଘଟଣା ସ୍ଥଳରୁ ତାର ଓ ଇନ୍ସୁଲେଟର ଜବଦ କରିବା ସହିତ ତିନି ଅଭିଯୁକ୍ତ ଙ୍କୁ ଗିରଫ କରଯାଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି.
ତେବେ ହାତୀକୁ ନିରୀକ୍ଷଣ କରିବାକୁ ସ୍ୱାର୍ଡ କାମ କରୁଛନ୍ତି, ଅନ୍ୟ ବନ କର୍ମଚାରୀ ଅଛନ୍ତି କିନ୍ତୁ ବିଦୂତ ଆଘାତରେ ହାତୀ ର ମୃତ୍ୟୁ ହେବା ଓ 15ରୁ 20ଦିନ ପରେ ବନ ବିଭାଗ ଜାଣିବା, ହାତୀ ଯେଉଁଠି ମୃତ୍ୟୁ ହୋଇଛି ତାର କିଛି ଦୂରରେ ଜନ ବସତି ରହିଥିଲେ ସୁଦ୍ଧା ହାତୀ ମୃତ୍ୟୁ ସମ୍ପର୍କରେ ବହୁ ଡେରିରେ ବନ ବିଭାଗ ଖବର ପାଇବା କେଉଁଠି ନାଁ କେଉଁଠି ବନ ବିଭାଗ ର ନିଷ୍କ୍ରିୟତା କୁ ସୂଚାଉଛି, ଗତ ଜୁଲାଇ ମାସରେ ତେଲକୋଇ ବନାଞ୍ଚଳ ସାଲେଇକେନା ଜଙ୍ଗଲରେ ଏକ ଦନ୍ତା ହାତୀକୁ ଶିକାରୀ ମାନେ ଶିକାର କରି ଦାନ୍ତ କାଢି ନେଇଥିଲେ, ଏବଂ ସେତେବେଳେ ମଧ୍ୟ 8ଦିନ ପରେ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଥିଲା, ଏପରି ସ୍ଥଳେ ହାତୀ ସୁରକ୍ଷା ଏବେ ତେଲକୋଇ ବନାଞ୍ଚଳ ରେ ଏକ ସ୍ଲୋଗାନ ଖାଲି ହୋଇଛି ବୋଲି ଆଲୋଚନା ହେଉଛି.
Byte-ଏଚ ଡି ଧନରାଜ, dfo keonjhar
1
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SPSATYENDRA PARMAR
FollowSept 23, 2025 10:51:420
Report
SDShankar Dan
FollowSept 23, 2025 10:51:280
Report
RRRakesh Ranjan
FollowSept 23, 2025 10:51:12Noida, Uttar Pradesh:लखनऊ में 'आत्मनिर्भर भारत-स्वदेशी संकल्प' विषयक प्रदेश स्तरीय कार्यशाला। सीएम योगी का कार्यक्रम इस आईडी में इंजेस्ट हो रहा है।।
0
Report
VRVIJAY RANA
FollowSept 23, 2025 10:51:000
Report
DSDeepesh shah
FollowSept 23, 2025 10:50:510
Report
SBSACHIN BIDLAAN
FollowSept 23, 2025 10:49:562
Report
ASAkhilesh Sharma
FollowSept 23, 2025 10:49:190
Report
AKAshok Kumar1
FollowSept 23, 2025 10:48:17Noida, Uttar Pradesh:Manohar Lal @ mlkhattar
आज नई दिल्ली में आदरणीय उपराष्ट्रपति श्री सी.पी. राधाकृष्णन जी से शिष्टाचार भेंट की।
अपना बहुमूल्य समय प्रदान करने हेतु आपका हार्दिक आभार!
0
Report
NCNITIN CHAWRE
FollowSept 23, 2025 10:48:100
Report
DSDM Seshagiri
FollowSept 23, 2025 10:47:560
Report
PKPradeep Kumar
FollowSept 23, 2025 10:47:400
Report
SYSHRIPAL YADAV
FollowSept 23, 2025 10:47:300
Report
ASAJEET SINGH
FollowSept 23, 2025 10:47:070
Report
AAAMIT AGGRWAL
FollowSept 23, 2025 10:46:510
Report
SHSAYED HUSSAIN AKHTAR
FollowSept 23, 2025 10:46:360
Report