Back
संबलपुर से 80 अधिकारी पुरी दर्शन के लिए पहुँचे; जगन्नाथ दर्शन योजना से शुरुआत
ANAJAY NATH
Feb 13, 2026 11:18:19
Sambalpur, Odisha
ଜଗା ଦର୍ଶନ ପାଇଁ ୮୦ ଜଣ ହିତାଧିକାରୀ ଙ୍କୁ ନେଇ ସମ୍ବଲପୁର ରୁ ପୁରୀ ଅଭିମୁଖେ ଗଡ଼ିଲା ଦୁଇ ବସ|ଓଡିଶା ସରକାର ଙ୍କର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ମାଧ୍ୟମରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ହିତାଧିକାରୀ ମାନ ଙ୍କୁ ଚୟନ କରାଯାଇ କାଳିଆ ଦର୍ଶନ ପାଇଁ ନିଆଯାଇଛି |ଆଜି ସମ୍ବଲପୁର ଠାରୁ ଦୁଇଟି ବସ ରେ ୮୦ ଜଣ ହିତାଧିକାରୀ ଙ୍କୁ ପୁରୀ ନିଆଯାଇଛି|ସକାଳୁ ସେମାନେ ବ୍ଲକ ତରଫରୁ ବସ ରେ ଆସି ସମ୍ବଲପୁର ରେ ପହଂଚିଥିଲେ|ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣା ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା|ତା ପରେ ତାଙ୍କୁ କିଟ ବେଗ ଦେବା ସହ ବସ ଯୋଗେ ପୁରୀ ନିଆଯାଇଛି|ଏହାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପତାକା ଦେଖାଇ ଉଦଘାଟନ କରିଥିଲେ|ହିତାଧିକାରୀ ମାନେ ପୁରୀ ରେ ପହଂଚି ପ୍ରଥମେ ଆସନ୍ତା କାଲି ଯାକା ଦର୍ଶନ କରିବା ସହ ଅଭଡ଼ା ଅନ୍ନ ପାଇବେ|ତା ପରେ ପୁଣ୍ଣି ସମ୍ବଲପୁର ପ୍ରତ୍ୟାବର୍ତନ କରିବେ ବୋଲି ପର୍ଯ୍ୟଟନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି|
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ACAshish Chauhan
FollowFeb 13, 2026 13:07:250
Report
PSPradeep Soni
FollowFeb 13, 2026 13:07:090
Report
ASAshok Singh Shekhawat
FollowFeb 13, 2026 13:06:570
Report
DDDHANANJAY DWIVEDI
FollowFeb 13, 2026 13:06:380
Report
AKAtul Kumar
FollowFeb 13, 2026 13:06:240
Report
RTRAJENDRA TIWARI
FollowFeb 13, 2026 13:06:110
Report
JPJitendra Panwar
FollowFeb 13, 2026 13:05:590
Report
RKRAJESH KUMAR
FollowFeb 13, 2026 13:05:42Noida, Uttar Pradesh:सत्यमेव जयते!
सभी मुकदमों में जमानत हो गई है
सांसद पप्पू यादव जी शीघр आज़ाद होंगे
वह न्याय इंसाफ़ के लिए सदैव लड़ेंगे
नाइंसाफी-अन्याय को बर्दाश्त न किया है
न वह करेंगे!
0
Report
DCDhruv Chaudhary
FollowFeb 13, 2026 13:05:140
Report
MMMohd Mubashshir
FollowFeb 13, 2026 13:05:010
Report
MMMohd Mubashshir
FollowFeb 13, 2026 13:04:540
Report
RRRakesh Ranjan
FollowFeb 13, 2026 13:04:430
Report
PKPrakash Kumar Sinha
FollowFeb 13, 2026 13:04:300
Report
PKPrashant Kumar
FollowFeb 13, 2026 13:04:160
Report
PSPrabhanjan Singh
FollowFeb 13, 2026 13:03:580
Report