Back
सम्बलपुर में विश्व नाटक दिवस पर AI तकनीक से मञ्च जीवित, युवा आकर्षित
ANAJAY NATH
Mar 28, 2026 08:31:01
Sambalpur, Odisha
ମାର୍ଚ୍ଚ ୨୭ ବିଶ୍ୱ ନାଟ୍ୟ ଦିବସ ଉପଲକ୍ଷେ ସମ୍ବଲପୁର ରେ 'ନାଟ ନାଟୁଆ' ତରଫରୁ ନାଟ୍ୟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ସମ୍ବଲପୁର ରେ ନାଟକ ଉପଯୋଗୀ ମଞ୍ଚ ଟିଏ ନଥିବାରୁ କଳାକାର ମାନେ ଅସନ୍ତୋଷ ଜାହିର କରିଥିଲେ | କିନ୍ତୁ ସମସ୍ତଙ୍କର ମତ ଥିଲା ସମ୍ବଲପୁର ରେ ନାଟକ ଜାରି ରହିଛି ଓ ରହିବ, ମଞ୍ଚ କେବେ ବାଧକ ହେବ ନାହିଁ | ପୂର୍ବେ ଷାଠିଏ ସତୁରି ଦଶକରେ କଳାକାର ମାନେ ନିଜେ-Mଞ୍ଚ ତିଆରି କରି ନାଟକ ପ୍ରସ୍ତୁତ କରୁଥିଲେ | ଏବେ ଟିକେ ଆଧୁନିକତାର ଛାପ ନାଟକରେ ପଶୁଛି | କିନ୍ତୁ ନାଟକ ଜୀବିତ ଅଛି | ସମୟ ରିଲସ AI ଟେକନୋଲୋଜୀ ଆପଣଉଛନ୍ତି | କିଭଳି ଭାବରେ ଯୁବ ପୀଢ଼ିଙ୍କୁ ମଞ୍ଚ ପ୍ରତି ଆକୃଷ୍ଟ କରାଯିବ ସେ ନେଇ ମଧ୍ୟ ଅତିଥିମାନେ କହିଥିଲେ | ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗବେଷକ ନାଟ୍ୟ ନିର୍ଦେଶକ ଲେଖକ ଅଭିନେତା ଡକ୍ଟର ଦ୍ୱାରିକା ନାଥ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥିଭାବେ ନୀଳାଞ୍ଚଳ ସେଠୀ, ସହକାରୀ ନିର୍ଦେଶକ, ଆର୍ଥିକ ସେବା ଓ ବିଶିଷ୍ଟ ନିର୍ଦେଶକ ଅଭିନେତା ସଂଗୀତ ନାଟକ ଏକାଡେମୀ ସଦସ୍ୟ ପ୍ରଦୀପ ପଣ୍ଡା ଯୋଗ ଦେଇଥିଲେ | Bite - କନକଲତା ମହାନ୍ତି, ଅଭିନେତ୍ରୀ,ନାଟ୍ୟ ଭବଭୁତି ସମ୍ମାନ Bite - ଅଶୋକ ମିଶ୍ର,ନାଟ ନାଟୁଆ ସମ୍ମାନ Bite - ନୀଳାଞ୍ଚଳ ସେଠୀ, ସହକାରୀ ନିର୍ଦେଶକ, ଆର୍ଥିକ ସେବା ବିଭାଗ,ଓଡିଶା ସରକାର (END PTC)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PKPrashant Kumar
FollowMar 28, 2026 09:50:070
Report
JPJai Pal
FollowMar 28, 2026 09:49:380
Report
ASAkash Sharma
FollowMar 28, 2026 09:49:270
Report
KKKRISNDEV KUMAR
FollowMar 28, 2026 09:48:480
Report
AMAsheesh Maheshwari
FollowMar 28, 2026 09:48:400
Report
RSRanajoy Singha
FollowMar 28, 2026 09:48:330
Report
SASARIFUDDIN AHMED
FollowMar 28, 2026 09:48:140
Report
AAAMIT AGGRWAL
FollowMar 28, 2026 09:47:540
Report
NJNaynee Jain
FollowMar 28, 2026 09:47:370
Report
AKAjay Kashyap
FollowMar 28, 2026 09:47:090
Report
DVDinesh Vishwakarma
FollowMar 28, 2026 09:46:490
Report
PKPravesh Kumar
FollowMar 28, 2026 09:46:380
Report