Back
चेकिंग के दौरान अधिकारी पर हमला: چار गिरफ्तार, वीडियो वायरल
AMABHAYA MOHANTY
Sept 23, 2025 09:06:13
Keonjhar, Odisha
ଚେକିଂ ସମୟରେ ଅଫିସରଙ୍କୁ ମାଡ଼।
ଆଙ୍କର।।
ଲୁହା ରଡରେ ପିଟି ଲହୁଲୁହାଣ କଲେ ଦୁର୍ବୃତ୍ତ। ଆକ୍ରମଣରେ ଆହତ ହୋଇଛନ୍ତି ବାଲେଶ୍ୱର ଇଷ୍ଟର୍ନ ଜୋନର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ଟ୍ରାଫିକ ଯୁଧିଷ୍ଠିର ନାଏକ। କୁଳିଅଣା ଥାନା ଶୁଖୁଆପଡ଼ା ଟୋଲ ପ୍ଲାଜା ନିକଟରେ ଶନିବାର ଏହି ଘଟଣା ଘଟିଥିବାବେଳେ ପୁଲିସ ଅଭିଯୁକ୍ତମାନଙ୍କୁ ନୋଟିସ ଜାରି କରି ଛାଡ଼ି ଦେଇଛି। ସନ୍ଧ୍ୟା ସମୟରେ ଏମଭିଆଇ ସ୍ପେଶାଲ ଡ୍ରାଇଭ ଚେକିଙ୍ଗ ସମୟରେ ଟ୍ରାଫିକ ସୁପରିଣ୍ଟେଣ୍ଡେଣ୍ଟ ଗାଡ଼ି ଅଟକାଇ ଯାଞ୍ଚ କରୁଥିଲେ। ଗାଡିର କାଗଜପତ୍ର ଯାଞ୍ଚ ପରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଟେଷ୍ଟ କରିବାକୁ ଅଧିକାରୀ ଜଣକ ଗାଡ଼ି ଚାଳକଙ୍କୁ ଯନ୍ତ୍ରରେ ଫୁଙ୍କିବାକୁ କହିବାରୁ ବଚସା ହୋଇଥିଲା। ଏହାକୁ ନେଇ ଗାଡ଼ିରେ ଥିବା ୪ ଜଣଙ୍କ ମଧ୍ୟରୁ ଜଣେ ଯୁବକ ହଠାତ ନିକଟରେ ଥିବା ପଲ୍ୟୁସନ୍ ଟେଷ୍ଟିଂ ଗାଡ଼ିରୁ ହାଇଡ୍ରାଲିକ ଲୁହା ପାଇପ ଆଣି ଯୁଧିଷ୍ଠିରଙ୍କୁ ପିଟିଥିଲେ। ତାଙ୍କ ମୁଣ୍ଡ ଏବଂ ଶରୀରର ଅନ୍ୟ ସ୍ଥାନରେ ଆଘାତ ଲାଗିଛି। ଅଭିଯୁକ୍ତ ଜଣକ ମାଡ଼ ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପରବର୍ତ୍ତୀ ସମୟରେ ଗାଡ଼ିରେ ଥିବା ୪ ଜଣଙ୍କୁ ପୁଲିସ ନୋଟିସ ଜାରି କରି ଛାଡ଼ି ଦେଇଥିବା ସୂଚନା ମିଳିଛି। ତେବେ ଅଭିଯୁକ୍ତମାନେ ଆସିଥିବା କାରକୁ ଏକ ଯାତ୍ରାପାର୍ଟିର ଅଭିନେତା ଚଳାଉଥିଲେ ବୋଲି ଜଣାପଡ଼ିଛି।
ବାଇଟ
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SPSATYENDRA PARMAR
FollowSept 23, 2025 10:51:420
Report
SDShankar Dan
FollowSept 23, 2025 10:51:280
Report
RRRakesh Ranjan
FollowSept 23, 2025 10:51:12Noida, Uttar Pradesh:लखनऊ में 'आत्मनिर्भर भारत-स्वदेशी संकल्प' विषयक प्रदेश स्तरीय कार्यशाला। सीएम योगी का कार्यक्रम इस आईडी में इंजेस्ट हो रहा है।।
0
Report
VRVIJAY RANA
FollowSept 23, 2025 10:51:000
Report
DSDeepesh shah
FollowSept 23, 2025 10:50:510
Report
SBSACHIN BIDLAAN
FollowSept 23, 2025 10:49:562
Report
ASAkhilesh Sharma
FollowSept 23, 2025 10:49:190
Report
AKAshok Kumar1
FollowSept 23, 2025 10:48:17Noida, Uttar Pradesh:Manohar Lal @ mlkhattar
आज नई दिल्ली में आदरणीय उपराष्ट्रपति श्री सी.पी. राधाकृष्णन जी से शिष्टाचार भेंट की।
अपना बहुमूल्य समय प्रदान करने हेतु आपका हार्दिक आभार!
0
Report
NCNITIN CHAWRE
FollowSept 23, 2025 10:48:100
Report
DSDM Seshagiri
FollowSept 23, 2025 10:47:560
Report
PKPradeep Kumar
FollowSept 23, 2025 10:47:400
Report
SYSHRIPAL YADAV
FollowSept 23, 2025 10:47:300
Report
ASAJEET SINGH
FollowSept 23, 2025 10:47:070
Report
AAAMIT AGGRWAL
FollowSept 23, 2025 10:46:510
Report
SHSAYED HUSSAIN AKHTAR
FollowSept 23, 2025 10:46:360
Report