Back
संबलपुर महोत्सव: मारवाड़ कलाकारों से राजस्थान की कला का संगम
ANAJAY NATH
Dec 19, 2025 15:31:41
Sambalpur, Odisha
ଲୁଚି ଯାଉଥିବା ଲୋକ କଳା କୁ ଉଜାଗର କରିବାର ମାଧ୍ୟମ ହେଉଛି ସମ୍ବଲପୁର ରେ ଆୟୋଜିତ ମାରୱାର୍ଡ ମହୋତ୍ସବ| ରାଜାରାଜୁଡା ଅମଳ ରୁ ଚଳି ଆସିଥିବା ଲୋକ କଳା ଦିନକୁ ଦିନ ଲୋପ ପାଇବାକୁ ବସିଥିବା ବେଳେ କିଛି ପରିବାର ବା ବ୍ୟକ୍ତି ବିଶେଷ ଏବେ ମଧ୍ୟ ଏହାକୁ ପୁନଃରୁଦ୍ଧାର କରିବାରେ ଲାଗଛନ୍ତି|ଯେମିତିକି କାଠପୁତୁଳି ନୃତ୍ୟ ଵା କଣ୍ଢେଇ ନାଚ ଓ ବହୁରୂପୀ କଳାକାର|ଆଜିକାଲିକା ସମୟ ର ପିଲା ମାନେ ବହୁରୂପୀ ଓ କାଠପୁତୁଳି ନୃତ୍ୟ ବାବଦରେ ହୁଏତ କେହି ଜାଣି ନ ଥିବେ କିନ୍ତୁ ରାଜସ୍ଥାନ ର କିଛି କଳାକାର ରହିଛନ୍ତି ଯେଉଁମାନେ ଏଭଳି ପାରମ୍ପରିକ କଳା ରେ ବ୍ରତୀ ହୋଇ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି|ଏହି ମାରୱାର୍ଡ ମହୋତ୍ସବ ଏକ କଳା ବା ସାଂସ୍କୃତିକ କାର୍ଯ୍ୟକ୍ରମ ର ଆଦାନ ପ୍ରଦାନ ବୋଲି କହିଛନ୍ତି ଅତିଥି ବୃନ୍ଦ|ଓଡିଶା ରାଜସ୍ଥାନ ଓ ହାରିଆଣା ର କଳାକାର ମାନେ ଯୋଗ ଦେଇ ନିଜନିଜ କଳା ପ୍ରଦର୍ଶନ କରୁଥିବା ବେଳେ ଓଡିଶା ର କଳା ମଧ୍ୟ ସେମାନେ ଦେଖୁଛନ୍ତି ଏହା ଦ୍ୱାରା କଳା ସଂସ୍କୃତି ର ଆଦାନ ପ୍ରଦାନ ହେଉଛି
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AMAsheesh Maheshwari
FollowDec 19, 2025 17:01:040
Report
RJRahul Joshi
FollowDec 19, 2025 17:00:500
Report
DGDeepak Goyal
FollowDec 19, 2025 17:00:290
Report
SSANDEEP
FollowDec 19, 2025 16:51:2073
Report
KJKamran Jalili
FollowDec 19, 2025 16:47:090
Report
AKAjay Kashyap
FollowDec 19, 2025 16:46:160
Report
TCTanya chugh
FollowDec 19, 2025 16:46:020
Report
ANAnil Nagar1
FollowDec 19, 2025 16:45:530
Report
AJAvinash Jagnawat
FollowDec 19, 2025 16:45:370
Report
DGDeepak Goyal
FollowDec 19, 2025 16:45:220
Report
DDDeepak Dwivedi
FollowDec 19, 2025 16:34:560
Report
VRVIJAY RANA
FollowDec 19, 2025 16:34:390
Report
HDHARSH DWIVEDI
FollowDec 19, 2025 16:34:100
Report
SSSHAILENDAR SINGH THAKUR
FollowDec 19, 2025 16:33:540
Report
DSDM Seshagiri
FollowDec 19, 2025 16:33:360
Report