Back
जन्म से अपस्मार से पीड़ित बार्सा 23 वर्षीय स्वस्थ, माँ के आशीर्वाद से उबरे
ANAJAY NATH
Oct 22, 2025 14:10:41
Sambalpur, Odisha
ଜନ୍ମ ରୁ ତିନି ବର୍ଷ পার୍ୟ୍ୟନ୍ତ ଅପସ୍ମାର ରୋଗରେ ପୀଡିତ ଥିଲେ କୁମ୍ଭାର ପଡ଼ା ର ବର୍ଷା ମହାରଣା| ଚେତା ଶୂନ୍ୟ ଅବସ୍ଥା ରେ ୨୦ ବର୍ଷ ତଳେ ମା ଦକ୍ଷିଣେଶ୍ୱର କାଳୀ ଙ୍କ ଚରଣ କମଳ ରେ ସମର୍ପି ଦେଇ ଗଡେଇ ଦେଇ ଥିଲେ ଜେଜେମା|ମା ଦକ୍ଷିଣେଶ୍ୱର କାଳୀ ଙ୍କୁ ସ୍ପର୍ଶ କରାଇ ଚରଣାମୃତ ପିଏ ଦେଇଥିଲେ| ସେହି ସମୟ ରୁ ଆସ୍ତେ ଆସ୍ତେ ରୋଗ ଅପସରି ଯାଇଥିଲା | ଏବେ ୨୩ ବର୍ଷ ର ସମ୍ପୂର୍ଣ ସୁସ୍ଥ ସବଳ ଯୁବତୀ ବର୍ଷା| ଘଟଣା ଟି ଏହି ଭଳି, ୨୦ ବର୍ଷ ତଳେ ସମ୍ବଲପୁର କୁମ୍ଭାର ପଡ଼ା ର ବାସିନ୍ଦା ଅପସ୍ମାର ରୋଗ ରେ ପୀଡିତା ବର୍ଷା ଙ୍କୁ ସେତେବେଳେ ଡାକ୍ତର ଫେਰାଇ ଦେଇଥିଲେ| ସେହି ସମୟରେ ବର୍ଷା ଙ୍କର ଜେଜେମା କାନ୍ଦି କାନ୍ଦି ତାଙ୍କୁ ନେଇ ସମ୍ବଲପୁର କାଳୀ ବାଡִ ର ମା ଦକ୍ଷିଣେଶ୍ୱର କାଳୀ ଙ୍କ ଚరଣ ରେ ଚେତାଶୂନ୍ୟ ଅବସ୍ଥା ରେ ଗଡେଇ ଦେଇଥିଲେ| ତା ପରେ ଯାହା ହୋଇଥିଲା ତାହା ତି କୁହା ଅବିଶ୍ୱସନୀୟ| ପୂଜକ ବର୍ଷା ଙ୍କୁ ମା ଙ୍କ ଚରଣାମୃତ ପିଏ ଦେଇଥିଲେ| ତା ପରେ ଚେତା ଶୂନ୍ୟ ଶରୀର ରେ ହଲଚଲ ହୋଇଥିଲା | ବର୍ଷାଙ୍କ ର ଚେତା ଫେରିଥିଲା| ତା ପରେ ସେ ଆସ୍ତେ ଆସ୍ତେ ଠିକ ହେବାରେ ଲାଗିଲେ| ଏବେ ତାଙ୍କୁ ୨୩ ବର୍ଷ, ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ | ୨୦ ବର୍ଷ ପରେ ଏବେ ମଧ୍ୟ ତାଙ୍କ ପରିବାର ଓ ବର୍ଷା ସେହି ଭାବରେ ମା ଦକ୍ଷିଣେଶ୍ୱର କାଳୀ ଙ୍କ ଚରଣ ତଳେ ସମର୍ପିତ |ମା ଚରଣ ତଳେ ନିଜକୁ ସମର୍ପି ଦେଇଥିବା,ତାଙ୍କ ଆଶୀର୍ବାଦ ରୁ ସେ ଭଲ ହୋଇଥିବା କୁହନ୍ତି ବର୍ଷା| ପୁରୁଣା ଦିନ ର ଅଙ୍ଗେ ନିଭା କଥା କହନ୍ତି ବର୍ଷା ଙ୍କର ମା ଓ ପୂଜକ|
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
KSKartar Singh Rajput
FollowOct 22, 2025 16:36:012
Report
AMAjay Mishra
FollowOct 22, 2025 16:35:430
Report
PSPIYUSH SHUKLA
FollowOct 22, 2025 16:35:17Panna, Madhya Pradesh:अपराधी को पकड़ने गई पुलिस टीम के ऊपर हमला किया गया है। बृजपुर थाना क्षेत्र अंतर्गत धरमपुर गांव की घटना, sp सहित भारी पुलिस बल थाने पर
0
Report
OBOrin Basu
FollowOct 22, 2025 16:34:560
Report
DCDILIP CHOUDHARY
FollowOct 22, 2025 16:34:400
Report
PSPradeep Sharma
FollowOct 22, 2025 16:34:220
Report
AKAtul Kumar
FollowOct 22, 2025 16:34:110
Report
MKManitosh Kumar
FollowOct 22, 2025 16:33:560
Report
PSPradeep Sharma
FollowOct 22, 2025 16:33:210
Report
MMMRITYUNJAI MISHRA
FollowOct 22, 2025 16:33:070
Report
DSDeepesh shah
FollowOct 22, 2025 16:32:430
Report
ADASHISH DWIVEDI
FollowOct 22, 2025 16:32:270
Report
PSPIYUSH SHUKLA
FollowOct 22, 2025 16:32:110
Report
SYSHRIPAL YADAV
FollowOct 22, 2025 16:32:000
Report
CSChandrashekhar Solanki
FollowOct 22, 2025 16:31:280
Report